ବୁଧବାର 13 ନଭେମ୍ବର 2019, ଆଜି ହେଉଛି କାଳସର୍ପ ଯୋଗ, ଏହି ୬ଟି ରାଶିଙ୍କୁ ରଖିବାକୁ ପଡିବ ବିଶେଷ ଧ୍ୟାନ

ଏହି କାଳସର୍ପ ଯୋଗ ପାଇଁ 6ଟି ରାଶିଙ୍କ ଜୀବନ ରେ ବଡ ପରିବର୍ତନ ହେବ, ରାଶିଫଳ ଆମ ଜୀବନ ରେ ବହୁତ ମହତ୍ବପୂର୍ଣ ଅଟେ । ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବିବାହ ଏବଂ ପ୍ରେମ ଜୀବନ ବିଷୟରେ ସବୁ କଥା ଜାଣିପାରିବେ । ଯଦି ଆପଣ ବି ଜାଣିବାକୁ ଚାହାନ୍ତି ନିଜ ରାଶି ବିଷୟରେ ତାହେଲେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣ ନିଜ ଆତ୍ମବିଶ୍ଵାସ ସହ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ । ଆଜି ଆପଣ ସମସ୍ୟାର ସମାଧାନ ପାଇ ପାରିବେ, ସମସ୍ୟାରୁ ବାହାରିବା ପାଇଁ ନିଜ ଲୋକଙ୍କ ସାହାଯ୍ୟ ଦରକାର ପଡିବ ।

ବୃଷ ରାଶି :

ଆଜି ଆପଣଙ୍କ ପରିବାର ରେ ଖୁସି ରହିବ, ଯାହା ଦ୍ଵାରା ଆପଣଙ୍କ ମନ ପ୍ରଫୁଲିତ ରହିବ । କଳାକାର ଲୋକଙ୍କୁ ଉନ୍ନତି ମିଳିବ, ନୂଆ କୋର୍ସ ପାଇଁ ଶୁଭ ଦିନ ଅଟେ । କେଉଁ ବଡ ସମାରୋହ ର ଭାଗ ହବାର ଲାଭ ପ୍ରାପ୍ତ ହବ ଓ ସଫଳତା ବି ମିଳି ପାରେ ।

ମିଥୁନ ରାଶି :

ବର୍ତମାନ ଚାଲୁଥିବା କାମ ରେ ଲାଭ ପାଇପାରିବେ, ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିର୍ଣ୍ଣୟ ସଠିକ ହବ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ରହିବ, ଆର୍ଥିକ କାମ ପାଇଁ ନୂଆ ଚାନ୍ସ ମିଳିବ ।

କର୍କଟ ରାଶି :

ଆଜି ଆପଣଙ୍କୁ ଭଲ ଗୁଣ ଏବଂ ନିୟମ ଅନୁଯାଇ ରହିବା ଲାଭକାରୀ ହେବ, ବିଦେଶ ଯାତ୍ରା ପାଇଁ ଦିନ ଅତ୍ୟନ୍ତ ଶୁଭ ଅଟେ । ଅନ୍ୟଙ୍କୁ ଆଘାତ କରିବା ଆଗରୁ ଚିନ୍ତା କରନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ନୁହେଁ । କୋର୍ଟ ଏବଂ ପଇସା ବିଷୟରେ ଭଲ ଓ ସକାରାତ୍ମକ କଥା ହୋଇ ପାରିବ । ଭୂମି ଓ ସମ୍ପତ୍ତି ବିଷୟରେ ସମାଧାନ ହୋଇପାରିବ, ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

ସିଂହ ରାଶି :

ଆଜି ଆପଣ ଅଲଗା ଲୋକଙ୍କୁ ଯେତିକି ସାହାଯ୍ୟ କରିବେ ସେତିକି ଲାଭ ରେ ରହିବେ, ଚାକିରି ରେ ପ୍ରଗତି ହବ କୌଣସି ଏମିତିଆ ଲୋକ ର ସାହାଯ୍ୟ ନିଅନ୍ତୁ ଯିଏ ଆପଣଙ୍କ ଭାବନା କୁ ଭଲ ଭାବରେ ବୁଝୁଥିବ ଏବଂ ଆପଣ ତାଙ୍କୁ ।

କନ୍ୟା ରାଶି :

ଆଜି ଆପଣଙ୍କ ପରିବାର ରେ ଖୁସି ରହିବ, ଯାହା ଦ୍ଵାରା ଆପଣଙ୍କ ମନ ପ୍ରଫୁଲିତ ରହିବ । କଳାକାର ଲୋକଙ୍କୁ ଉନ୍ନତି ମିଳିବ, ନୂଆ କୋର୍ସ ପାଇଁ ଶୁଭ ଦିନ ଅଟେ । କେଉଁ ବଡ ସମାରୋହ ର ଭାଗ ହବାର ଲାଭ ପ୍ରାପ୍ତ ହବ ଓ ସଫଳତା ବି ମିଳି ପାରେ ।

ତୁଳା ରାଶି :

ବେପାର ମାନ୍ଦା ରହିବ, କିଛି ନୂଆ କରିବା ପାଇଁ ମନ ରେ ବିଚାର ଆସି ପାରେ, ଜୀବନ ସାଥି ସହ ଖୁସି ରେ ରହିବେ । ଚିନ୍ତା ସମୟ ରେ ଆପଣଙ୍କ ପ୍ରିୟ ଲୋକ ସାହାଯ୍ୟ କରିବେ ।

ବିଛା ରାଶି :

ଆଜି ଆପଣ ଦାଇତ୍ଵଭାର ନିଜ ମୁଣ୍ଡ ରେ ନେଇ ପାରିବେ, ଆପଣଙ୍କ ଜୀବନ ସଠିକ ଭବିଷ୍ୟ ଆଡୁକୁ ଅଗ୍ରସର ହେଉଛି ଏବଂ ଏମିତିଆ ସମୟ ରେ ଆପଣଙ୍କୁ ନିଜ ଧ୍ୟାନ ସଠିକ ଜାଗା ରେ କେନ୍ଦ୍ରିତ କରିକି ରଖିବା ଉଚିତ ।

ଧନୁ ରାଶି :

ଆପଣଙ୍କ ପାର୍ଟନର ସହ କିଛି ବିଶେଷ ପ୍ଳାନ ହେବ, ଚାକିରି ବଦଳିବା ପାଇଁ ଉତ୍ତମ ସମୟ ଅଟେ ସମୟ ର ଲାଭ ଉଠାନ୍ତୁ । ବ୍ୟବସାୟ ରେ ନୂଆ ଅନୁବନ୍ଧନ ହୋଇପାରେ, ଆର୍ଥିକ ସ୍ଥିତି ମଜବୁତ ରହିବ । ଠାକୁରଙ୍କ ପ୍ରତି ଆସ୍ଥା ରଖନ୍ତୁ ସବୁଦିନ ଯୋଗ କରନ୍ତୁ ।

ମକର ରାଶି :

ଆଜି ଯେଉଁ ନୂଆ ଚାକିରି ଆପଣ ପାଇଛନ୍ତି ତାହା ଆପଣଙ୍କୁ ସମସ୍ତଙ୍କ ମଧ୍ୟ ରେ ବଡ ସ୍ତର ଦେବ । ବଡ ଲୋକେ ଆପଣଙ୍କୁ ଏମିତିଆ କଥା କହି ପାରନ୍ତି ଯାହା ଆପଣଙ୍କ ଜୀବନ ରେ କାମରେ ଆସିପାରେ ।

କୁମ୍ଭ ରାଶି :

ଆଜି ଜମି ବାଡି କାମ ଆଗକୁ ବଢିବ, ଜୀବନସାଥି ସାହାଯ୍ୟ ଆପଣଙ୍କୁ ନୂଆ ଊର୍ଜା ପ୍ରଦାନ କରିବ । ପ୍ରେମ ସମ୍ବନ୍ଧ ଚିନ୍ତା ର ବିଷୟ ହୋଇ ପାରେ, ବିପଦ ଡାକନ୍ତୁ ନାହିଁ ଭାଇମାନଙ୍କ ସାହାଯ୍ୟ ନିଅନ୍ତୁ ସୁଖ ପ୍ରାପ୍ତି ହେବ ।

ମୀନ ରାଶି :

ଆଜି ଜୋସରେ ଆସି କୌଣସି ବଚନ ଦିଅନ୍ତୁ ନାହିଁ, ସମସ୍ୟା ବେଳେ ପାଖ ସମ୍ବନ୍ଧୀୟ ଲୋକ ସାହାଯ୍ୟ ପାଇଁ ଆସିବେ ।

Leave a Reply

Your email address will not be published. Required fields are marked *