Sarthak ଟିଭି ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଦରମା କିଏ ପାଉଛି?

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ମାନ ରହିଛନ୍ତି । ସେମାନେ ନିଜର ଅଭିନୟ ଦ୍ଵାରା ଲକ୍ଷାଧିକ ଦର୍ଶକ ଙ୍କ ହୃଦୟରେ ଘର କରି ବସିଛନ୍ତି । ମାତ୍ର ଆପଣ ମାନେ ତାଙ୍କର ସମୁଦାୟ ଦରମା ସମ୍ବନ୍ଧରେ ଜାଣିଛନ୍ତି କି ?

ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ସମୁଦାୟ ଦରମା ର ବିବରଣୀ ଦେବାକୁ ଯାଉଅଛୁ । ୧- ସୁପ୍ରିୟା ନାୟକ;- ଏହି ଅଭିନେତ୍ରୀ ଜଣକ “କେମିତି କହିବି କହ” ସିରିୟଲ ରେ ନନ୍ଦିନୀ ଭୂମିକାର ଅଭିନୟ କରୁଛନ୍ତି । ସୁପ୍ରିୟା ୧ ଦିନର ସୁ-ଟି-ଙ୍ଗ ନିମନ୍ତେ ୩୦୦୦ ଟଙ୍କା ନେଇଥାନ୍ତି ।

୨- ମାନସୀ ପାଲ;- ଏହି ଅଭିନେତ୍ରୀ ଜଣକ “ତୋ ପାଇଁ ମୁଁ, ମୋ ପାଇଁ ତୁ” ସିରିୟଲ ରେ ଜ୍ୟୋତି ଭୂମିକା ରେ ଅଭିନୟ କରୁଛନ୍ତି । ମାନସୀ ୧ ଦିନର ସୁ-ଟି-ଙ୍ଗ ପାଇଁ ୩୫୦୦ ଟଙ୍କା ନେଇଥାନ୍ତି ।

୩- ତୃପ୍ତି ମିରାମ୍ବିକ;- ଏହି ଅଭିନେତ୍ରୀ ଜଣକ “ମହାଦେବୀ” ସିରିୟଲ ରେ ଶ୍ରୀ ଭୂମିକା ରେ ଅଭିନୟ କରୁଛନ୍ତି । ତୃପ୍ତି ୧ ଦିନର ସୁ-ଟି-ଙ୍ଗ ପାଇଁ ୩୫୦୦ ଟଙ୍କା ନେଇଥାନ୍ତି ।

୪- ଅର୍ପିତା କର;- ଏହି ଅଭିନେତ୍ରୀ ଜଣକ “ମହାଦେବୀ” ସିରିୟଲ ରେ ଦେବୀ ଭୂମିକା ରେ ଅଭିନୟ କରୁଛନ୍ତି । ଅର୍ପିତା ୧ ଦିନର ସୁ-ଟି-ଙ୍ଗ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି ।

୫- ଅନନ୍ୟା ଦାସ;- ଏହି ଅଭିନେତ୍ରୀ ଜଣକ “ଦିବ୍ୟ ଦୃଷ୍ଟି” ସିରିୟଲ ରେ ଦୃଷ୍ଟି ଭୂମିକା ରେ ଅଭିନୟ କରୁଛନ୍ତି । ଅନନ୍ୟା ୧ ଦିନର ସୁ-ଟି-ଙ୍ଗ ପାଇଁ ୫୦୦୦ ଟଙ୍କା ନେଇଥାନ୍ତି ।

୬- ଲିପ୍ସା ମିଶ୍ର;- ଏହି ଅଭିନେତ୍ରୀ ଜଣକ “ହେ’ ପ୍ରଭୁ” ସିରିୟଲ ରେ କୁହୁ ଭୂମିକା ରେ ଅଭିନୟ କରୁଛନ୍ତି । ଲିପ୍ସା ୧ ଦିନର ସୁ-ଟି-ଙ୍ଗ ପାଇଁ ୮୦୦୦ ଟଙ୍କା ନେଇଥାନ୍ତି ।

୭- ଜେସୀ ସାମଲ;- ଏହି ଅଭିନେତ୍ରୀ ଜଣକ “ଜୀବନ ସାଥି” ସିରିୟଲ ରେ ଭକ୍ତି ଭୂମିକା ରେ ଅଭିନୟ କରୁଛନ୍ତି । ଜେସୀ ୧ ଦିନର ସୁ-ଟି-ଙ୍ଗ ପାଇଁ ୯୦୦୦ ଟଙ୍କା ନେଇଥାନ୍ତି ।

ସାଧାରଣତ ଓଡିଶା ବାସୀ ମାନେ ଓଡିଆ ସିରିୟଲ କୁ ଦେଖିବା ପାଇଁ ଚାହିଁ ବସିଥାନ୍ତି । ନିଜର ଦୈନନ୍ଦିନ ବ୍ୟସ୍ତତା ଭିତରେ ମଧ୍ୟ ଆମ୍ଭେ ମାନେ ନିଜର ସମୟ ବାହାର କରି ଟିଭି ପାଖରେ ବସିଥାଉ । ଟିଭି ପରଦାରେ ପ୍ରଦର୍ଶଣ ହେଉଥିବା ଚଳଚିତ୍ର ତଥା ସିରିୟଲ ମାନଙ୍କ ମଧ୍ୟରୁ ଆମ୍ଭେମାନେ ନିଜର ମନଲାଖି କଳାକାର ମାନଙ୍କୁ ଦେଖିଥାଉ । ଆମକୁ ଏହି କଳାକାର ମାନେ ଏତେ ମାତ୍ରାରେ ପ୍ରଭାବିତ କରିଥାନ୍ତି ଯେ, ଆମ୍ଭେ ପରଦାରେ ଏମାନଙ୍କୁ ଦିନେ ନ ଦେଖିଲେ କିଛି ଭଲ ଲାଗେ ନାହିଁ । ମାତ୍ର ଗତବର୍ଷ ଠାରୁ କୋରୋନା ମହାମାରୀ ଯେଉଁଭଳି ଭାବରେ ସାରା ବିଶ୍ଵବାସୀ କୁ ସଂକ୍ରମିତ ହୋଇଥିଲା ।

ବର୍ତ୍ତମାନ ଏହି ମହାମାରୀ ର ପ୍ରଭାବ ସଂପୂର୍ଣ୍ଣ ରୂପେ ନ ଯାଇଥିବା ବେଳେ, ସଂକ୍ରମଣ କୁ ରୋକିବା ନିମନ୍ତେ ସରକାର ରାଜ୍ୟ ରେ କେତେକ ନିୟମ ଲାଗୁ କରିଛନ୍ତି । ଏହିଭଳି ପରିସ୍ଥିତିରେ ସମସ୍ତ ସୁ-ଟି-ଙ୍ଗ କାର୍ଯ୍ୟ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ସ୍ଥିତି କ୍ରମଶ କୋହଳ ହେବା କାରଣରୁ ସରକାର ପୁନର୍ବାର କିଛି ମାତ୍ରା ରେ ନିୟମ କୁ ଉଠାଇ ଦେଇଥିବା ସୂଚନା ମିଳିଅଛି । ଫଳରେ ସୁ-ଟି-ଙ୍ଗ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *