ଶୁକ୍ରବାର 27 ଡିସେମ୍ବର 2019- ଏହି ୭ଟି ରାଶିଙ୍କ ପାଇଁ ଭାଗ୍ୟ ବହୁତ ଭଲ ରହିବ, ପ୍ରତ୍ୟକ କାମ ଧ୍ୟାନ ପୂର୍ଣ ହୋଇ କାର୍ଯ୍ୟ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୨୭ ଡିସେମ୍ବର ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣଙ୍କ ରୋମାଣ୍ଟିକ ଜୀବନ ରେ ରଙ୍ଗ ଭରିବା ପାଇଁ ସଫଳତା ପ୍ରାପ୍ତ କରିବେ, ପରିଶ୍ରମ ଦ୍ଵାରା ଆପଣ ନିଜ ଲକ୍ଷ ଯାଏଁ ପହଚି ପାରିବେ, ଛୁଆଙ୍କ ସହ ବୁଲିବାକୁ ଯାଇ ପାରନ୍ତି ସମୟ ବହୁତ ସୁଖମୟ ହୋଇବ । କିଛି ନୂଆ କରିବା ପାଇଁ ପ୍ରୟାଶ କରିବେ, ବହୁତ ବ୍ୟସ୍ତ ରହିଲେ ମଧ୍ୟ ବିଶେଷ କାର୍ଯ୍ୟ ପାଇଁ ସମୟ ବାହାର କରିବେ, ଲୋକଙ୍କୁ ଆଜି ଟିକେ ମାନସିକ ଚିନ୍ତା ରହିବ, ଏହି ରାଶି ଲୋକ ଆଜି ଯେତେ ପରିଶ୍ରମ କରିବେ ତାହା ଫଳ ପ୍ରାପ୍ତ କରିବେ।

ବୃଷ :

କିଛି ଲୋକ ଆପଣଙ୍କ ଦ୍ଵାରା ପ୍ରଭାବିତ ହୋଇ ପାରନ୍ତି, ବ୍ୟବସାୟ ଏବଂ ଗତ କାମ ପାଇଁ ଆପଣଙ୍କୁ ଆଜି ଲାଭ ପ୍ରାପ୍ତ ସମ୍ଭବ ଅଟେ । କାର୍ଯ୍ୟ କ୍ଷେତ୍ର ପରିବର୍ତନ ଯୋଗ ଅଟେ, କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟ ରେ ଆପଣଙ୍କ ବିନା କାର୍ଯ୍ୟ ସମ୍ଭବ ନୁହେଁ । ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

ମିଥୁନ :

ଆଜି ଆପଣଙ୍କ ମନ ଥୟ ହୋଇ ରହିବା ନାହିନ ମନ ଭିତରେ ଚିନ୍ତା ବାସ କରିବ । କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ସାମ୍ନା କରିବାକୁ ପଡି ପାରେ, ଜୀବନସାଥୀ ସହ ଭୁଲ ବୁଝା ମଣା ହୋଇ ପାରେ । ଆଜି ଆପଣ ନିବେଶ ମନ ବନେଇ ପାରନ୍ତି, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ ।ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ ।

କର୍କଟ :

ଆଜି ଆପଣଙ୍କ ପୁରୁଣା ରୋଗ ଫେରି ଆସି ପାରେ, ଘର ଏବଂ ବାହାରେ ସୁଖ ଶାନ୍ତି ରହିବ, ବ୍ୟବସାୟ ରେ ହାନି ହବାର ଆସାର ଦେଖା ଯାଉଛି, ଭାଗ୍ୟ ଆପଣଙ୍କ ସହ ରହିବ, ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ଠାରୁ ସାହାଜ୍ଯ ପ୍ରାପ୍ତ ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ । ପ୍ରେମ ସମ୍ବନ୍ଧ ଭଲ ରହିବ, ଆପଣଙ୍କୁ ତେଲ ଜିନିଷ ଖାଇବା ଉଚିତ ନୁହ ସେଥିପାଇଁ ନିଜ ଖାଇବା ପିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ସିଂହ :

ଆଜି ଯାତ୍ରା ଆପଣଙ୍କ ପାଇଁ ବହୁତ ମନୋଭାବନ ହୋଇବ, ଅଟକି ଥିବା ଧନ ଆଜି ଫେରିକି ପାଇବାର ଯୋଗ ଅଛି । ଆପଣ ବହୁତ ମହତ୍ଵପୂର୍ଣ ଲୋକଙ୍କୁ ପ୍ରଭାବିତ କରିବେ ଏବଂ ତାଙ୍କ ସହ ଶାବନ୍ଧ ସ୍ଥାପିତ କରିବେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ ।

କନ୍ୟା :

ଆଜି ଆପଣ ଧନ ନିବେଶ କଲେ ବହୁତ ଲାଭ ପ୍ରାପ୍ତ କରିବେ, କିନ୍ତୁ ଚାକିରି କ୍ଷେତ୍ର ରେ କିଛି ଚିନ୍ତା ବିଷୟ ଅଟେ । ପାଠ ପଢାରେ ମନ ଲାଗିବ ନାହିଁ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ।

ତୁଳା :

ଆଜି ଆବଶ୍ୟକ ଲୋକଙ୍କ ସାହାଜ୍ଯ କରନ୍ତୁ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହବ, ପରିବାର ଲୋକଙ୍କ ସହ କିଛି ଭୁଲ ବୁଝା ମଣା ହୋଇ ପାରେ । ଆଜି ଆପଣ ବହୁତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ, ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବାକୁ ଲାଗିବ, ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି ।

ବିଛା :

ଆଜି ଆପଣଙ୍କ କଥା ପ୍ରଭାବ ଅନ୍ୟ ଲୋକଙ୍କ ଉପରେ ଉତ୍ତମ ରହିବ ଏବଂ ଆପଣଙ୍କ ମାନ ପ୍ରତିଷ୍ଠାରେ ବଢିବ । ବ୍ୟବସାୟ ଏବଂ ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି । ଆଜି ପ୍ରମୋଶନ ପାଇବା ସମ୍ଭାବନା ଅଟେ, ଜୀବନସାଥି ସହ ପ୍ରେମ ସହ କଥା ହୁଅନ୍ତୁ । ପାରିବାରିକ ଜୀବନ ସୁଖମୟ ଅଟେ, ସନ୍ତାନ ଦାଇତ୍ବ ପରି ପୂର୍ଣ ହୋଇ ପାରେ ।

ଧନୁ :

ଆଜି ଆପଣଙ୍କ ଘରେ ଧନ ଆଗମନ ହୋଇ ପାରେ, ମନରେ କିଛି ନୂଆ ଜାଣିବା ପାଇଁ ଇଛା ହୋଇବ, ଆଜି ଆପଣଙ୍କ ଯାତ୍ରା ସୁଖଦ ହୋଇବ, ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆଜି ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ ।

ମକର :

ଆଜି ଆପଣଙ୍କୁ ମଧ୍ୟରୁ କିଛି ଲୋକଙ୍କୁ ବ୍ୟବସାୟ ରେ ବା ପାଖ ସମ୍ପର୍କୀୟ ସାହାଜ୍ଯ କରିବେ, ଆତ୍ମବିଶ୍ଵାସ ଆଜି କମିକି ରହିବ । ଆଜି ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ଆପଣ ଦେଖା କରି ପାରିବେ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

କୁମ୍ଭ :

ଜୀବନସାଥୀ ସାହାଜ୍ଯ ପ୍ରାପ୍ତ କରିବେ, କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ, ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ ।

ମୀନ :

ମୀନ ରାଶି ବ୍ୟବସାଇକ ଲୋକଙ୍କ ପାଇଁ ଆଜି ଦିନ ବହୁତ ଲାଭକାରୀ ଅଟେ । ଆପଣ ଗତ କିଛି ଦିନରୁ ବହୁତ ରାଗୁଛନ୍ତି କିନ୍ତୁ ଏହା ଦ୍ଵାରା ଆପଣ ନିଜର ଖ୍ଯାତି କରୁଛନ୍ତି । ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ,ମାନସିକ ଶାନ୍ତି ପ୍ରାପ୍ତ କରିବେ ।

Leave a Reply

Your email address will not be published. Required fields are marked *