ଟେଲିଗ୍ରାମ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ବଡ ଖବର, ସାବଧାନ! ଟଙ୍କା ଲୁଟୁଛନ୍ତି ହ୍ୟାକର୍ସ

ବନ୍ଧୁଗଣ ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି । ଯଦି ହଁ ତେବେ ଆପଣ ସାବଧାନ ରୁହନ୍ତୁ । କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟା-କ-ର୍ଷ । ହ୍ୟା-କ-ର୍ଷ ମାନେ ଆପଣକର ବ୍ଯାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି । ଏମିତି ଚର୍ଚ୍ଚା ଏବେ ଜୋରସୋରରେ ଚଳାଇଛି । ଗତ କିଛି ବର୍ଷ ହେବ ଟୃ ଫ୍ୟାକ୍ଟରୀର ଅର୍ଥଟିଞ୍ଜେସନ ବ୍ଯାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ସହଜ ଉପାୟ ପାଲଟିଛି । ଏହାର ଫାଇଦା ଉଠାଇବା ଆରମ୍ଭ କରିଛନ୍ତି ସାଇବର କୃମିନାଲ ମାନେ ଯାହାର ସୂଚନା ଦେଇଛି ପ୍ରମୁଖ ଶିକୁରୀତି କମ୍ପାନୀ ଇନଟେଲ ଫୋର୍ସ-୧ ।

ସୂଚନା ଅନୁସାରେ କିଛି ସର୍ଭିସ ଆଟ୍ରାକର୍ଷକୁ ୧-ଟାଇମ ପାସୱାର୍ଡ ଇଣ୍ଟରଶେଫ କରିବାରେ ସାହାଜ୍ଯ କରୁଛି । ଇଣ୍ଟରଶେଫ ଆକାଉଣ୍ଟ ଯେତେ ସର୍ଭିସ ଜୁନ ମାସରୁ କରିଛି ତାହା ସବୁ ଟେଲିଗ୍ରାମ ବୋଟରୁ ଯାଇଥାଏ । ଏହା ଦ୍ଵାରା ଗ୍ରାହକ ମାନଙ୍କୁ ଟେଲିଗ୍ରାମ ଚ୍ଯାନେଲରୁ ସପର୍ଟ ମିଳିଥାଏ । ଶିକୁରୀଟି ଚ୍ଯାନେଲରୁ ବୋର୍ଡ୍ସ ଠାରୁ ମଧ୍ୟ ୟୁଜର୍ସକୁ ସପର୍ଟ ମିଳିଥାଏ । ସେମାନେ ଭିକ୍ଟିମଙ୍କ ଆକାଉଣ୍ଟରୁ ହଜାର ହଜାର ଡଲାର ବାହାର କରିବାରେ ସଫଳ ହୋଇଥାନ୍ତି । ଶିକୁରୀଟି କମ୍ପାନୀ ରିପୋର୍ଟ ଅନୁଯାୟୀ ସାଇବର କ୍ରୀମିନାଲ ଭିକ୍ଟିମକୁ ବ୍ଯାଙ୍କ ତରଫରୁ ଫୋନ କରି ଓଟିପି ଟାଇପ କରେଇ ଦେଇଥାନ୍ତି ।

ଏହାକୁ ସେମାନେ କ୍ୟାପଚାର କରି କୋଡକୁ ଅପରେଟ ଯାଏଁ ପହଞ୍ଚାଇ ଦେଇଥାନ୍ତି । ଆଉ କେତେକେ ସାଇବର ଠକ ଅନ୍ୟ ପପୁଲାର ସୋ-ସି-ଆ-ଲ ମି-ଡି-ଆକୁ ଟା-ର୍ଗେ-ଟ କରିଥାନ୍ତି । ଶିକୁରୀଟି କମ୍ପାନୀ ଇନଟେଲ-୪୭୧ କହିଛି ଯେ SMS ରେ ବୋର୍ଡ ୟୁଜ କରିବା ବହୁତ ସହଜ ହୋଇଥାଏ । ସିମ୍ପଲ କମାଣ୍ଡରରୁ ସାଇବର କ୍ରୀମିନାଲ ଅନେକ ମୋର୍ଟ୍ସକୁ ଆକ୍ଟିଭ କରି କୌଣସି ବ୍ଯାଙ୍କ ଅନଲାଇନ ପେ ଗୁଗୁଲ କୁ ମଧ୍ୟ ଟା-ର୍ଗେ-ଟ କରି ପାରନ୍ତି । ଯଦି ଭିକ୍ଟିମ ଫୋନ କଲରେ ବ୍ଯାଙ୍କ ଡିଟେଲ୍ସକୁ ନେଇ ସଠିକ ସୂଚନା ଦେଇଛନ୍ତି । ତେବେ SMS ରେଞ୍ଜେର ଏଫିସିଏନ୍ସି ୮୦% ଯାଏଁ ରହିପାରେ ।

ଏହା ପରେ ସାଇବର ଠକ ଭିକ୍ଟିମକୁ କଲ କରି ସୋସିଆଲ ଇଞ୍ଜିନ ଟ୍ରିକକୁ ୟୁଜ କରି ଭେରୀଫିକେସନ ହାସଲ କରିଥାନ୍ତି । ଏଭଳି ଏକ ବୋଟ SMS ରେ କାମ କରିଥାଏ । ଏହା ୟୁଜର୍ସଙ୍କ ଠାରୁ ବ୍ଯାଙ୍କ ଡିଟେଲ୍ସ ହାସଲ କରି ଭିକ୍ଟିମର ଆକାଉଣ୍ଟ ଖାଲି କରିଦିଏ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଫୋନ କଲରେ ଅନ୍ୟକୁ ବ୍ଯାଙ୍କ ଡିଟେଲ୍ସ କୁହନ୍ତୁ ନାହି । ଦିନକୁ ଦିନ ଦେଶରେ ସାଇବର ଠକେଇ ମାମଲା ବଢିବାରେ ଲାଗିଛି । ନୂଆ ନୂଆ ଉପାୟ ଆପଣେଇ ସାଇବର ଠକ ମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେଣୁ ଆପଣ ମାନେ କିଛି ସତର୍କତା ଆପଣେଇଲେ ଏଥିରୁ ରକ୍ଷା ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *