ସବୁଠାରୁ କମ ପାଠ ପଢିଥିବା ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ ? ଜାଣିଲେ ବିଶ୍ବାସ ହେବନି

ବନ୍ଧୁଗଣ ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ନେଇ ଆଜିକାଲି ବହୁତ ଚର୍ଚ୍ଚା ହେଉଛି । ଆମ ଦେଶର ୧୫ତମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ । ଏହା ପୂର୍ବରୁ ଭାରତରେ ୧୪ ଜଣ ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଆଜି ଆମେ ଜାଣିବା ଆମ ଦେଶରେ ସବୁଠାରୁ କମ ପାଠ ପଢୁଥିବା ପ୍ରଧାନମନ୍ତ୍ରୀ କିଏ ସବୁ ଥିଲେ ।

୧- ୧୯୪୭ ଅଗଷ୍ଟ ୧୫ରୁ ୧୯୬୪ ମେ ୨୭ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଜବାହାରଲାଲ ନେହେରୁ । ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଗ୍ରାଜ୍ୟୁସନ କରିଛନ୍ତି ।

୨- ଗୁଲାଚାରିଲାଲ ନନ୍ଦ ୧୯୬୪ ଜୁନ ୯ ଯାଏଁ ମାତ୍ର ୧୪ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଏଲାହାବାଦ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଗ୍ରାଜ୍ୟୁସନ କରିଥିଲେ ।

୩- ଲାଲ ବାହାଦୁର ଶାସ୍ତ୍ରୀ ୧୯୬୪ ଜୁନ ୯ରୁ ୧୧ ଜାନୁଆରୀ ୧୯୬୬ ଯାଏଁ ଦେଶରେ ପ୍ରଧାନମନ୍ତ୍ରୀ ଥିଲେ । ସେ ନିଜର ଶିକ୍ଷା କାଶୀବିଦ୍ୟାପୀଠ ବାରାଣାଶୀରେ ଶେଷ କରିଥିଲେ ।

୪- ଇନ୍ଦିରା ଗାନ୍ଧୀ ଆମ ଦେଶରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଅକ୍ଶଫର୍ଡ ବିଦ୍ୟାଳୟରେ ରାଜନୀତି ଓ ଅର୍ଥନୀତିରେ ଡିଗ୍ରୀ କରିଥିଲେ ।

୫- ମୋରାଚି ଦିଶାଇ ୧୯୭୭ ମାର୍ଚ୍ଚ ୨୪ରୁ ୧୯୭୯ ଜୁଲାଇ ୨୮ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ଥିଲେ । ସେ ମୁମ୍ବାଇର ବିଲସାନ କଲେଜ୍ରୁ ରାସାୟନିକ ବିଜ୍ଞାନରେ ଗ୍ରାଜ୍ୟୁସନ ଶେଷ କରିଥିଲେ ।

୬- ଚୌଧୁରୀ ଚରଣ ସିଂ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ଯାଏଁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ଥିଲେ । ସେ ବିଜ୍ଞାନରେ ଗ୍ରାଜ୍ୟୁସନ କରିଥିଲେ ।

୭- ୩୧ ଅକ୍ଟୋବର ୧୯୮୪ ରୁ ଡିସେମ୍ବର ୧୯୮୯ ଯାଏଁ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ ଥିଲେ । ସେ ଏକମାତ୍ର ଅଣ୍ଡର ଗ୍ରାଜ୍ୟୁଏଟ ମନ୍ତ୍ରୀ ଥିଲେ ।

୮- ବିଶ୍ଵନାଥ ପ୍ରତାପ ସିଂ ୧୯୮୯ ଡିସେମ୍ବର ୨ରୁ ୧୯୯୦ ଡିସେମ୍ବର ୧୦ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ଥିଲେ । ସେ ଆଲାହାବାଦ ଓ ପୁନେ ବିଶ୍ଵବିଦ୍ୟାଳରେ ଶିକ୍ଷା ସମାପ୍ତ କରିଥିଲେ ।

୯- ଚନ୍ଦ୍ରଶେଖର ୧୦ ନଭେମ୍ବରରୁ ୨୧ ଜୁନ ୧୯୯୧ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ଥିଲେ । ସେ ଆଲାହାବାଦ ବିଶ୍ଵ ବିଦ୍ୟାଳୟରେ ଗ୍ରାଜ୍ୟୁସନ କରିଥିଲେ ।

୧୦- ନରସିଂହ ରାଉତ ୧୯୯୧ ଜୁନ ୨୧ରୁ ୧୯୯୬ ମେ ୧୬ ଯାଏଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ସେ ହାଇଦ୍ରାବାଦ, ନାଗପୁର, ମୁମ୍ବାଇ ବିଶ୍ଵବିଦ୍ୟାଳୟରେ ଗ୍ରାଜ୍ୟୁସନ ଶେଷ କରିଥିଲେ ।

୧୧- ଅଟଳବିହାରୀ ବାଜପେୟୀ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଲକ୍ଷ୍ମୀବାଈ ଓ କାନପୁର କଲେଜରେ ଗ୍ରାଜ୍ୟୁସନ କରିଥିଲେ ।

୧୨- ଏସି ଦେବଗୁଡା ୧୯୯୬ ଜୁନ ୧ରୁ ୧୯୯୭ ଏପ୍ରିଲ ୨୧ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ଥିଲେ । ସେ ଇଞ୍ଜିନିୟରିଙ୍ଗ କରିଥିଲେ ।

୧୩- ଇନ୍ଦୁକୁମାର ଗୁଜୁରାଲ ୨୧ ଏପ୍ରିଲରୁ ୧୯୯୮ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ଥିଲେ । ସେ ଡିଏଭି କଲେଜରେ ଶିକ୍ଷା ଶେଷ କରିଥିଲେ ।

୧୪- ଡାକ୍ତର ମନମୋହନ ସିଂ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ସେ ଅଧିକ ଶିକ୍ଷା ଗ୍ରହଣ କରିଥିବା କୁହାଯାଏ ।

୧୫- ନରେନ୍ଦ୍ର ମୋଦୀ ୨୬ ମେ ୨୦୧୪ରୁ ବର୍ତ୍ତମାନ ଯାଏଁ ପ୍ରଧାନମନ୍ତ୍ରୀ ଅଛନ୍ତି । ସେ ରାଜନୀତିରେ ଡିଗ୍ରୀ ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣଙ୍କର ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *