ବାଘ ସହ Selfie ନେଉଥିଲେ ଯୁବକ, ତ ପରେ ଯାହା ହେଲା…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା କୁ ନେଇ ଭିଡିଓ ଭାଇରାଲ ହେଉଛି । ଏମିତି କିଛି କାଣ୍ଡ ଘଟାଉଛନ୍ତି ଲୋକେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡୋ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପଣ ବି ଏହି ଭିଡିଓ ଦେଖିଲେ କହିଲେ ଏଭଳି ଯୁବକ ମାନଙ୍କ ଦୁଃସାହସିକ ପାଇଁ ତାଙ୍କୁ ବହୁତ ବଡ ପରିଣାମ ଭୋଗ କରିବାକୁ ପଡିପାରେ ।

ତେବେ ଆପଣ ମାନେ ଜାଣିଥିବେ ବାଘ ହେଉଛି ହିଂସ୍ର ପଶୁ । ତା ଆଗରେ ଯିଏ ଆସେ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ତେବେ ଭାଇରାଲ ହୋଇଥିବା ଏହି ଭିଡିଓ ରେ ରାସ୍ତାରେ ବୁଲୁଥିଲା ବାଘ, ଡରିଲେନି ଲୋକ… ମୋବାଇଲ କାଢି ଉଠାଇଲେ ଫଟୋ । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଞ୍ଚ ଅରଣ୍ୟ ଆଉ ତାହାରି ମଧ୍ୟରେ ଯାଉଥିଲେ କିଛି ଯୁବକ । ହଠାତ ସାମନାକୁ ଆସିଲା ବାଘ ଥରେ ଚିନ୍ତା କରନ୍ତୁ ପରିସ୍ଥିତି କେମିତି ହେଇଥିବ ।

ଆପଣ ସେ ଜାଗାରେ ଥିଲେ ହୁଏ ତ ଡରିକି ପଳାଇ ଥାନ୍ତେ ହେଲେ ଏହି ଯୁବକ ମାନଙ୍କୁ ଦେଖନ୍ତୁ କିପରି ସେମାନେ ବିଲକୁଲ ନ ଡରି ପକେଟରୁ ମୋବାଇଲ କାଢି ବାଘ ର ଭିଡିଓ କରୁଛନ୍ତି ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଲାଗିଛି । ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି ମଧ୍ୟପ୍ରଦେଶ ପନ୍ନା ଅଞ୍ଚଳର । କିଛି ଯୁବକ ଏହି ଅଞ୍ଚଳ ଦେଇ ଯାଉଥିବା ସମୟରେ ହଠାତ ତାଙ୍କ ସାମ୍ନାକୁ ପଳାଇ ଆସିଗଲା ବାଘ ।

ଆଉ ବାଘ ଦେଖିବା ପରେ ଯୁବକ ମାନେ ବେସ ଖୁସି ହୋଇଥିବା ଦେଖିବାକୁ ମିଳିଛି । ଖାଲି ଖୁସି ହେଲେ ତାହା ନୁହେଁ ମୋବାଇଲ କାଢି ବାଘ ର ଫଟୋ ଉଠାଇନେବାକୁ ଉଦ୍ୟମ କରିଲେ ଆଉ କିଛି ଯୁବକ ବାଘ ସହ ସେଲଫି ମଧ୍ୟ ନେଲେ । ତେବେ ଏହି ସମୟର ଭିଡିଓକୁ ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି ଆଇଏଏସ ଅଧିକାରୀ ସୁଶାନ୍ତ ନନ୍ଦ ।

ତେବେ ଏହି ଭିଡିଓ ଟିକୁ ସେୟାର କରିବା ସହ ସୁଶାନ୍ତ କହିଛନ୍ତି ଏପରି ଦୁଃସାହାସିକ କାମ କରିବା ଆଦୌ ଉଚିତ ନୁହେଁ । ଜଙ୍ଗଲି ଜନ୍ତୁଙ୍କ ପାଖକୁ ଏମିତି ନ ଯିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *