ସନ୍ତାନ ଭଗବାନଙ୍କ ବହୁତ ବଡ ବରଦାନ ହୋଇଥାନ୍ତି ତାଙ୍କ ମନରେ କାହା ପାଇଁ କୌଣସି ଖରାପ କଥା ଆସିନଥାଏ ସେ ସବୁବେଳେ କିଛି ନୂଆ ଓ ଇନୋଭେଟିବ କରିବା ପାଇଁ ଇଛା କରିଥାନ୍ତି ତେବେ ଛୁଆଙ୍କୁ ଆଜିକା ସମୟରେ ବହୁତ କୀଚଚି ଜଣା ଅଛି । ତେବେ ମା ବାପା କେମିତି ଭଲ ମା ବାପା ହୋଇପାରିବେ ତାହା ବିଷୟରେ ଆଜି ଆମେ କହିବାକୁ ଯାଉଛୁ ।
ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଛୁଆଙ୍କ ମସ୍ତିସ୍କ ବିକାଶ ବହୁତ ଶୀଘ୍ର ହୋଇଥାଏ ଓ ଏହି ବିକାଶ ସାମୀରେ ସେ ବହୁତ କିଛି କରିବା ପାଇଁ ଚେଷ୍ଟା କରନ୍ତି ତାଙ୍କ ମନ ଏତେ ସଫା ହୋଇଥାଏ ଯେ ତାଙ୍କ ପାଖରେ କୌଣସି ପ୍ରକାର ଟେନସନ ନଥାଏ ଓ ସେ ମନ ଖୋଲି କାମ କରନ୍ତି ।

ତେବେ ଛୁଆ ନିଜ କ୍ରିଏଟିବ ଭାବନା ଦ୍ଵାରା ଏମିତି କିଛି କରିଥାନ୍ତି ଯାହା ବଡ ମାନଙ୍କ ପାଇଁ ଅସମ୍ଭବ ଅଟେ । ଛୁଆ ବହୁତ ପ୍ରଶ୍ନ ପଚାରନ୍ତି ଯାହା ଦ୍ଵାରା ମା ବାପା ବହୁତ ଶୀଘ୍ର ରାଗି ଯାଇଥାନ୍ତି ଏହା ପଛରେ କାରଣ ଏହା ହୋଇଥାଏ ଯେ ମା ବାପା ନିଜ ଘର ଓ ବାହାର କାମରେ ଏତେ ବ୍ୟସ୍ତ ରୁହନ୍ତି ଯେ ଛୁଆଙ୍କ ଏହି ପ୍ପ୍ରାଷ୍ଣ ଗୁଡିକ ତାଙ୍କୁ ଇରିଟେଟ କରିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଛୁଆ ପ୍ରଶ୍ନ ପଚାରନ୍ତି ତାଙ୍କ ମାଇଣ୍ଡ ବହୁତ ଶାର୍ପ ହୋଇଥାଏ ଓ ସେ ନିଜ ପ୍ରଶ୍ନ ଉତ୍ତର ନପପାଇବା ଦ୍ଵାରା ଏହି ଅଭ୍ୟସ୍ ଛାଡି ଥାନ୍ତି ଯାହା ତାଙ୍କ ମସ୍ତିସ୍କ ବିକାଶ ପାଇଁ ଉଚିତ ନୁହ ।

ତେବେ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି କେବଳ ମା ବାପା ହେଲେ ହବ ନାହିଁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହବ ନଚେତ ଆପପନ ନିଜ ଛୁଆ ସବୁ ଟ୍ୟାଲେନ୍ଟ ବାହାର କରି ପାରିବେ ନାହିଁ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଛୁଆ ଭଗବାନଙ୍କ ବହୁତ ସୁନ୍ଦର କଳାକୃତି ଅଟନ୍ତି ଛୁଆ କଞ୍ଚା ମାଟି ଅଟନ୍ତି ତାଙ୍କୁ ମା ବାପା ଗଢି ଥାନ୍ତି କିନ୍ତୁ ଆଜିକା ମା ବାପା ନିଜ ଛୁଆକୁ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରୁଛନ୍ତି ଯାହା ଫଳ ସ୍ୱରୂପ ଛୁଆ ନିଜ ଟ୍ୟାଲେନ୍ଟକୁ ଜାଣି ପାରୁ ନାହିଁ ଓ ଏମିତି ଦିଶାରେ ଚାଲୁ ଅଛି ଯାହା ସେ କେବେ ହବାକୁ ଇଛା କରି ନଥିଲା ଓ ନିଜ ଜୀବନରେ ସବୁ ଜାଗାରେ ଅସଫଳ ହୋଇଥାଏ ।

ଯାହା ପରେ ଛୁଆ ଓ ମା ବାପା ଦୁହିଙ୍କୁ ବହୁତ କଷ୍ଟ ହୋଇଥାଏ । ତେବେ ଛୁଆଙ୍କୁ ନିଜ କଳାକୃତି ଦେଖେଇବାକୁ ଟାଇମ ଦିଅନ୍ତୁ ତାଙ୍କ ସହ ଆପଣ ମଧ୍ୟ କିଛି ଭଲ ଶିଖି ପାରିବେ ଓ ନିଜ ଅନୁଯାଇ କାମ କଲେ ଛୁଆ ଡଋ ପାରନ୍ତି ସେଥିପାଇଁ ତାଙ୍କ ସାଙ୍ଗ ହେଇ ରୁହନ୍ତୁ ଦେଖିବେ ଆପଣଙ୍କ ଛୁଆ କିଛି ଭଲ କରିବ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।