ଧିକ ଏଭଳି ସନ୍ତାନ, ରାତି ଅଧରେ ବାପା-ମା ଙ୍କୁ ଘରୁ ତଡି ଦେଲେ ପୁଅ-ବୋହୂ, ଶୀରେ ଥରି ଥରି ବୃଦ୍ଧ ଦମ୍ପତ୍ତି ମାଗୁଛନ୍ତି ନ୍ୟାୟ

ଦର୍ଶକ ବନ୍ଧୁ ଆଜିର ସମୟରେ ବାପା-ମା ଙ୍କୁ ହତାଦର କରିବାରେ ଲାଗିଛନ୍ତି ପୁଅ ବୋହୂ ଯାହାର ଅନେକ ଘଟଣା ସୋସିଆଲ ମିଡିଆରେ ପ୍ରତି ଦିନ ସାମ୍ନା କୁ ଆସୁଛି । ଆଉ ହାତଦାର ହୋଇଥିବା ବାପା ମା ଉପାୟ ନ ପାଇ ଥାନା ଆରଟି ଦ୍ଵାରସ୍ଥ ହେବାର ନଜର ଆସୁଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଅଧ ରାତିରେ ହାତ ଧରାଧରି ହୋଇ ଥାନା ଭିତରକୁ ପାସୁଛନ୍ତି ସ୍ଵାମି-ସ୍ତ୍ରୀ । ଶୀତ ରାତିରେ ଏମାନେ ଥଋ ଯାଉଛନ୍ତି ହେଲେ ନଇଁ ନଇଁ ଏମାନେ ଥାନାକୁ ଆସୁଛନ୍ତି । ଆଉ ଭୋ ଭୋ ହୋଇ କାନ୍ଦୁଛନ୍ତି । ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ବୃଦ୍ଧ ଦମ୍ପତି ଥାନାରେ ଆସି କାହିଁକି ଏମିତି ଭୋ ଭୋ ହୋଇ କାନ୍ଦୁଛନ୍ତି । ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝଋ ଆସିବ ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ? ପରିଣତ ବୟସରେ ପର କରି ଦେଲା ପୁଅ । ସାହାରା ପାଇଁ ଥାନାର ଦ୍ଵାରସ୍ଥ ହେଲେ ବାପା-ମା ।

ଆଉ ଏହି ଦମ୍ପତି ଙ୍କ ବାୟ ଆସ ୮୦ ବର୍ଷ ଟପିଲାଣି । ଚାଲିବ ଅବୁଲିବା ପାଇଁ ଆଉ ଏମାନଙ୍କ ପକ୍ଷେ ସମ୍ଭବ ନୁହେଁ । ହେଲେ ସ୍ଥିତି ଆଜି ଏମାନଙ୍କୁ ବାଧ୍ୟ କରିଛି ଅଧ ରାତିରେ ଥାନାକୁ ଆସିବାକୁ । ଯେଉଁ ପୁଅକୁ ଆଶ୍ରା କଋ ବଞ୍ଚି ଥିଲେ ଆଜି ସେ ସତ ପର କରି ଦେଇଛି । ପୁଅ ଆଜି ବାପା-ମା ର ଭଲ ମନ୍ଦ ବୁଝୁ ନାହି କି ଖାଇବାକୁ ଦେଉ ନାହି । ଦୁଖ ଏତିକିରେ ସଋ ନାହି ବରଂ ଏହି ବୟସରେ ବାପା-ମା ଙ୍କୁ ପିଟୂଥିବା ନେଇଏ ପୁଅ ନାଁ ରେ ଅଭିଯୋଗ କରିଛନ୍ତି ବୃଦ୍ଧ ଦମ୍ପତି ।

ଆଉ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ସୋର ର । ବୃଦ୍ଧ ଦମ୍ପତି ହେଉଛନ୍ତି ସୋର ଅଞ୍ଚଳ ର ଦୀନବନ୍ଧୁ ମାଝୀ ଓ ତାଙ୍କ ସ୍ତ୍ରୀ ପାର୍ବତୀ ମାଝୀ । ଚମ ପୁରା ଧୁଡୁଧୁଡୁ ହୋଇ ଗଲାଣି । କିନ୍ତୁ ଅଧ ରତାଇରେ ଆସି ଥାନାରେ ପହଞ୍ଚି ଛନ୍ତି । ଶୀତ ରାତିରେ ପାଦ ଆଗକୁ ବଧୁ ନାହି କିନ୍ତୁ ରତାଇ ଅଧାରେ ଥାନାକୁ ଦୋଦୁ ଆସି ନ୍ୟାୟ ଭିକ୍ଷା କରିଛନ୍ତି ଦୀନବନ୍ଧୁ ଓ ପାର୍ବତୀ ମାଝୀ । ହେଲେ ଦୀନବନ୍ଧୁ ଙ୍କୁ ନିର୍ଯ୍ୟାତନା ସାମନା ରେ ପଚାରିବାରୁ ସେ କିଛି କହିବେ ନାହି ବୋଲି କହିଛନ୍ତି ।

ତେବେ ପରିଣତ ବୟସରେ ବାପା ମା ପୁଅ ବୋହୂ କୁ ନେଇ କେତେ କଣ ସ୍ଵପ୍ନ ଦେଖନ୍ତି ହେଲେ ପୁଅ ବୋହୂ ଆଜି ସେମାନଙ୍କୁ ହତାଦାର କରୁ ଥିବାରୁ ଅଧ ରାତିରେ ସେମାନେ ଯାଇ ଥାନାରେ ବସିଛନ୍ତି । ଯାହାକୁ ନେଇ ପୁରା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *