ଓଲିଉଡ ଜଗତର ଅଭିନେତା Rajesh ଙ୍କ ଘରକୁ ଆସିଲା ଖୁସି ଖବର

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଛୋଟ ବଡ କଳାକାର ରହିଛନ୍ତି । ଓଲିଉଡ ତଥା ସିରିୟଲ ଜଗତର ଲୋକପ୍ରିୟ ହିରୋ “ରାଜେଶ” ଙ୍କ ଘରକୁ ଆସିଲା ଖୁସି ଖବର । “ରାଜେଶ” ଦାଦା ହୋଇଥିବା ଖବର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଜଣାଇଛନ୍ତି ।

“ରାଜେଶ” ଙ୍କର ବଡଭାଇ ତଥା ଭାଉଜଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଅଛି । ଏହି ଖୁସି ଖବର ଟିକୁ ରାଜେସ ତାଙ୍କ ଫ୍ୟାନ୍ସ ମାନଙ୍କ ସହିତ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ସେ ସେଟହଇରେ ଲେଖିଛନ୍ତି ଯେ, ତାଙ୍କ ବଂଶ ର ନୂଆ ପିଢୀ ଆସିଯାଇଛି । ଏହା ଦ୍ଵାରା ସେ ବର୍ତ୍ତମାନ ଦାଦା ହୋଇଛନ୍ତି । ଏହି ଖୁସି ଅବସରରେ “ରାଜେଶ” ବେସ ଖୁସି ଥିବାର ନଜର ଆସିଛନ୍ତି । ତାଙ୍କ ସହିତ ତାଙ୍କ ପରିବାର ଲୋକେ ମଧ୍ୟ ବେସ ଖୁସି ଅଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଜେସ ତାଙ୍କ ପରିବାରର ସବୁଠାରୁ ସାନ ପୁଅ ଅଟନ୍ତି । ତାଙ୍କ ପରିବାର ସଦସ୍ୟ “ରାଜେଶ” ଙ୍କୁ ବହୁତ ଭଲ ପାଇ ଆସୁଥିବା ବେଳେ ବର୍ତ୍ତମାନ ତାଙ୍କ ଠାରୁ ସାନ ଅର୍ଥାତ ତାଙ୍କ ପୁତୁରା ଘରକୁ ଆସି ଯାଇଛନ୍ତି । ଏହା ଫଳରେ “ରାଜେଶ” ଙ୍କର ଗେହ୍ଲା ହେବାର ସମୟ ଗଲା । ଦାଦା ହେବା ଖୁସିରେ କୁନି ପୁଅ କୁ ଧରି “ରାଜେଶ” ଫଟୋ ଉଠାଇଛନ୍ତି ।

ଏହି ଫୋଟୋ ଭି-ଡି-ଓ ନିଜ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଛନ୍ତି । ସେ ନିଜ ପୁତୁରା ଙ୍କୁ ନିଜ କୋଳରେ ଧରି ବେସ ଖୁସି ଥିବାର ନଜର ଆସିଛନ୍ତି । ଅନେକ ଦିନ ପରେ ଘରକୁ କୁନି ଶିଶୁ ର ପ୍ରବେଶ ହେବାରୁ ଘର ଲୋକେ ମଧ୍ୟ ବେସ ଆନନ୍ଦ ରେ ଏହି ମୂହୁର୍ତ୍ତ କୁ ସେଲିବ୍ରେଟ କରୁଥିବା ନଜର ଆସିଛନ୍ତି ।

“ରାଜେଶ” ଘରେ ସବୁଠାରୁ ସାନ ହେବା ସହିତ ସମସ୍ତଙ୍କ କଥା ମାନିବା ସହିତ ସମସ୍ତଙ୍କୁ ସନ୍ନମାନ ମଧ୍ୟ କରନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଘଟଣା ମାନ ଘଟିଥାଏ । ଆପଣଙ୍କର ମନ ପସନ୍ଦ ର ଅଭିନେତା ତଥା ଅଭିନେତ୍ରୀ ମାନଙ୍କ ଜୀବନରେ ଅନେକ ସୁଖ ଦୁଖ ସ୍ଥିତି ଆସିଥାଏ ।

ମାତ୍ର ସେଲିବ୍ରିଟି ଥିବାରୁ ତାଙ୍କର ପ୍ରତିଟି କଥା କୁ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଦର୍ଶାଇ ଦିଆଯାଉଅଛି । ମାତ୍ର ସାଧାରଣ ଜନତା ମାନଙ୍କ ଖୁସି କୁ ସେମାନେ ନିଜ ପରିବାର ମଧ୍ୟରେ ସୀମିତ ରଖିବାକୁ ପ୍ରୟାସ କରୁଛନ୍ତି । ଓଲିଉଡ ରେ ଅନେକ କଳାକାର ମାନ ରହୁଛନ୍ତି । ଆପଣ ମାନେ ନିଜ ନିଜ ପସନ୍ଦ ର କଳାକାର ମାନଙ୍କୁ ଦେଖିବାକୁ ମୁଖ୍ୟତ ଭଲ ପାଇଥାନ୍ତି ।

ସେହି ଅଭିନେତା ତଥା ଅଭିନେତ୍ରୀ ସମ୍ବନ୍ଧୀୟ କୌଣସି ଘଟଣା ଘଟିଲେ ଆପଣ ମାନେ ତାକୁ ତୁରନ୍ତ ଟିଭି ପରଦା ରେ ଅଥବା ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଜାଣିବାକୁ ଇଛା ପ୍ରକାଶ କରିଥାନ୍ତି । ତେବେ ଆପଣ ମାନଙ୍କୁ ଅଭିନେତା ରାଜେଶ କିଭଳି ଲାଗନ୍ତି ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *