ରାଷ୍ଟ୍ରପତି ଙ୍କ ପଛରେ କାହିଁକି ଯାଏ ଏକା ଭଳି ଗାଡି ? କାରଣ ଜାଣି ଉଡିବ ହୋସ…

ବନ୍ଧୁଗଣ ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ । ଦେଶର ସର୍ବ ଶ୍ରେଷ୍ଠ ପଦର ଅଧିକାରୀ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କର ସୁରକ୍ଷା ଦେଶରେ ପ୍ରଥମ କର୍ତ୍ତବ୍ୟ । ଦେଶର ଗର୍ବ ଓ ଗୌରବ ହେଉଛନ୍ତି ମହାମହି । ତେବେ ଆପଣ ଜାଣିଛନ୍ତି କି ରାଷ୍ଟ୍ରପତି ଯେଉଁ ଆଡେ ଗସ୍ତ କରନ୍ତି ତାଙ୍କ ପଛରେ ମାଳ ମାଳ କାର କଣ ପାଇଁ ଯାଏ ? କଣ ପାଇଁ କାରର ରଙ୍ଗ ଏକା ଭଳି ରହିଥାଏ ? ଏଭଳି ହେବା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ଭାରତର ରାଷ୍ଟ୍ରପତି ପ୍ରତିଭାବାଈ ପାଟିନ ହୁଅନ୍ତୁ କି ଦ୍ରୌପଦୀ ମୁର୍ମୁ ଯୁଆଡେ ବି ଯାଆନ୍ତୁ ତାଙ୍କ ପଛରେ ମାଳ ମାଳ କାର ଚାଲିଥାଏ । ଓଡ଼ିଶାକୁ ଆସୁଥିବା ଦ୍ରୌପଦୀ ମୁର୍ମୁଙ୍କ ପଛରେ କଣ ପାଇଁ ରହିଥିଲା ମାଳ ମାଳ ଗାଡି ? ଏହାର ପଛରେ ରହିଛି ଅନେକ କାରଣ ଯାହାକୁ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ରାଷ୍ଟ୍ରପତି ଦେଶରେ ନାଗରିକ ହେବା ସହ 3 ସେନାର କମାଣ୍ଡ ତାଙ୍କ ହାତରେ ରହିଥାଏ ।

ଯାହା ପାଇଁ ତାଙ୍କର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ । ସେଥିପାଇଁ ତାଙ୍କର ସୁରକ୍ଷା ଦାୟିତ୍ଵ ରହିଥାଏ ପ୍ରେସିଡେନ୍ଟ ବାଦିଗାର୍ଡ ପାଖରେ । ପ୍ରତିଟି ସମୟରେ ରାଷ୍ଟ୍ରପତିଙ୍କ ଉପରେ ନଜର ରଖିଥାନ୍ତି । ଆଉ ପ୍ରେସିଡେଣ୍ଟଙ୍କ ପଛରେ ଯାଇଥାନ୍ତି ପ୍ରେସିଡେନ୍ଟ ବଡିଗାର୍ଡ । ପ୍ରତିଟି ବଡିଗାର୍ଡ ହେଉଛନ୍ତି ଗୋଟେ ଗୋଟେ କମାଣ୍ଡର । କମାଣ୍ଡରଙ୍କ କର୍ତ୍ତବ୍ୟ ହେଉଛି ରାଷ୍ଟ୍ରପତିଙ୍କ ସୁରକ୍ଷା ।

ରାଷ୍ଟ୍ରପତିଙ୍କ ପ୍ରତି କାମ ଉପରେ ତୀକ୍ଷଣ ନଜର ରଖିଥାନ୍ତି କମାଣ୍ଡର ମାନେ । ରାଷ୍ଟ୍ରପତିଙ୍କ ପଛରେ ରହିଥାଏ ପାଖାପାଖି 50ଟି କାର । ଗୋଟେ ଗୋଟେ କାର ଗୋଟେ ଟ୍ୟାଙ୍କ ସହ ସମାନ ଥାଏ । କାରଣ କାର ଭିତରେ ରହିଥାନ୍ତି ଟ୍ୟାଙ୍କ ମ୍ୟାନ । ସବୁ ସ୍ଥିତିକୁ ସାମ୍ନା କରି ରାଷ୍ଟ୍ରପତିଙ୍କୁ ବଞ୍ଚାଇବା ଏହି କମାଣ୍ଡରଙ୍କ ହେଉଛି ଦାୟିତ୍ଵ । ରାତ୍ରପତିଙ୍କ ବିପଦ ଆସିଲେ କାର ଭିତରୁ ବାହାରନ୍ତି ବଡିଗାର୍ଡ ।

ଯାହା ପ୍ରେସିଡେନ୍ଟଙ୍କର ସୁଦୃଢ ଗାର୍ଡ ହୁଅନ୍ତୁ । ଏହି ବଡିଗରଦଙ୍କୁ ଭାରତୀୟ କମାଣ୍ଡରରୁ ହିଁ ସିଲେକ୍ସନ କରାଯାଏ । ରାଷ୍ଟ୍ରପତିଙ୍କ ବଡିଗାର୍ଡ ହେବାକୁ ହେଲେ ସମସ୍ତଙ୍କର ଉଚ୍ଚତା ନିହାତି 6 ଫୁଟ ହେବା ଜରୁରୀ । ପ୍ରେସିଡେନ୍ଟ ସବୁବେଳେ ଦେଶଦ୍ରୋହୀଙ୍କ ଟାର୍ଗେଟରେ ରହିଥାନ୍ତି । ତେବେ ସେମାନକ ନଜରୁ ବଞ୍ଚାଇବା ପାଇଁ ଏକା ପ୍ରକାରର କାର ଯାଇଥାଏ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ।

ଯାହା ଦ୍ଵାରା ଆଟାକ କରିବାକୁ ଆସିଥିବା ଶତ୍ରୁ ଜାଣିପାରନ୍ତି ନାହି ରାଷ୍ଟ୍ରପତି କେଉଁ କାର ରେ ରହିଛନ୍ତି । ରାଷ୍ଟ୍ରପତିଙ୍କ କାର କୁ ଜଗି ରହିଥାନ୍ତି ଅନ୍ୟ ସବୁ କାର । ରାଷ୍ଟ୍ରପତି ଯିବା ସମୟରେ କ୍ଷିପ୍ର ଗତିରେ ଯାଇଥାନ୍ତି ଆଉ କାରକୁ କେଉଁଠି ଅଟକିବାକୁ ଦିଅନ୍ତି ନାହି । ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଏହା ଦର୍ଶାଏ ।

ଦେଶର ରାଷ୍ଟ୍ରପତି ଯେତେ ସୁରକ୍ଷିତ ଦେଶ ସେତିକି ସୁରକ୍ଷିତ ରହିଥାଏ । ଖାଲି ସେତିକି ନୁହେଁ ରାଷ୍ଟ୍ରପତି ଙ୍କ କାର୍ତେଟ ଏହା ଦର୍ଶାଏ କି ଭାରତ ଦେଶ କେତେ ଶୃଙ୍ଖଳିତ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *