ଋତୁସ୍ରାବ ଅନିୟମିତ କାହିଁକି ହୋଇଥାଏ ? Dr Shilpa Mishra

ଋ-ତୁ-ସ୍ରା-ବ ଅନିୟମିତ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି psychological ଓ ଅନ୍ୟଟି pathological । psychological ଅର୍ଥ ଯେତେବେଳେ ଯେଉଁ ସମୟରେ ଯାହା ହବା କଥା ସେହି ସମୟରେ ଯଦି ନ ହୁଏ । ତାହା ସେହିଭଳି ବଡ ସମସ୍ୟା ବି ନୁହେଁ । ଯେତେବେଳେ ଗୋଟିଏ ଝିଅର ପ୍ରଥମ ଥର ପାଇଁ ମେ-ନ୍ସ ହୋଇଥାଏ ତେବ ୧ ରୁ ୨ ବର୍ଷ ଯାଏଁ ପ୍ରାୟତଃ ସଠିକ ପି-ରି-ୟ-ଡ ହେବ ନାହିଁ । ଯେତେବେଳେ ପି-ରି-ୟ-ଡ ବନ୍ଦ ହେବାକୁ ଯାଏ ଏହାର ବର୍ଷେ କିମ୍ବା ଦୁଇ ବର୍ଷ ପୂର୍ବରୁ ପି-ରି-ୟ-ଡ ସଠିକ ଟାଇମର ହେବ ନାହିଁ ।

ଗର୍ଭବତ୍ତୀ ଥିବା ସମୟରେ କାହାର ବି ପି-ରି-ୟ-ଡ ହୁଏ ନାହିଁ । ଏହି ତିନି ପ୍ରକାରର ମେ-ନ୍ସକୁ psychological abnormal ମେ-ନ୍ସ-ସ କୁହାଯାଏ । ଏଥିରେ ଆପଣଙ୍କୁ କିଛି କରିବାର ନାହିଁ । ଏହା ସମୟ ଅନୁସାରେ ଠିକ ହୋଇଯିବ ।

କିନ୍ତୁ ଦ୍ଵିତୀୟ pathological abnormal ମେ-ନ୍ସ-ସ ଶରୀରରେ ଯଦି କୌଣସି ରୋଗ ଅଛି ସଠିକ ସମୟରେ ମେ-ନ୍ସ ହେବ ନାହିଁ । ପ୍ରାୟତଃ ଝିଅମାନଙ୍କ ମଧ୍ୟରେ ଦେଖା ଯାଇଛି କି ଥାଇରଡ କାରଣରୁ ଝିଅମାନଙ୍କର ସଠିକ ସମୟରେ ପି-ରି-ୟ-ଡ ହୁଏ ନାହିଁ । ଯଦି ଅଧିକ ମୋଟା ହୋଇ ଯାଇଛନ୍ତି କିମ୍ବା ସଙ୍ଗେ ସଙ୍ଗେ ବହୁତ ପତଳା ହୋଇଗଲେ ତେବେ ବି ଝିଅମାନଙ୍କର ସଠିକ ସମୟରେ ପି-ରି-ୟ-ଡ ହୋଇ ନ ଥାଏ । ଅଧିକ ଚିନ୍ତାରେ ରହିଲେ କିମ୍ବା ଅଧିକ କାମ କରିଦେଲେ ବି ଏହି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ହରମୋନ ଅନବାଲାନ୍ସ ହେଲେ ଓ ମହିଳାମାନଙ୍କ ମୂତ୍ରାଶୟରେ ବି କିଛି ସମସ୍ୟା ଆସିଲେ ମେ-ନ୍ସ ସଠିକ ସମୟରେ ହୋଇ ନ ଥାଏ । ବେଳେ ବେଳେ ମେ-ନ୍ସ ସମୟରେ ଅଧିକ ର-କ୍ତ ବାହାରିଥାଏ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ ର-କ୍ତ ବାହାରୁଥାଏ ତେବେ ଡାକ୍ତରଙ୍କ ପଖାକୁ ଯାଆନ୍ତୁ ଓ ନିଜର ଚେକଅପ କରାନ୍ତୁ । ଏହା କିଛି ଔଷଧ ଏମିତି ଅଛି ଯାହାର ସେବନ ଦ୍ଵାରା ବି ମେ-ନ୍ସ ସଠିକ ସମୟରେ ହୋଇଥାଏ । ମୂତ୍ରାଶୟରେ ଇନଫେକସନ ଓ ଟିଭିରେ ବି ଏହିଭଳି ସମସ୍ୟା ଦେଖାଯାଇ ପାରେ ।

ଯଦି ଆପଣଙ୍କ ମେ-ନ୍ସ ହେବାର ସମୟ ମଧ୍ୟରେ ବ୍ୟବଧାନ ୨୪ ରୁ ୩୮ ଦିନ ମଧ୍ୟରେ ରହୁଛି ତେବେ ଏହା ଭଲ ଅଟେ । ଯଦି ମେ-ନ୍ସରେ ୮ ଦିନ କିମ୍ବା ଏହା ଠାରୁ କମ ଦିନ ପର୍ଯ୍ୟନ୍ତ ର-କ୍ତ ବାହାରୁଛି ତେବେ ଏହା ଭଲ ଅଟେ । ଯଦି ୨ ରୁ ୩ ଘଣ୍ଟା ମଧ୍ୟରେ ପ୍ୟାଡ ଚେଞ୍ଜ କରିବାକୁ ପଡୁଛି ତେବେ ଆପଣଙ୍କର ଅଧିକ ବିଲିଡିଙ୍ଗ ହେଉଛି । ଅଧିକ ଯ-ନ୍ତ୍ର-ଣା ହେଉଛି ଓ ବର୍ଷକୁ ତିନି ଥର ଠାରୁ ଅଧିକ ସମୟ ଆପଣଙ୍କ ପି-ରି-ୟ-ଡ ସଠିକ ସମୟରେ ହେଉ ନାହିଁ ତେବେ ଏହିଭଳି ସ୍ଥିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେ କୌଣସି ବି ସମସ୍ୟା ହେଲେ ଚୁପ ନ ରହି ଘର ଲୋକମାନଙ୍କୁ କୁହନ୍ତୁ ଓ ଡାକ୍ତରଙ୍କୁ ଚେକଅପ କରାନ୍ତୁ ।

Leave a Reply

Your email address will not be published. Required fields are marked *