“କରୋନା”ରୁ Recovery ହେବା ପରେ ଏହି ସବୁ ଖାଦ୍ୟଠାରୁ ବଞ୍ଚନ୍ତୁ, ନଚେତ…

ବନ୍ଧୁଗଣ, କୋରୋନା ମହାମାରୀ ର ଦ୍ଵିତୀୟ ଲହରୀ ପ୍ରଥମ ଲହରୀ ଠାରୁ ବହୁତ ଭୟାନକ ସାବ୍ୟସ୍ଥ ହୋଇଅଛି । ବନ୍ଧୁଗଣ ଏହି ସଂକ୍ରମଣ ରେ ହଜାର ହଜାର ଲୋକ ନିଜର ଜୀବନ ହରାଇ ସାରିଲେଣି । ବନ୍ଧୁଗଣ ମାତ୍ର ଅଳ୍ପ ମାତ୍ରାରେ ସ୍ଥିତି ଟିକିଏ କମିଅଛି । କିନ୍ତୁ ଏବେ ମଧ୍ୟ ଏହି ମହା ସଙ୍କଟ ସଂପୂର୍ଣ୍ଣ ରୂପେ ଯାଇନାହିଁ । ବନ୍ଧୁଗଣ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କୋରୋନା ରୋଗରେ ସଂକ୍ରମିତ

ହୋଇ ଭଲ ହୋଇ ସାରିବା ପରେ ମଧ୍ୟ ନିଜର ସଂପୂର୍ଣ୍ଣ ରୂପେ ଧ୍ୟାନ ରଖୁ ନାହାନ୍ତି । ମାତ୍ର ନିଜର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ବନ୍ଧୁଗଣ କିଛି ଏଭଳି ଜିନିଷ ରହିଅଛି ଯାହାଠାରୁ ଆପଣ ଦୂରେଇ ରହିବା ସଠିକ ହେବ । ଜେଭଳି କି ଆଇସକ୍ରିମ । ବନ୍ଧୁଗଣ ଯଦି ଆପଣ କୋରୋନା ତଥା ବ୍ଲାକ ଫଙ୍ଗଲ ର ଶିକାର ହୋଇ ସଠିକ ହୋଇସାରିଛନ୍ତି ତେବେ, ଭୁଲରେ ମଧ୍ୟ ଥଣ୍ଡା ଜିନିଷ ର ସେବନ କରନ୍ତୁ ନାହିଁ ।

ବନ୍ଧୁଗଣ ସାଧାରଣତ ତେଲ ମସଲା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ମାତ୍ର କୋରୋନା ସଂକ୍ରମଣ ରେ ପୀଡିତ ହୋଇ ଭଲ ହୋଇଥିବା ଲୋକଙ୍କୁ ଏହି ସମ୍ବନ୍ଧରେ ସାବଧାନତା ସହିତ ରହିବାକୁ ହୋଇଥାଏ । ବନ୍ଧୁଗଣ ଫଳ ଖାଇବା ସ୍ୱାସ୍ଥ୍ୟ ତଥା ଶରୀର ପକ୍ଷେ ଲାଭଦାୟକ ହୋଇଥାଏ । କିନ୍ତୁ ଫଳ ଖାଇବା ପୂର୍ବରୁ ଏହି ବିଶେଷ କଥା ର ଧ୍ୟାନ ରଖନ୍ତୁ ଯେ, ଆପଣ ଯେକୌଣସି ଫଳ ଖାଇବା ପୂର୍ବରୁ ତାହାକୁ ଗରମ ପାଣି ରେ ଭଲ ଭାବରେ ଧୋଇ ଦିଅନ୍ତୁ ।

ଯଦି ଆପଣ ନ ଧୋଇ ତାହାକୁ ଖାଇଥାନ୍ତି ତେବେ ବ୍ଲାକ ଫଙ୍ଗସ ସଂକ୍ରମଣ ର ଆଶଙ୍କା ବଢିପାରେ । ବନ୍ଧୁଗଣ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଇଥିବା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ବନ୍ଧୁଗଣ କୋଭିଡ ରୁ ରିକୋଭର ହୋଇଥିବା ଲୋକ ଏହି କଥାର ଧ୍ୟାନ ରଖନ୍ତୁ ଯେ, ବାସୀ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ବନ୍ଧୁଗଣ ବର୍ତ୍ତମାନ ଏହି ଜଟିଳ ପରିସ୍ଥିତି ରେ ଯେତେ ସମ୍ଭବ ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ ।

କାରଣ ଏହି ସଂକ୍ରମଣ କେତେ ମାତ୍ରାରେ ବିପଦ ଜନକ ତାହା ଆପଣ ସ୍ଵ ଆଖିରେ ଦେଖି ସାରିଲେଣି । ବନ୍ଧୁଗଣ ଆମ୍ଭ ନିଜ ସୁରକ୍ଷା ନିଜ ହାତରେ ଅଛି । ଯଦି ଆମ୍ଭେ ସଠିକ ଭାବେ ନିଜର ଯତ୍ନ ନ ନେବୁ ତେବେ ଏହି ସଂକ୍ରମଣ ଆହୁରି କେତେ ଜୀବନ ନେବ ତାହା ନିର୍ଦ୍ଧାରିତ କରିବା ଅସମ୍ଭବ ।

ବନ୍ଧୁଗଣ ଆମ୍ଭ ମାନଙ୍କର ଗୋଟିଏ ଅନୁରୋଧ ଆପଣଙ୍କୁ ଯେ, ଆପଣ ଏହି ମହାମାରୀ ସମୟରେ ନିଜର ଯତ୍ନ ନେବା ସହିତ ମାସ୍କ ତଥା ସେନିଟାଇଜ ବ୍ୟବହାର କରନ୍ତୁ । ଏହା ସହିତ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । କାରଣ ଏଭଳି ପରିସ୍ଥିତି ରେ ଏକାଠି ହୋଇ ଗୋଟିଏ ସ୍ଥାନରେ ଭିଡ ଜମା କରିବା ଆଦୌ ଉଚିତ ନୁହେଁ । ଦର୍ଶକ ବନ୍ଧୁ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *