Cobra କାମୁଡାରେ ଗଲା କୁକୁଡାର ଜୀବନ, ପିଲାକୁ ଗୋଟା ଗିଳିଦେଲା, ବହୁତ ଭୟଙ୍କର ଦୃଶ୍ୟ…. ଦେଖନ୍ତୁ Video

ଗାଁର ଚାଲ ଘରେ ପରିବାର ଲୋକମାନେ କୁକୁଡା ପାଳନ କରୁଥିଲେ । କୁକୁଡାକୁ ସେମାନେ ଏକ ଛୋଟ ଘର ଭିତରେ ରଖି ଥିଲେ ଓ ଯେଉଁଠି କି କୁକୁଡା ନିଜ ଛୁଆ ସହ ରହୁଥିଲା । କିନ୍ତୁ ସା-ପଟି ସେହି କୁକୁଡା ଘର ଭିତରକୁ ପଶି ପ୍ରଥମେ କୁକୁଡାକୁ ମା-ରିଦେଲା ଓ କୁକୁଡାର ଛୁଆକୁ ବି ମା-ରିଦେଲା । ଏହା ଦେଖିବା ପରେ ସେହି ପରିବାର ଲୋକମାନେ ଅଳ୍ପ ଦୁଃଖିତ ହେଲେ ଓ ସେମାନେ ସେହି ସା-ପକୁ ଧରିବା ପାଇଁ ସା-ପ ଧରୁଥିବା ବ୍ୟକ୍ତିକୁ ଡାକିଲେ ।

ଆପଣ ଯଦି ଏହି ସା-ପକୁ ସାମ୍ନାରେ ଦେଖିବେ ତେବେ ଆପଣ ବି ଭୟଭୀତ ହୋଇଯିବେ । ଯଦି କେହିବି ଏହି ସା-ପ ସାମ୍ନାକୁ ଚାଲି ଆସିଥାନ୍ତ ତେବେ ନିଶ୍ଚିତ ରୂପରେ ଏହି ସା-ପ ଚୋଟ ମା-ରି ଦେଇ ଥାନ୍ତା । ସା-ପ ଧରୁଥିବା ବ୍ୟକ୍ତି ଜଣକ ବହୁତ କଷ୍ଟରେ ସା-ପକୁ ସେହି ଛୋଟ ଘର ଭିତରୁ ବାହାର କରିଲା ଯେଉଁଠି କୁକୁଡା ରହୁଥିଲା ।

ଏହା ଯେଉଁ ଅଞ୍ଚଳର ଘଟଣା ଅଟେ ସେଠି କୋବ୍ରା ବହୁତ ଅଧିକ ନଜର ଆସନ୍ତି । ଏମାନେ ଖାଦ୍ୟ ପାଇଁ ଲୋକମାନଙ୍କ ଘର ଭିତରକୁ ବି ଚାଲି ଆସନ୍ତି । କୁକୁଡାକୁ ମା-ରି ତାର ଅଣ୍ଡା ଖାଇ ଯାଆନ୍ତି । ବହୁତ ବ୍ୟକ୍ତି ଏହାର ଚୋଟ ମା-ରିବା କାରଣରୁ ହସ୍ପିଟାଲ ବି ଯାଆନ୍ତି । ଏହା ଛଡା କେତେକ ବ୍ୟକ୍ତିଙ୍କ ହସ୍ପିଟାଲ ଯିବା ସମୟରେ ବି ମୃ-ତ୍ୟୁ ହୋଇଯାଏ । ସା-ପ ଧରୁଥିବା ବ୍ୟକ୍ତି ଜଣକ କହିଲେ କି ଏକ୍ସପର୍ଟ ଲୋକମାନେ ହିଁ ଏହିଭଳି ସା-ପକୁ ଧରିବାକୁ ଚେଷ୍ଟା କରନ୍ତୁ ।

ନଚେତ ଅଳ୍ପ ଭୁଲରେ ଆପଣଙ୍କର କିମ୍ବା ଅନ୍ୟ କାହାର ଜୀବନ ଯାଇପାରେ । କହିଦେଉଛୁ କି ସା-ପଟି ବାହାରକୁ ବାହାରିବା ମାତ୍ରେ ହିଁ କେବଳ ଚୋଟ ମା-ରିବା ପାଇଁ ପ୍ରସ୍ତୁତ ରହୁଥିଲା । ଧ୍ୟାନର ସହ ଏହିଭଳି କୋବ୍ରା ଯାହାକୁ ନାଗ ବୋଲି ବି କୁହାଯାଏ ମୁହୂର୍ତ ମାତ୍ରେ କାହାର ବି ଜୀବନ ନେଇ ପାରେ ।

ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଶେଷରେ ସା-ପଟି କୁକୁଡାର ଛୁଆକୁ ଯାହାକୁ ସେ ଖାଇ ଦେଇଥିଲା ତାକୁ ପାଟି ଭିତରୁ ବାହାର କରିଲା । ସା-ପ ଧରିଥିବା ବ୍ୟକ୍ତି ଜଣକ ବହୁତ ଚାଲାକିରେ ସା-ପକୁ ମୁଣି ଭିତରେ ରଖିଦେଲା ।

ବ୍ୟକ୍ତି ଜଣକ କହିଲେ କି ଯଦି ଆପଣଙ୍କୁ ସା-ପ ଚୋଟ ମାରୁଛି ତେବେ ପ୍ରଥମେ ଆପଣ ହସ୍ପିଟାଲ ଯାଆନ୍ତୁ ଡାକ୍ତରଙ୍କ ଚିକିତ୍ସା କରନ୍ତୁ । ଏହା ପରେ ଆପଣ ନିଜ ଇଚ୍ଛା ଅନୁସାରେ ଯାହା ବି କରି ପାରିବେ । କିନ୍ତୁ ସବୁବେଳେ ସା-ପ ଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ ଓ ଯଦି ଆପଣ ତାଙ୍କୁ ମା-ରିବାକୁ ଚେଷ୍ଟା କରିବେ ନାହିଁ ତେବେ ସେମାନେ ବି ଆପଣଙ୍କୁ ମା-ରିବେ ନାହିଁ ।

Leave a Reply

Your email address will not be published. Required fields are marked *