ଶନିବାର 16 ନଭେମ୍ବର 2019 – ଏହି ତିନୋଟି ରାଶିର ରାହୁ କେତୁଙ୍କ ଅଶୁଭ ପ୍ରଭାବ ସରିଯାଇଛି, ଏବେ ହେବ ଉନ୍ନତି

ରାଶିଫଳ ଜୀବନ ରେ ବହୁତ ମହତ୍ଵ ରଖି ଥାଏ । ରାଶିଫଳ ଦ୍ଵାରା ଭବିଷ୍ୟ ରେ ଆସୁଥିବା ଘଟଣା ର ଅନୁଭବ ହୋଇଥାଏ, ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଏବଂ ନକ୍ଷତ୍ର ଜାଗା ଦ୍ଵାରା ନିର୍ଧାରିତ ହୋଇଥାଏ । ଗ୍ରହଙ୍କ ଚାଲି ସବୁବେଳେ ବଡଲୂଥାଏ ସେଥିପାଇଁ ଆମ ସବୁଦିନ ଜୀବନ ରେ କିଛି ନା କିଛି ଘଟି ଥାଏ ଓ ଘଟଣା ଗୁଡିକ ସମାନ ନଥାଏ । ଆସନ୍ତୁ ଜାଣିବା ଆଜି ଦିନ ର ରାଶିଫଳ ।

ମେଷ ରାଶି :

ଆଜି ଆପଣଙ୍କ ଯାତ୍ରା ଭଲ ରହିବ, ଆପଣଙ୍କୁ ନୂଆ ଓ ସୁନ୍ଦର ବସ୍ତ୍ର ପ୍ରାପ୍ତି ହେବ । ଆଜି ନିଜ ଜୀବନସାଥି ସହ କେଉଁଠି ବୁଲିବାକୁ ଯାଇ ପାରନ୍ତି, ଭାଇ ଭଉଣି ସାହାଜ୍ଯ ପାଇ ପାରିବେ । ଛୁଆଙ୍କର ପାଠରେ ମନ ଲାଗିବ, ବ୍ୟସ୍ତ ଦିନ ରହିଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ ଖର୍ଚ କମ ହେବ କିନ୍ତୁ ଆୟ ବି ଏହି ଅନୁଯାଇ କମ ହେବ ।

ବୃଷ ରାଶି :

ଆଜି ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ର ସଉଭାଜ୍ଞା ପ୍ରାପ୍ତ ହବ, ଆପଣ ବହୁତ ଭଲ ମାନେ କରିବେ । ମାଁ ସହ କିଛି ସମୟ ରୁହନ୍ତୁ, ବିଦେଶୀ କାରୋବାରି ଲୋକଙ୍କୁ ଲାଭ ପ୍ରାପ୍ତ ହବ । ବିଦେଶ ଯିବା ବାଧା ଦୂର ହେବ, ବଡଙ୍କ ଆଶୀର୍ବାଦରୁ କାମ ଆରମ୍ଭ କରନ୍ତୁ ।

ମିଥୁନ ରାଶି :

ଆଜି ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ, ସରାକ ତରଫରୁ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ପୁରୁଣା ରୋଗ ଫେରି ପାରେ, ଆପଣଙ୍କ ପ୍ରିୟଜନ ଆପଣଙ୍କ ମନ ଭଲ କରିବା ପାଇଁ ଆସି ପାରନ୍ତି ଓ ତାଙ୍କ ଉପସ୍ଥିତି ଆପଣଙ୍କ ପାଇଁ ଲାଭକାରୀ ଅଟେ । ନୂଆ ଗ୍ରାହକଙ୍କ ସହ ବ୍ୟବସାୟ କରିବାର ଉଚିତ ଦିନ ଅଟେ । ଧାର୍ମିକ ସ୍ଥାନ ପଦାର୍ପଣ କରିବା ପାଇଁ ଯାଇ ପାରନ୍ତି, ନୂଆ ବ୍ୟବସାୟ ବା ଅନ୍ୟ କିଛି ଆରମ୍ଭ ପାଇଁ ଦିନ ଅତ୍ୟନ୍ତ ଶୁଭ ଅଟେ ।

କର୍କଟ ରାଶି :

ଆଜି କୌଣସି କଥା ପାଇଁ ଧର୍ଯ୍ୟ ରଖନ୍ତୁ ଫଳ ଲାଭକାରୀ ହେବ, ଘର ଲୋକଙ୍କ ସହ ମିଶି କିଛି ନୂଆ ଓ ମଜା କରି ପାରିବେ । ଆଜି ଆପଣଙ୍କୁ ନିଜ ମୁଣ୍ଡ ଥଣ୍ଡା ରଖିବାକୁ ପଡିବ ଓ ଯେତେ ପାରୁଛନ୍ତି ଝଗଡାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଦିନ ଆପଣଙ୍କ ପାଇଁ ସୁଖମୟ ହେବ, ଦାମ୍ପତ୍ୟ ଜୀବନ ସନ୍ତୋଷ ପୂର୍ଣ ହେବ । ଆଜି ଅଫିସ କାମ ପାଇଁ ଦଉଡା ଦଉଡି କରିବାକୁ ପଡି ପାରେ, ସବୁ କାମ ସଫଳ ହେବ ।

ସିଂହ ରାଶି :

ଗୋଟେ ପାରିବାରିକ ଆୟୋଜନ ରେ ଆପଣ ଧ୍ୟାନର କେନ୍ଦ୍ର ରହିବେ, ଭବିଷ୍ୟ ବିଷୟରେ ପ୍ରୋଜେକ୍ଟ କରିବା ପାଇଁ ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭକାରୀ ଅଟେ । ଆଜି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନ ଅନୁକୂଳ ରହିବ, ଘରୁ ବାହାରିବା ଆଗରୁ ଟିକେ ଦହି ଖାଇକାରୀ ବାହାରନ୍ତୁ ସ୍ୱାସ୍ଥ୍ୟ ଲାଭକାରୀ ଅଟେ ।

କନ୍ୟା ରାଶି :

ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ତମ ଫଳ ଦିନ ଅଟେ, ଆଜି ଆପଣଙ୍କ ଆଖ ପାଖ ଲୋକ ଆପଣଙ୍କୁ ଚିନ୍ତା ମୁକ୍ତ କରିବାରେ ସାହାଜ୍ୟା କରିବେ । ଆଜି ଆପଣ ନିଜ ମୁଣ୍ଡ ଥଣ୍ଡା ରଖନ୍ତୁ ଓ ନିଜ ପ୍ରିୟଜନଙ୍କୁ କିଛି ଓଲଟା ସିଧା କହିବାରୁ ବଞ୍ଚନ୍ତୁ । ଟିକେ ଧର୍ଯ୍ୟ ସହ କାମ କରନ୍ତୁ, ଆପଣଙ୍କ ଦିନ ବହୁତ ଭଲ କଟିବ । ଏହି ରାଶି ବିବାହିତ ଲୋକଙ୍କ ଜୀବନ ଉଜ୍ଵଳ ଅଟେ, କିଛି ଆବଶ୍ୟକ କାମ ପାଇଁ ଯୋଜନା କରି ପାରନ୍ତି ।

ତୁଳା ରାଶି :

ପ୍ରେମ ସମ୍ବନ୍ଧ ପାଇଁ ସମୟ ବହୁତ ଭଲ ଅଟେ, ବେରୋଜଗାରି ଲୋକଙ୍କୁ ରୋଜଗାର ବହୁତ ଶିଗ୍ର ମିଳିପାରେ । ଜୀବନ ର କିଛି ବଡ ନିରଣ୍ୟ ନବାକୁ ପଡିପାରେ, ହଟାତ ଯାତ୍ରା କରିବାକୁ ପଡିପାରେ । ଆଜି କୌଣୋସି କାମ ରେ ହଡବଡ ବାଧା ହୋଇପାରେ, ଆଜି ଆପଣକ ଦିନ ଆପଙ୍କ ଲୋକଙ୍କ ସହ ଭଲ ଜୀବ ।

ବିଛା ରାଶି :

ଏହି ରାଶି ର ଲୋକ ଆଜି ଝଗଡା ଓ ଚିନ୍ତାରୁ ବଞ୍ଚି ରୁହନ୍ତୁ, ଯଦି କେଉଁଠି ଗଡବଡ ହେଲା ତାହେଲେ ଆପଣ ନିଜ କଥା ଲୋକଙ୍କୁ ବୁଝେଇ ପାରିବେଣୀ ଓ ଲୋକ ଆପଣଙ୍କୁ ଭୁଲ ବୁଝିବେ ସେଥିପାଇଁ କିଛି ଉଲ୍ଟା କାମରେ ପଡନ୍ତୁ ନାହିଁ । ବ୍ୟବସାୟ ଲାଭ କମିବ, ଆପଣ ନିଜ ହୁନର ନୂଆ ପ୍ରକାରରେ ଲୋକଙ୍କ ସାମମ୍ନାରେ ପ୍ରଦର୍ଶିତ କରିବେ । ଲୋକଙ୍କ ସହ ସମ୍ପର୍କ ଭଲ ରହିବ, ଅଫିସ କାମ ପାଇଁ ବସ ପ୍ରଶଂସା କରିବେ ।

ଧନୁ ରାଶି:-

ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ନୂଆ ନିଯୁକ୍ତି ଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।

ମକର ରାଶି :

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ, ପ୍ରଗତି ପ୍ରାପ୍ତ ହେବାର ଯୋଗ ହେଉଛି । ଆଜି ଆପଣ ନିଜ ମୁଣ୍ଡ ଥଣ୍ଡା ରଖନ୍ତୁ ଓ ନିଜ ପ୍ରିୟଜନଙ୍କୁ କିଛି ଓଲଟା ସିଧା କହିବାରୁ ବଞ୍ଚନ୍ତୁ । ଆପଣଙ୍କ ପୁରୁଣା ରୋଗ ଫେରି ପାରେ, ଆପଣଙ୍କ ପ୍ରିୟଜନ ଆପଣଙ୍କ ମନ ଭଲ କରିବା ପାଇଁ ଆସି ପାରନ୍ତି ଓ ତାଙ୍କ ଉପସ୍ଥିତି ଆପଣଙ୍କ ପାଇଁ ଲାଭକାରୀ ଅଟେ । ବ୍ୟବସାୟ ଲାଭ କମିବ, ଆପଣ ନିଜ ହୁନର ନୂଆ ପ୍ରକାରରେ ଲୋକଙ୍କ ସାମମ୍ନାରେ ପ୍ରଦର୍ଶିତ କରିବେ ।

କୁମ୍ଭ ରାଶି :

ଆଜି ସାଙ୍ଗମାନଙ୍କ ସାହାଜ୍ଯ ଆବଶ୍ୟକ ଅଟେ, କୌଣସି ମହିଳାଙ୍କ ପ୍ରତି ଆକର୍ଷିତ ହୋଇ ପାରନ୍ତି । ଆପଣଙ୍କ କାର୍ଯ୍ୟକ୍ଷେତ୍ର ରେ ସଫଳତା ନିଶ୍ଚିନ୍ତ ପ୍ରାପ୍ତି ହେବ, ସାଙ୍ଗ ଓ ସହକାରୀମାନଙ୍କ ସମର୍ଥନ ପାଇବେ । ଆପଣଙ୍କ ପୁରୁଣା ରୋଗ ଫେରି ପାରେ, ଆପଣଙ୍କ ପ୍ରିୟଜନ ଆପଣଙ୍କ ମନ ଭଲ କରିବା ପାଇଁ ଆସି ପାରନ୍ତି ଓ ତାଙ୍କ ଉପସ୍ଥିତି ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ମୀନ ରାଶି :

ଆଜି ଆପଣଙ୍କ ସାହସ ରେ ବୃଦ୍ଧି ହବ, ଆପଣଙ୍କ ବିରୋଧୀ ଲୋକ ଶାନ୍ତ ରହିବେ । ବିବାହ ଯୋଗ ଶୁଭ ସମ୍ଭବ ଅଟେ, ଆପଣଙ୍କୁ ନିଜ ଗୁରୁ ମତ ମାନିବା ଉଚିତ ବହୁତ ସମୟ ଧରି ରହିଥିବା ଦୁଖ ଦୂର ହୋଇପାରିବ । ଗାଡି ଚଳଉଥିବା ସମୟ ରେ ବିଶେଷ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କ ବସ ଭଲ ମୁଡ ରେ ରହିବେ ସେଥିପାଇଁ କାର୍ଯ୍ୟ ଛେତ୍ର ଭଲ ରହିବ ।

Leave a Reply

Your email address will not be published. Required fields are marked *