ମଙ୍ଗଳବାର 13 ଜୁଲାଇ 2021: ମା’ ମଙ୍ଗଳାଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ବେରୋଜଗାର ଲୋକଙ୍କୁ ରୋଜଗାରର ଅବସର ମିଳିପାରେ ତଥା ତାଙ୍କ ଜୀବନର ଦୁଃଖ ଦୂର ହୋଇପାରେ । ପଜେଟିଭ ଚିନ୍ତା ଧାରା ରଖି ଚାଲିବେ ମନ ପ୍ରସନ୍ନ ରହିବେ । ଅଫିସର କୌଣସି ବଡ ନିର୍ନୟ ନେବା ସମୟରେ ଅହଂ ଭାବକୁ ଆସିବାକୁ ଦିଅନ୍ତୁ ନହିଁ । ଆପଣଙ୍କ ଉପଯୋଗୀତା ବଢିବ । ବ୍ୟାପାରରେ ଧନ ଲାଭ ହେବ । ଆଜି ଆପଣ ସାହସ ପୂର୍ବକ ନିଜ କଠିନ କାର୍ଯ୍ୟ ସମ୍ପୂର୍ଣ କରିବାରେ ସଫଳ ହେବେ ।

ବୃଷ :- ଆଜି ଆପଣଙ୍କୁ କାମ କାର୍ଯ୍ୟ ମାମଲାରେ ଯାତ୍ରା କରିବାକୁ ପଡିପାରେ । କିନ୍ତୁ ଲମ୍ବା ଯାତ୍ରା ଦ୍ଵାରା ଥକି ଯିବେ । ବ୍ୟାପାରକୁ ବଢାଇବା ପାଇଁ ଆପଣଙ୍କୁ ଟିକେ ଖର୍ଚ କରିବାକୁ ପଡିପାରେ । ଠେକେଦାର ପାଇଁ ଦିନ ବହୁତ ଭଲ ଅଟେ । ସାମାଜିକ କାମରେ ଆପଣଙ୍କୁ ସଫଳତା ମିଳିବ ।

ମିଥୁନ :- ଆଜିର ଦିନ ଚାଲୁଥିବା ପୂର୍ବ ମାନସିକ ବ୍ୟଥା ଦ୍ଵାରା ଛୁଟକାରା ମିଳିବ ତଥା ପାରିବାରିକ ସମସ୍ଯା ଖୋଜି ପାରିବେ । କିଛି ଏମିତି କରିବାର ବଞ୍ଚନ୍ତୁ ଯାହାକୁ ପରେ ଆପଣଙ୍କୁ ପସ୍ତେଇବାର ସମ୍ଭାବନା ରହିଛି । ଅବଶ୍ୟକତାରୁ ଅଧିକ ଆତ୍ମବିଶ୍ଵାସ ଘାତକ ସାବିତ ହେବ । କାରୋବାରରେ ଆଜିର ଦିନ ଲାଭର ଯୋଗ ରହିଛି ।

କର୍କଟ :- ଆଜି ଆପଣଙ୍କୁ କାମ କାର୍ଯ୍ୟ ମାମଲାରେ ଯାତ୍ରା କରିବାକୁ ପଡିପାରେ । କାମ ସମୟରେ ପୁରା ସମୟରେ ପୁରା ହେବ । ଆପଣଙ୍କ ପଜେଟିଭ ବିଚାର ଲୋକଙ୍କୁ ପ୍ରଭାବିତ କରିବେ । ଆପଣଙ୍କ ଛୋଟ ସାହାର୍ଯ୍ୟ କୌଣସି ବ୍ୟକ୍ତିଙ୍କ ପାଇଁ ବହୁତ ଫାଇଦାମନ୍ଦ ରହିବ । ଥରେ ମାନ ପତିଷ୍ଠା ବନିଯାଉ ସେଥିରେ ଆଜୀବନ ସୁଖ ଭୋଗ କରିବାକୁ ମିଳିବ ।

ସିଂହ :- ଆଜି ଆପଣ ନେବା ଦେବା ମାମଲାକୁ ନେଇକି ଚିନ୍ତା ଗ୍ରସ୍ତ ହୁଅନ୍ତୁ ନହିଁ । ମନ ଧର୍ମ ଆଡକୁ ଆକର୍ଷିତ ହେବ । ବ୍ୟାପାର କଥା ହେବାତ ନୂଆ ଡିଲରେ ସଫଳତା ମିଳିବ । ରିସ୍କ ବାଲା ନିର୍ନୟ ନେବା ଦ୍ଵାରା ଆପଣ ବଞ୍ଚିତ ରୁହନ୍ତୁ । ଜୀବନ ସୁଖରେ ବ୍ଯତୀତ ହେବ ।

କନ୍ୟା :- ବ୍ୟବହାର କୁଶଳତା ଦ୍ଵାରା ଆପଣଙ୍କୁ ଅଧିକାରୀଙ୍କ ଠାରୁ ସନମାନ ମିଳିବ । ଆଜି କଥାବାର୍ତାରେ ନରମ ଭାବ ରହିବ ଯାହାଦ୍ୱାରା ସବୁ କାର୍ଯ୍ୟ ପୂର୍ଣ ହେବ ଓ ରାଜକୀୟ କାର୍ଯ୍ୟ ମଧ୍ୟ ଜଲ୍ଦିରୁ ଜଲ୍ଦି ହେବାର ସମ୍ଭାବନା ରହିଛି । ଧର୍ଜ୍ୟ ବନାଇ ରଖନ୍ତୁ । ବାଣିରେ ମଧୁରତା ବନିବ ।

ତୁଳା :- ଆଜି ଆପଣଙ୍କ ଅଧ୍ୟାତ୍ମରେ ରୁଚି ବଢିବ । ଆଜି ବହୁତ ଥକା ଅନୁଭବ କରିବେ । ଶତ୍ରୁ ପରାସ୍ତ ହେବେ । ବାଧା ଦୂର ହୋଇ ଲାଭ ହେବ । ଭାବି ଚିନ୍ତି ବିଚାର କରନ୍ତୁ । ରାଜନୈତିକ ମାମଲାରେ ମଧ୍ୟ ରୁକାବାଟ ଆସିପାରେ । ଦୁଇପ୍ରହରରେ କିଛି ନୂଆ କରିବାକୁ ଭବିବେ । ଭଲ ଲୋକଙ୍କ ସହିତ ମିଶି ଭଲ କର୍ମ କରିବେ ।

ବିଛା :- ଆଜି ପରିଶ୍ରମର ଫଳ ନିଶ୍ଚିତ ରୂପରେ ମିଳିବ । ଖାଲି ଆପଣଙ୍କୁ କାର୍ଯ୍ୟ କରିବାକୁ ଯିବାକୁ ପଡିବ । କାର୍ଯ୍ୟ ସ୍ଥଳରେ ଭାବି ଚିନ୍ତି କଥା କୁହନ୍ତୁ । ଉନତିର ରାସ୍ତା ଖୋଲିବ । ନିଜ ଭାବନା ବହୁତ ଭଲ ରଖନ୍ତୁ । ପରିବାର ସହିତ ମିସିକି କୌଣସି ବଡ ନିସ୍ପତି ନିଅନ୍ତୁ । ବିଜନେସ ରେ ଫାଇଦାର ଯୋଗ ରହିଛି ।

ଧନୁ :- ଆଜି ମନ ଆସନ୍ତା ରହିବ । ଆପଣଙ୍କ ମନ ଦ୍ଵିବିଧା ପୂର୍ଣ ସ୍ଥିତିରେ ଆପଣ ଅସନ୍ତୁଷ୍ଟ ରହିବେ । କାମରେ ଗତି ବନିବ । ଏହି ରାଶିର ଲୋକ ଅବିବାହିତ ଅଛନ୍ତି, ତାଙ୍କୁ କୌଣସି ସମାରୋହରେ ନିଜ ଲାଇଫ ପାର୍ଟନର ମିଳିବ । ଆର୍ଥିକ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ ।

ମକର :- ସାମାଜିକ ଦ୍ରୁଷ୍ଟି ଦ୍ଵାରା ଆପଣଙ୍କ ମାନ ସନମାନରେ ବୃଦ୍ଧି ହେବ । ପଦୋନ୍ନଟିର ଯୋଗ ରହିଛି । କିଛି ଲୋକ ଆପଣଙ୍କ ଦ୍ଵାରା କାମ ବାହାର କରିବେ, ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ବଢିଆ ରହିବ । ସାଙ୍ଗ ମାନଙ୍କ ସହିତ ମିସିକି ସେଲିବ୍ରେସନ କରିବେ । ଜୀବନସାଥି ସହିତ ମତଭେଦ ଖତମ ହେବ ।

କୁମ୍ଭ :- ଆଜି ସନ୍ତାନ ପକ୍ଷର ଚିନ୍ତା ରହିବ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ କୌଣସି ଭଲ ଖବର ଦେବେ । ଯାହାଦ୍ୱାରା ପରିବାର ଲୋକ ଖୁସି ନଜର ଆସିବେ । ଖର୍ଚ ବଢିବା ଦ୍ଵାରା ଆର୍ଥିକ ତଙ୍ଗୀ ବଢିପାରେ । ସମ୍ପର୍କ ଓ କାମ ଭିତରେ ତାଳ ମେଲ ଠିକ ରହିବ । ଆର୍ଥିକ ରୂପରେ ଆପଣ ଷ୍ଟ୍ରଙ୍ଗ ରହିବେ ।

ମୀନ :- ଆଜି କୌଣସି ବଡ ଲୋକଙ୍କ ସାହାର୍ଯ୍ୟ ଦ୍ଵାରା ଆପଣଙ୍କୁ ବହୁତ ବଡ ରାହାତ ଅନୁଭବ କରିବେ । ମଜଭୁତ ଆତ୍ମ ବିଶ୍ଵାସ କାରଣରୁ ଆପଣ ଆତ୍ମ ବିଶ୍ବାସ କାରଣରୁ ରିସ୍କ ଭରା କାମରେ ସଫଳତା ପ୍ରାପ୍ତ କରିବେ । ପଇସା ଆଉ ବିଜନେସ ମାମଲାରେ ଧ୍ୟାନ ଦେବାକୁ ହେବ । ପ୍ରେମ ସମ୍ବନ୍ଧରେ ସାବଧାନ ରହିବେ ।

Leave a Reply

Your email address will not be published. Required fields are marked *