ମଙ୍ଗଳବାର 5 ନଭେମ୍ବର 2019 – ଆଜି ଏହି ରାଶି ଉପରେ ରହିବ ମା’ମଙ୍ଗଳାଙ୍କ କୃପା, ଧନ ସମ୍ବନ୍ଧିତ ବଡ ଲାଭ ମିଳିବ

ରାଶିଫଳ ଆମ ଜୀବନ ରେ ବହୁତ ମହତ୍ବ ରଖିଥାଏ । ରାଶି ଅନୁଯାଇ ବ୍ୟକ୍ତି ବିଷୟ ରେ ସୂଚନା ପ୍ରାପ୍ତ କରା ଯାଇଥାଏ । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ପାଖ ରେ ଅନେକ ପ୍ରକାର ଚାନ୍ସ ମିଳିବ, ଯାହା ଦ୍ଵାରା ଆପଣଙ୍କୁ ଆର୍ଥିକ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ, ନୂଆ କାମ ପ୍ରାରମ୍ଭ ପାଇଁ ଏହା ଶୁଭ ସମୟ ।

ବୃଷ ରାଶି :

ଧର୍ମ କର୍ମ ରେ ରୁଚି ବଢିଥାଏ, କାମ କାର୍ଯ୍ୟ ପାଇଁ ଆପଣଙ୍କ ଧ୍ୟାନ କମ ଯିବ ପଇସା ପାଇଁ ହଇରାଣ ହୋଇପାରିବେ । ଆପଣ କାହାକୁ ମତ ପାଇଁ ଖୋଜୁ ନଥିବେ କିନ୍ତୁ କେହି ଜଣେ ଆପଣଙ୍କ ସାହାଯ୍ୟ ପାଇଁ ଆସିବେ ଏବଂ ଏହି ମତ ଆପଣଙ୍କ ପାଇଁ ଲାଭକାରୀ ହେବ । ଏହି ମତ ପାଇଁ ମତଦାନ କରୁଥିବା ଲୋକକୁ ଧନ୍ୟବାଦ ନିଶ୍ଚିନ୍ତ ଜଣାନ୍ତୁ ।

ମିଥୁନ ରାଶି :

ଆଜି ର ପୂରା ଦିନ ବାହାର କାର୍ଯ୍ୟ ରେ ଯିବ, କାରୋବାର ରେ ବିସ୍ତାର ହବ । ପରିଶ୍ରମ କରିବାକୁ ପଡିବ, ଭାଇ ଭଉଣୀ ସମ୍ପର୍କ ମଜବୁତ ହେବ । ଅବିବାହିତ ପରିବାର ଲୋକଙ୍କ ପାଇଁ ବିବାହ ପାଇଁ ସମ୍ବନ୍ଧ ଆସି ପାରେ । ଖାଦ୍ୟ ପଦାର୍ଥ ଠାରୁ ଦୂରେଇକି ରୁହନ୍ତୁ, ନୂଆ କାମ ଲାଭକାରୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ଚିନ୍ତା ର ବିଷୟ ହେବ ।

କର୍କଟ ରାଶି :

ଆଜି ଆପଣ ନିଜ ଭବିଷ୍ୟ ବିଷୟ ରେ ଭାବିବେ ଏବଂ ଭବିଷ୍ୟ ବିଷୟ ରେ ସଠିକ ଅନୁମାନ ଲଗେଇବେ । ଘରଲୋକଙ୍କ ତରଫରୁ କିଛି ଶୁଭ ସମାଚାର ପାଇପାରିବେ ।

ସିଂହ ରାଶି :

ଆଜି ଗୋଟେ ଟିମ ଭଳି କାମ କଲେ ଲାଭ ପାଇବେ, ଛାତ୍ରଙ୍କ ପାଇଁ ଦିନ ଭଲ ରହିବ । ଆଜି ଆପଣ ନିଜ ବୁଦ୍ଧି ଦ୍ଵାରା କଷ୍ଟକର କାମ କରି ପାରିବେ । ସରକାରୀ କାମ ପାଇଁ ଆବେଦନ କରନ୍ତୁ ଲାଭ ନିଶ୍ଚିତ ହବ । ଅତ୍ୟଧିକ ପରିଶ୍ରମ କାମ ବି ଆପଣଙ୍କୁ କରିବାକୁ ପଡି ପାରେ ।

କନ୍ୟା ରାଶି :

ଆଜି ଆପଣ କୌଣସି ଧାର୍ମିକ କାମ ବା ଯାତ୍ରା ପାଇଁ ଯାଇପାରିବେ, ଛୁଆଙ୍କ ଭବିଷ୍ୟତ ପାଇଁ କିଛି ପଇସା ରଖିଲେ ଲାଭକାରୀ ହବ । ଘରୁ ବାହାରିବା ଆଗରୁ ଅଳ୍ପ ମହୁ ଚାଖି କରି ଯାନ୍ତୁ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ । ପ୍ରେମ ପ୍ରସଙ୍ଗ ଭଲ ରହିବ, ବହୁତ ସମୟଧରି ହଉଥିବା ପାରିବାରିକ ଝଗଡା ରୁ ମୁକ୍ତି ପାଇବେ ଆପଣ ।

ତୁଳା ରାଶି :

ଆଜି ଆପଣଙ୍କ ନିଜ ହାରିବାରୁ ଆପଣଙ୍କୁ କିଛି ଶିଖିବାକୁ ମିଳିବ ସେଥିପାଇଁ ଆଜି ମନ ଇଛା କହିଲେ ହାନି ହୋଇପାରେ । ଜୀବନ ରେ କିଛି ନୂଆ କରିବା ପାଇଁ ଚେଷ୍ଟା କରି ପାରିବେ । ପ୍ରୟାସ କଲେ ସଫଳତା ନିଶ୍ଚିନ୍ତ ପାଇ ପାରିବେ, ସାଙ୍ଗ ବା ପ୍ରେମୀ ବା ଅନ୍ୟ କାହା ସହ ବିତେଇଥିବା ସମୟ ଅତ୍ୟନ୍ତ ଉପଯୋଗୀ ହୋଇପାରେ ।

ବିଛା ରାଶି :

ଆଜି ଆପଣଙ୍କ ଭାବନା ଓ ପରିଶ୍ରମ ର ବହୁତ ଭଲ ବାଲାନ୍ସ ରହିବ । ଆଜି ଆପଣ ସବୁ ଦିଶା ରେ ପ୍ରୟାସ କରି ପାରନ୍ତି, ଯେଉଁ କାମ କରୁଛନ୍ତି ତାହା ଉପରେ ବିଶ୍ଵାସ ରଖନ୍ତୁ ନୂଆ କାମ ପାଇଁ ବହୁତ ଉତ୍ତମ ଆସାର ହେଉଛି । ଆପଣ ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇ ପାରିବେ । ଏହି ରାଶି ର ବେରୋଜଗାର ଲୋକଙ୍କୁ ଚାକିରି ମିଳିବାର ଯୋଗ ହେଉଛି ।

ଧନୁ ରାଶି :

ଆଜି ଆପଣ ପୁରୁଣା ସବୁ କାମ ସାରି ଦେବେ, ଘର ବଡ ଲୋକ ଏମିତି କିଛି କହି ପାରନ୍ତି ଯାହା ଜୀବନ ରେ ବହୁତ ମୂଲ୍ୟବାନ ଓ କାମ ରେ ଆସି ପାରେ । ଧନ ଲାଭ ଓ ଆର୍ଥିକ ସହଯୋଗ ହବ । କାମ ପାଇଁ କାହା ସହ କଥା ହବାକୁ ପଡିପାରେ, ସାଙ୍ଗମାନଙ୍କ ସାହାଯ୍ୟ ରେ କାମ ହବ ।

ମକର ରାଶି :

ଆଜି ଆପଣଙ୍କୁ ନିଜ କ୍ଷମତାର ଉପଯୋଗ କରିବା ଆବଶ୍ୟକ ଅଟେ, ଏହା ଏକ ଲାଭକାରୀ ଦିନ ହୋଇପାରେ । ଆଜି ଆପଣ ନିଜ ଘନିଷ୍ଟ ଲୋକଙ୍କ ସହ ସନ୍ଧ୍ୟା ବିତେଇବେ । ଆଜି ଆପଣ କାର୍ଯ୍ୟ ଜାଗା ରେ ଆପଣ ଖୁସି ଓ ଅନୁଭବିତ ରହିବେ । ଦିନ ଭଲ ଭାବରେ କାଟିବା ପାଇଁ ସାଙ୍ଗମାନେ ବା ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ ଦିନ ମଙ୍ଗଳ ମୟ ହେବ । ବିପି ଓ ମଧୁମେହ ଲୋକଙ୍କୁ ସାବଧାନ ରହିବା ଉଚିତ ।

କୁମ୍ଭ ରାଶି :

ଆଜି ଆପଣ ଲାଭ ଅବସର ପାଇପାରିବେ, ବ୍ୟବସାୟ ରେ ନୂଆ କାମ ଆରମ୍ଭ ହେବ । କାମ କାର୍ଯ୍ୟ ପାଇଁ ନୂଆ କିଛି ଆପଣଙ୍କ ସାମ୍ନାକୁ ଆସିବ, କିନ୍ତୁ କୌଣସି କାମ ପାଇଁ ହଡବଡ ହୁଅନ୍ତୁ ନାହିଁ । ଆପଣଙ୍କ ଜୀବନ ବଦଳି ପାରେ ଯୋଗ ହେଉଛି, ଭାଗ୍ୟ ସାହାଜ୍ଯ କରି ପାରେ ।

ମୀନ ରାଶି :

ଆଜି ଆପଣ ସମୟ ଅନୁସାରେ ନିଜକୁ ସଜାଗ କରିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ କାର୍ଯ୍ୟସ୍ଥଳ ରେ କିଛି ଭଲ ହେବ ନାହିଁ, ମାଲିକ କୌଣସି ପ୍ରକାର କଥା ପାଇଁ ଆଗରୁ ୱାର୍ନିଙ୍ଗ ଦେଇ ପାରନ୍ତି । ଆପଣଙ୍କ ମନ ଆଜି ଧାର୍ମିକ ରହିବ ଓ ପୂଜା ରେ ମନ ଲାଗିବ । ନୂଆ କାମ ପାଇଁ ଅସୁବିଧା ହୋଇପାରେ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ ହୋଇଯିବ ।

Leave a Reply

Your email address will not be published. Required fields are marked *