ବହୁତ ସ୍ପୀଡ ରେ ଆସୁଥିବା ଟ୍ରକ ତଳକୁ ଆସିଗଲେ ଏହି ମହିଳା, ମୃତ୍ୟୁ ଠୁ ଗୋଟେ ଇଞ୍ଚ ଦୂରର ଏହି ଆଶ୍ଚର୍ଯ୍ୟ କରି ଦେଲା ଭଳି ଭିଡିଓ

ଆମେ ଜାଣିଛୁ ଯେ ଆଜିକାଲି ଯାନବାହାନର ସଂଖ୍ୟା କେତେ ବଢିଯାଇଛି । ସେଥିପାଇଁ ସରକାର ଅନେକ ଗୁଡିଏ ରାସ୍ତାର ନିୟମ ପ୍ରଣୟନ କରିଛନ୍ତି । ଏତେସବୁ ସତ୍ବେ ମଣିଷ ଏତେ ବ୍ୟସ୍ତତାରେ ରହୁଛିକି ଏସବୁ ନିୟମ କୁ ମାନିବା ସେମାନଙ୍କ ପକ୍ଷରେ ସମ୍ଭବ ସାଧ୍ୟ ହେଉନାହିଁ । ଯାହାଫଳରେ ସେ ଏ ସବୁ ନିୟମକୁ ନମାନି ଦୁର୍ଘଟଣାର ସମ୍ମୁଖୀନ ହେଉଛି । ଆସନ୍ତୁ ଆଜି ଏମିତି ଏକ ଘଟଣା ବିଷୟରେ ଜାଣିବା ଯେଉଁରେ ଜଣେ ମହିଳା କିପରି ମୃତ୍ୟୁ ମୁଖରୁ ବଞ୍ଚି ଯାଉଛନ୍ତି ।

ଘଟଣାଟି ହେଲା ଚୀନର । ଯେଉଁଠି ଜଣେ ମହିଳା ରାସ୍ତା ଅତିକ୍ରମ କରିବାପାଇଁ ଅପେକ୍ଷା କରିଥିଲେ । କିନ୍ତୁ ସେ ଧର୍ଜ୍ୟହରା ହୋଇ ଦଉଡିକି ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟାକଲେ, ଯାହାଫଳରେ ସେ ଏକ ଦ୍ରୁତଗାମୀ ଛୋଟ ଧଳା ଟ୍ରକ ସାମ୍ନାରେ ଆସିଗଲେ ।

ସେ ମହିଳା ଜଣଙ୍କର ଭାଗ୍ୟ ଏତେ ଭଲ ଯେ ସେ ଠିକ ସମୟରେ ଖସିଯାଇ ସେ ଟ୍ରକ ତଳକୁ ପଳାଇଯାଇଥିଲେ ଏବଂ ସୂତାସୂତାରେ ବଞ୍ଚି ଯାଇଥିଲେ । କଥାରେ ଅଚଚି “ଦଣ୍ଡେ ନିମିଶେ ଥିଲେ ପ୍ରାଣ ନ ନେଇପାରେ ଜନ୍ତୁରାଣ” । ସଙ୍ଗେ ସଙ୍ଗେ ସେଠାକାର ସ୍ଥାନୀୟ ଲୋକ ଆସିଗଲେ ଏବଂ ମହିଳାଙ୍କୁ ଉଧାର କଲେ ଏବଂ ଜାଣିବାକୁ ପାଇଲେ ଯେ ଯଦି ସେ ଟ୍ରକ ଚାଳକ ଠିକ ସମୟରେ ବ୍ରେକ ମାରିନଥାନ୍ତା ତେବେ ସେ ମହିଳାଙ୍କ ଜୀବନ ଉପରେ ସଙ୍କଟ ପଡିଥାନ୍ତା । ଏମିତି ଭାବରେ ସେ ମହିଳା ଜଣଙ୍କ ଅଳ୍ପକେ ମୃତ୍ୟୁ  ମୁଖରୁ ବଞ୍ଚି ଯାଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *