ଶେଷ ନିଶ୍ଵାସ ତ୍ୟାଗ ପୂର୍ବରୁ ଦେଲେ ଅମୋଘ ମନ୍ତ୍ର, କହିଲେ କିଛି ଏମିତି, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ଅନେକ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ରହିଅଛି । ସେ ସବୁକୁ ମୁଖ୍ୟତ କେତେକ ବ୍ୟକ୍ତିବିଶେଷ ମାନି ଚାଲିଥିବା ସମୟରେ ଅନ୍ୟ କେତେକ ବ୍ୟକ୍ତି ତାହାକୁ ଅବମାନନା କରିଥାନ୍ତି । ମାତ୍ର ଆମ୍ଭର ପୂର୍ବ ପୁରୁଷ ଙ୍କ ଦ୍ଵାରା ରଚିତ ସମସ୍ତ ଶାସ୍ତ୍ର ରେ ଆମ୍ଭର ନୀତିଦିନ ଜୀବନ ଶୈଳୀ ସମ୍ବନ୍ଧରେ ଉଲ୍ଲେଖ ହୋଇଅଛି ।

ଆସନ୍ତୁ ସେ ସବୁ ସମ୍ବନ୍ଧରେ କିଛି ବିଶେଷ କଥା ଜାଣିବା ଯାହା ଆମ୍ଭ ସାଧାରଣ ଜୀବନ ଉପରେ ବହୁଳ ଭାବରେ ପ୍ରଭାବ ପକାଇବ । ୧- ବନ୍ଧୁଗଣ କୌଣସି ଗୁରୁଜନ ଯଦି ଶୋଇଥିବେ ତେବେ, ତାଙ୍କ ଗୋଡ କୁ ଡେଇଁକି ଯିବେ ନାହିଁ ଅଥବା ତାଙ୍କ ଦେହ କୁ ଡେଇଁକି ଯିବେ ନାହିଁ । ତାଙ୍କ ଦେହରେ ଗୋଡ ବଜାଇବେ ନାହିଁ ।

୨- ଠାକୁରଙ୍କୁ ମୁଣ୍ଡିଆ ମାରିଲା ବେଳେ କଛା ଖୋଲି ମୁଣ୍ଡିଆ ମାରିବେ ନାହିଁ । ଏହା ବ୍ୟତୀତ ଯଦି ଆପଣ ପ୍ୟାଣ୍ଟସାର୍ଟ ପିନ୍ଧିଛନ୍ତି, ଏବଂ ସେହି ବସ୍ତ୍ର ଆଶୌଚ ଅଛି, ତେବେ ତାହାକୁ ପିନ୍ଧି ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ ନାହିଁ ଅଥବା ପୂଜା କରନ୍ତୁ ନାହିଁ ।

୩- ବିରାଡି କୁ ବାଡେଇବେ ନାହିଁ । ଏହାଦ୍ଵାରା ଲକ୍ଷ୍ମୀ ଅସନ୍ତୁଷ୍ଠ ହେବେ ।

୪- ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଥିବା ବହି କୁ ଶୋଇଲା ସମୟରେ ବହି ଗୁଡିକୁ ଖୋଲି ଶୋଇବେ ନାହିଁ । ଏହା ଦ୍ଵାରା ଆପଣ ଅର୍ଜିତ କରିଥିବା ଜ୍ଞାନ ପଳାୟନ ହେବ ।

୫- ବନ୍ଧୁଗଣ ମହିଳା ମାନେ ନିଜର କେଶ ମୁକୁଳା କରି ରଖିବେ ନାହିଁ । କେଶ ମୁକୁଳା କରି ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ ।

୬- ଯେଉଁ ଘରେ ଶୋଉଛନ୍ତି, ସେଠାରେ ଦର୍ପଣ ରଖନ୍ତୁ ନାହିଁ । ଆପଣ ଶୋଇଲା ସମୟରେ ଯେପରି ଦର୍ପଣ ରେ ଆପଣଙ୍କ ମୁଖ ଦେଖାଯିବ ନାହିଁ ସେଥିପ୍ରତି ଧ୍ୟାନ ରଖନ୍ତୁ ।

୭- ଋତୁମତୀ ହେଉଥିବା ନାରୀ ମାନଙ୍କର ମୁଖ ଚାହିଁବେ ନାହିଁ ।

୮- ତୁଳସୀ ଗଛ ସମୁଖରେ ପାଲଟା ଲୁଗା ରଖନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ, ମା ବୃନ୍ଦାବତୀ ଆପଣଙ୍କୁ ଅଭିଶାପ ଦେବେ ଆପଣଙ୍କ ପକ୍ଷେ ବଢିଲେ ପକ୍ଷେ ଛିଣ୍ଡିବ ଏହାର ଅର୍ଥ ଆପଣଙ୍କର ଆର୍ଥିକ ସମସ୍ୟା ଆଜୀବନ ଲାଗି ରହିଥିବ ।

୯- ପାଲଟା ଲୁଗା ପିନ୍ଧି ନିଜ ଘରେ ପ୍ରବେଶ ଅଥବା ଘରେ ଘୁରି ବୁଲନ୍ତୁ ନାହିଁ । ଏହା ଦ୍ଵାରା ନକାରତ୍ମକ ଊର୍ଜା ର ଆଗମନ ହୋଇଥାଏ ।

୧୦- ଯେଉଁଘରେ ଆପଣ ଶୋଉଛନ୍ତି ସେଠାରେ ଦାମୀ ରୁ ଦାମୀ ଚପଲ ମଧ୍ୟ ରଖନ୍ତୁ ନାହିଁ । ଯଦି ଏଭଳି କରନ୍ତି ତେବେ ଆପଣ କେବେ ମଧ୍ୟ ଟେନସନ ଫ୍ରୀ ହେଇପାରିବେ ନାହିଁ । ଏହା ଆପଣଙ୍କୁ ଜୀବନ ସାରା ବହୁତ କଷ୍ଟ ଦେବ । ବନ୍ଧୁଗଣ ଏହିସବୁ ଉପାୟ ମଧ୍ୟରୁ ଆପଣ ଯଦି କିଛି ଉପାୟ ଗୁଡିକ ମାନି କାର୍ଯ୍ୟରେ ଲଗାନ୍ତି ତେବେ ଆପଣଙ୍କର ବହୁତ ଶୁଭ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଟି ଯଦି ଭଲ ଲାଗିଥାଏ ତେବେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

https://youtu.be/f3n4LoM4VJA

Leave a Reply

Your email address will not be published. Required fields are marked *