କରୋନା ଭଳି ରୋଗରୁ ବଞ୍ଚିବା ପାଇଁ ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ନିହାତି ପିଅନ୍ତୁ ଏହି ଆୟୁର୍ବେଦିକ କାଢା- Health

ବର୍ତମାନ ସମୟରେ କରୋନା ଦିନକୁ ଦିନ ବଢିବାକୁ ଲାଗିଛି ଆଉ ଏହାର ମୁଖ୍ୟ କାରଣ ଲୋକଙ୍କ ଶାରୀରିକ ଦୁର୍ବଳତା ଅଟେ । ମଣିଷ ଯେତେ ଦୁର୍ବଳ ହୋଇଥାନ୍ତି କରୋନା ସଂକ୍ରମଣ ସେତେ ବଢିବାକୁ ଲାଗିଥାଏ ଆଉ ଏହା ବର୍ତମାନ ସମୟରେ ବହୁତ ଶୀଘ୍ର ବଢିବାକୁ ଲାଗିଛି । ଆଜିକା ସମୟରେ ରୋଗ ମାଡିବାର ମୁଖ୍ୟ କାରଣ ଲୋକଙ୍କ ଖାଇବା ଅଟେ, ଆଜିକା ସମୟରେ ଲୋକ କେବଳ ପ୍ରୋସେସ ଫୁଡ ଖାଇବାକୁ ପସନ୍ଦ କରୁଛନ୍ତି ଯାହା ବିସ ଠାରୁ କମ ନୁହଁ ।

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଆମ ଶରୀରକୁ କିଛି ପୋଶଟିକ ଜିନିଷ ବହୁତ ଆବଶ୍ୟକ ହୋଇଥାଏ ଯାହା ଆମକୁ ରୋଗରୁ ବଞ୍ଚାଇ ରଖିଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବନେଇବା ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢିଥାଏ ଆଉ କରୋନା ଭଳି ଶ୍ଵାସ ରୋଗ ଠାରୁ ଲଢିବା ପାଇଁ ଶକ୍ତି ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଦୁଇଟି ଭାବରେ କାଢା ତିଆରି କରିବା ଶିଖେଇବାକୁ ଯାଉଛୁ ଆଉ ତା ପରେ ଏହାର ସେବନ ବିଷୟରେ ମଧ୍ୟ କହିବୁ ଯାହା ବହୁତ ଆବଶ୍ୟକ ହୋଇଥାଏ । ଆପଣଙ୍କୁ ଏହା ପାଇଁ ଖଣ୍ଡେ ଡାଲଚିନୀ, ଦୁଇ ଚାରିଟା ଲବଙ୍ଗ, ବଡ ଗୁଜୁରାତି ଗୋଟେ, ୫ – ୬ଟି ଗୋଲମରୀଚ ଭଳି ଗରମ ମସଲା ନବାର ଅଛି ଏହାକୁ ଆପଣ ଗୋଟେ ଲୋକ ପାଇଁ ପ୍ରସ୍ତୁତ କରୁଛନ୍ତି ଯଦି ବେସୀ ଲୋକ ପାଇଁ କରିବେ ତେବେ ସେହି ଭାବରେ ପରିମାଣ ବଢେଇ କମେଇ ପାରିବେ ।

ଏହି ସବୁ ଜିନିଷ ନେଇ ଆପଣ କୁଟି ନିଅନ୍ତୁ କିନ୍ତୁ ପାଉଡର କରିବେ ନାହିଁ ଖଣ୍ଡ ଖଣ୍ଡ କରି ରଖିବେ । ଏହା ପରେ ଦୁଇ ଗ୍ଳାସ ପାଣି ଗରମ କରନ୍ତୁ ଏହା ପରେ କୁଟା ହୋଇଥିବା ଗରମ ମସଲା ପାଣିରେ ପକାଇ ଭଲ ଭାବରେ ଫୁଟେଇ ଦିଅନ୍ତୁ ଏହା ପରେ ସେଥିରେ ୫ରୁ ୬ ପତ୍ର ତୁଳସୀ ପକାନ୍ତୁ ଏହା ପରେ ଆପଣ ସେଥିରେ ଗୁଡ ପକାନ୍ତୁ ଏହା ପରେ ଗୋଟେ ଚାମଚ ସୁଣ୍ଠି ପକାନ୍ତୁ ଜାଦୁ ସୁଣ୍ଠି ପାଉଡର ନାହିଁ ତେବେ ଅଦା ମଧ୍ୟ ବ୍ୟବହାର କରି ପାରିବେ ।

ଏହା ପରେ ତାକୁ ଦୁଇ ଜାଗାରେ ଅଲଗା କରି ନିଅନ୍ତୁ ଗୋଟେ ରେ ଚା ପତି ପକାଇ ଫୁଟାଇ ଦିଅନ୍ତୁ ଆଉ ଟା ପରେ ଗୋଟେ ଜାଗାରେ ଗୋଟେ ଚାମଚ ଘିଅ ପକାଇ ଫୁଟାଇ ଦିଅନ୍ତୁ । ଏହା ପରେ ଦୁଇଟି ଛାଣି ଦିଅନ୍ତୁ ଯେଉଁ ଲୋକଙ୍କୁ ପେଟ ଗରମ ସମସ୍ୟା ହୋଇଥାଏ ତାଙ୍କୁ ଘିଅ କାଢା ଦିଅନ୍ତୁ ଆଉ ଯାହାକୁ କିଛି ଅସୁବିଧା ନଥାଏ ତାଙ୍କୁ ଚା ପତ୍ତି କାଢା ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ।

Leave a Reply

Your email address will not be published. Required fields are marked *