ଶନିବାର ୨୩ ଜାନୁୟାରୀ ୨୦୨୧- ଶନିଦେବଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ଅଟନ୍ତି  ଓ ମାନ ପ୍ରତିଷ୍ଠାରେ ବୃଦ୍ଧିର ପ୍ରାପ୍ତି ହେବ । ଚନ୍ଦ୍ରମାର ସୁଭ ଫଳ ପ୍ରାପ୍ତି ହେବ । ଆପଣଙ୍କର ରହିଯାଇଥିବା କାର୍ଯ୍ୟ ଏହି ସମୟରେ ସମ୍ପର୍ଣ ହୋଇପାରେ । ମହାନ ବ୍ୟକ୍ତିଙ୍କ କୃପାରେ ଆପଣଙ୍କ କିଛି କାମ ପୁରା ହୋଇପାରେ । ଅବସର ଲାଭ ଉଠେଇବା ପାଇଁ ସଚେତ ରୁହନ୍ତୁ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ବୃଷ :- ଆଜି ଆପଣଙ୍କୁ ମାନସିକ ଅଶାନ୍ତି ଅନୁଭବ ହବ, ଆପଣଙ୍କୁ ନିଜ ଦ୍ରୁଷ୍ଟିକଣ ବଦଳିବା ଆବଶ୍ୟକ ଅଟେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ, ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ ।

ମିଥୁନ :- ଆଜି ଆପଣକୁ  ଭାଗ୍ୟର ସହଯୋଗ ମିଳିବ ଓ ଆଉ ସୀତାରା ସହଯୋଗ କରିବ । ଅକାରଣ ଶତ୍ରୁ ପ୍ରତି ହୋଇପାରେ ଓ ଆଉ ଆପଣଙ୍କ ଚିନ୍ତା ବଢିପାରେ । ମାତାଙ୍କୁ କଷ୍ଟ ହୋଇପାରେ ଓ ସ୍ଵାସ୍ଥ୍ୟର କ୍ଷତି ହୋଇପାରେ । ବ୍ୟବସାୟରେ ସାବଧାନୀ ଅବଲମ୍ବନ କରନ୍ତୁ ଓ କଷ୍ଟ କାମରୁ ଦୂରେଇ ରୁହନ୍ତୁ । ନୁହେଁତ ଅସୁବିଧାରେ ପଡ଼ିପାରନ୍ତି । କୌଣସି କାମରେ ଚିନ୍ତାର ସାମନା କରିବାକୁ ପଡିପାରେ । ଆଜି ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।


କର୍କଟ :- ଆଜିର ଗ୍ରହର ଶୁଭ ଯୋଗ ଆପଣଙ୍କ ସାଥିରେ ରହିବେ ଓ ଭାଗ୍ୟର ସହଯୋଗ ମିଳିବ । ପୂର୍ବ କିଛି ଦିନରେ ଚାଲୁଥିବା ଚିନ୍ତା କିଛି କମ ହୋଇପାରେ । ଆଜିର ଆପଣଙ୍କ ରାଶିର ସ୍ଵାମୀ ପରାକ୍ରମରେ ବୃଦ୍ଧି ହୋଇବ । କୋର୍ଟ କଚେରୀ ମାମଲାରେ ବିଜୟ ପ୍ରାପ୍ତ ହେବ ଓ ମନରେ ପ୍ରସନ୍ନତା ରହିବ । ପତ୍ନୀ ପକ୍ଷରୁ ଆପଣଙ୍କୁ ଲାଭ ମିଳିବ ଓ ମନରେ ପ୍ରସନ୍ନତା ରହିବ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

ସିଂହ :- ଆଜି ଗ୍ରହର ସ୍ଥିତି ଆପଣଙ୍କ ଅନୁକୂଳ ହୋଇବା ଦ୍ଵାରା ଆପଣଙ୍କ ଭାଗ୍ୟର ସାଥ ମିଳିବ ଓ ଆପଣଙ୍କୁ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବ । କୌଣସି ସ୍ରୋତରେ ଆପଣଙ୍କ ଧନର ପ୍ରାପ୍ତି ହୋଇପାରେ ଓ ମନ ଖୁସି ରହିବ। ହଠାତ ବହୁତ ବଡ ମାତ୍ରାରେ ଧନର ଲାଭ ହୋଇ କୋଷରେ ବୃଦ୍ଧି ହେବ । ସନ୍ଧ୍ଯା ସମୟରେ ଖୁସି ଦାୟକ ସମାଚାର ମିଳିବ । ରାତିରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମରେ ଭାଗ ନେବାର ଅବସର ମିଳିବ । ଆଜି ଭାଗ୍ୟ ୮୯  ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଆଜିର ଦିନ ଆପଣଙ୍କ ସ୍ୱାସ୍ଥ୍ୟ ଓ ପଡିରହି ଥିବା ବ୍ୟାପାରରେ ସୁଧାର ଆସିବାର ସଙ୍କେତ ଦେଉଛି । ଆପଣଙ୍କ ପାଇଁ ଦିନର ଶୁଭତା ପ୍ରାପ୍ତିର ଦିନ ଅଟେ । ଇଛା କରିଥିବା ଧନ ଲାଭ ହେବ ଦ୍ଵାରା ମନୋବଳରେ ବୃଦ୍ଧି ହୋଇପାରେ ଓ ଭାଗ୍ଯର ପୁରା ସାଥ ମିଳିବ । ପତ୍ନୀ ବା ସନ୍ତାନ ପକ୍ଷରୁ ସନ୍ତୋଷ ଜନକ ସମାଚାର ମିଳିବ ଓ ଏମିତି କରିବା ଦ୍ଵାରା ଆପଣଙ୍କୁ ପ୍ରସନ୍ନତା ହେବ ।


ତୁଳା :- ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ ଓ ଆପଣଙ୍କୁ ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ । ସାଂସାରିକ ସୁଖ ଭୋଗ କରିବାର ଆପଣ ଆନନ୍ଦ ନେଇପାରିବେ ଓ ଦାମ୍ପତ୍ୟ ଜୀବନରେ ଖୁସି ବଢିବ । ସାଙ୍ଗ ଓ ସମ୍ପର୍କୀୟ ମାନଙ୍କ ସହିତ ଆପଣଙ୍କର କିଛି କାମ ପୁରା ହୋଇବ ଆଉ ରହିଯାଇଥିବା ଧନର ପ୍ରାପ୍ତ ହେବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ବିଛା :- ଆଜିର ଦିନ ଆପଣ ବହୁତ ବ୍ୟସ୍ତ ରହିବେ ଓ ଚିନ୍ତା ମୁକ୍ତ ମଧ୍ୟ ରହିବେ । ଆପଣ ଆପଣଙ୍କ ବୁଦ୍ଧି ଓ ବିବେକ ଦ୍ଵାରା କାମ କରିବେତ ଆପଣଙ୍କୁ ଧନର ପ୍ରାପ୍ତି ହେବ ଓ ଭାଗ୍ଯର ମଧ୍ୟ ସହଯୋଗ ମିଳିବ । ନିକଟ ବର୍ତୀ ଲୋକଙ୍କ ସହିତ ବ୍ୟର୍ଥ ବିବାଦ ହୋଇପାରେ, ଭଲ ହେବ କି ସେଥିରେ ପଡନ୍ତୁ ନହିଁ ।

ଧନୁ :- ଆଜି ଆପଣଙ୍କ ଭାଗ୍ଯର ସାଥ ମିଳିବ ଓ ଆପଣଙ୍କୁ ବ୍ୟର୍ଥ ବିବାଦରେ ପଡିବାର ଆବଶ୍ୟକ ନହିଁ । ସନ୍ଧ୍ଯା ସମୟରେ କିଛି ଭଲ ସମାଚାର ମନକୁ ସନ୍ତୋଷ ଦେବ । ଆଜି ଆପଣଙ୍କୁ ପରିବାର ସହିତ ବୁଲିବାକୁ ପଡିପାରେ । ଆଜି ଆପଣଙ୍କୁ ପରିବାର ସହିତ କେଉଁଠି ବୁଲିବାକୁ ମିଳିପାରେ । ଆଉ ମନରେ ପ୍ରସନ୍ନତା ଭାବ ରହିବ । ଆଜି ଭାଗ୍ୟ ୮୦ ପ୍ରତିଶତ ମିଳିବ ।


ମକର :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ କାରକ ଅଟେ ଆଉ ପ୍ରଭାବକୁ ବଢାଇବେ । ଭୂମି, ଜମି, ଧନ ସମ୍ପତି କାର୍ଯ୍ୟରେ ଅକଳ୍ପିତ ଲାଭ କାରକ ହେବ । କାହା କଥା ଦ୍ଵାରା ଆପଣଙ୍କ ମନ ଦୁଃଖ ହୋଇପାରେ । ବହୁତ ଭଲ ହେବାକୀ ଆପଣ କାହା ବିଷୟରେ ଭାବନ୍ତୁ ନହିଁ । ନିଜ ମନ କଥା ଶୁଣି ତା ଉପରେ ବିଶ୍ଵାସ କରନ୍ତୁ । ଆଜି ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜି ଭାଗ୍ୟ ଆପଣଙ୍କୁ ସହଯୋଗ କରିବ ଓ ମନରେ ପ୍ରସନ୍ନତାର ଅନୁଭବ ହେବ । ସୁଖ ସମୃଦ୍ଧିର ପ୍ରାପ୍ତ ହେବ । ଚନ୍ଦ୍ରମାର ଶୁଭ ଦ୍ରୁଷ୍ଟି ଦ୍ଵାରା ଆଜି ଆପଣଙ୍କ ଭାଗ୍ୟ ବଦଳିବ । ଶତ୍ରୁ ଓ ପ୍ରତିଦ୍ଵନ୍ଦୀ ପକ୍ଷରୁ ପରାଜିତ ହେବେ । ସମୟର ଲାଭ ଉଠାନ୍ତୁ । ଆଜି ଭାଗ୍ୟ ୮୩ ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜି ଭାଗ୍ୟ ଉତ୍ତମ ସମ୍ପତିର ଲାଭ ଦେବ । ରୋକିହୋଇଥିବା ଧନ ଓ ରହିଯାଇଥିବା ପଇସା ମିଳିବ । ଆଜି ମନରେ ଆପଣଙ୍କୁ କିଛି କଥା ଚିନ୍ତିତ କରିପାରେ । ଆଜି ଭାଗ୍ୟ ୬୮ ପ୍ରତିଶତ ସହଯୋଗ କରିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *