ତୁ ମାଟି ହାଣ୍ଡି ମୋ ପୁଅ ସୁନାମୁଣ୍ଡା, ତୁ ଏଠି ଦୁଆର ବାହାରେ ବସିଥା, ମୋ ପୁଅ… ଦେଖନ୍ତୁ କଣ ସବୁ କହୁଛନ୍ତି Dineshଙ୍କ ମା’

ଦର୍ଶକ ବନ୍ଧୁ କେ ଦୀପିକା ଓ ତାଙ୍କ ଶାଶୁ ଙ୍କ ମଧ୍ୟରେ ଚାଲିଛି ଏବେ କଥା କଟାକଟି । ଯାହାକୁ ନେଇ ଦୀପିକାଙ୍କ ସାଉ କହିଛନ୍ତି ତାକତ ଅଛି ଯଦି ମୋ ପୁଅ ଦିନେଶ କୁ ଖୋଜେ । ସିଏ ଏଠି ଅଛି ଏହି ସାହିରେ ଅଛି । ଆଉ ମୋ ସହ ଆସିଛି । ଯଦି ତୋର ଦାମ ଅଛି ଦୀପିକା ତା ହେଲେ ତୁ ମୋ ପୁଅକୁ ଖୋଜିକି ଦେଖା । ତୁ ମୋ ପୁଅର କିଛି କରିପାରିବୁ ନାହି । ମୋ ପୁଅ ସୁନା ମୁଣ୍ଡ ତୁ ଦୀପିକା ମାଟି ହାଣ୍ଡି । ମୋ ପୁଅ ଯେତେ ଯାହା କରିଲେ ସେ ଠିକ କିନ୍ତୁ ତୋର ଟିକେ ଭୁଲ ତୋର ଜୀବନ ବରବାତ କରି ଦେଲା ।

ମୋ ପୁଅର ଏଠି କିଛି ବି ଫରକ ପଡୁ ନାହି ତୁ ତୋର ଏହି ଦୁଆର ବାହାରେ ବସି ଥା ହେଲେ ମୋ ପୁଅ ଅଏସ ରେ ଏମବିଏ ପଢୁଛି । ତୁ ଏମିତି ବସି ବସି ଯିବୁ ଖରା ବର୍ଷାରେ ପଡିଥିବୁ । କିନ୍ତୁ ମୁଁ ମୋ ଘରକୁ ଆଣିବି ନାହି । ତୁ କଣ ଭାବୁଛୁ ଏମିତି ଡ୍ରାମା କରିଲେ ମୁଁ ତୋତେ ବୋହୂ କରିବି କେବେ ନୁହେଁ ଦୀପିକା ଏ ସବୁ ଭୁଲି ଯା । ତୋର କେତେ ତାକତ ଏଟା ମୁଁ ଜାଣିଛି ଦିନେଶ ଏହି ସାହିରେ ଅଛି ତାକୁ ତୁ ବାହାର କରି ଦେଖା ।

ତୁ କଣ ମୋ ପୁଅ ଏ ସାହିରେ କେଉଁଠି ଅଛି କେହି ଜାଣିପାରିବେ ନାହି । ତୁ ଫସିଗଲୁ ଦୀପିକା ମୋ ପୁଅ ଏମିତି ମଜା ମସ୍ତି କରିବ ତା ମାନେ ନୁହେଁ ବି ମୋ ପୁଅ ଯାହାକୁ ଭଲ ପାଇବା ତାକୁ ମୁଁ ମୋ ଘରର ବୋହୂ କରି ଦେବି । ତୁ ଏଠି ଯେମିତି ବସୁଛୁ ବସେ ମୋର ଯାଏ ଆସେ କିଛି ନାହି । କିନ୍ତୁ ତୁ ମୋ ପୁଅ ଦିନେଶ କୁ କେବେ ପାଇ ପାରିବୁ ନାହି ।

ତୁ କଣ ଭୁଲିଗଲୁ ସେଦିନକୁ ଯୋଉ ଦିନ ମୁଁ ତୋ ପାଲ ଚିରିଥିଲି । ଆଉ ତୋତେ ଏତେ ଲୋକଙ୍କ ଆଗରେ ହୀନସ୍ତା କରିଥିଲି । ଏଟା ମୋ ଘର ଆଉ ମୋ ରାଜ ଚାଲେ ତୋତେ ମୁଁ ଏଠି ବସେଇ ଦେବି ନାହି । ତୁ କଣ ମୋ ଘରର ବୋହୂ ହେବୁ ତୋର ଔକାତ ହିଁ ନାହି । ତୁ ଏମିତି କେତେ ଦିନ ବସିବୁ ବସି ଥା ମୋ ପୁଅ ଏମିତି ଅଏସ ରେ ବଞ୍ଚିବ । ତୁ ମାଟି ହାଣ୍ଡି ଏବେ ତୋର କିଛି ହୋଇପାରିବ ନାହି ଦୀପିକା । ହଁ ଆଜ୍ଞା କେ ଦୀପିକା ଓ ତାଙ୍କ ଶାଶୁ ଙ୍କ ମଧ୍ୟରେ ହୋଇଛି ହାତାହାତି ସ୍ଥିତି ।

ଏପଟେ ଦୀପିକା ଦିନେଶ ପାଇଁ ଧାରଣାରେ ବସିଥିବା ବେଳେ ସେପଟେ ସବୁ କହିଛନ୍ତି ଦୀପିକାଙ୍କୁ ବୋହୂ ରୂପେ ଗ୍ରହଣ କରିବେ ନାହି । ତେବେ ଦେଖିବାକୁ ବାକି ରହିଲା ବାକି ମିଳିବ ଦୀପିକା ଙ୍କୁ ଦିନେଶ ଆଉ କେବେ ତାଙ୍କୁ ନ୍ୟାୟ ମିଳିବ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *