ସବୁଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଏହି ଦୁଇଟି ଶବ୍ଦ କହିଲେ ୭ ଜନ୍ମର ଗରିବୀ ହୋଇଥାଏ ଦୂର- Jyotisha Shastra

ଆଜି ଆମେ ଆଲୋଚନା କରିବା ଏମିତି କିଛି ପ୍ରାଚୀନ ମନ୍ତ୍ର ବିଷୟରେ ଯାହାକୁ ଉଚାରଣ କରିବା ଦ୍ଵାରା ଆମ ଜୀବନରେ ତାର ବହୁତ ଗଭୀର ଭାବରେ ପ୍ରଭାବ ପଡିଥାଏ । ଯେଉଁଥିରେ ଆମ ଜୀବନରେ ସୁଖ ସମୃଦ୍ଧି ଆଉ ଶାନ୍ତି ଆସିଥାଏ । ପ୍ରାଚୀନ ମୁନି ଋଷିମାନେ ସକାଳୁ ଉଠିଲା ପରେ ସ୍ନାନ କରିବା ସମୟରେ ଭୋଜନ କରିବା ସମୟରେ, ବିଶ୍ରାମ କରିବା ସମୟରେ ଇତ୍ୟାଦି ବା ସବୁ କ୍ରିୟା କଳାପ ସମୟରେ ଉଚାରଣ କରୁଥିବା ସବୁ ମନ୍ତ୍ର ବିଷୟରେ କହିଛନ୍ତି । ଶେଥି ପାଇଁ ଆଜି ଆମେ ଜାଣିବା ଏହି ସବୁ ମହତ୍ଵ ପୂର୍ଣ ମନ୍ତ୍ର ବିଷୟରେ । ଯାହା ଆପଣଙ୍କ ଜୀବନକୁ ବଦଳାଇ ପାରୀବ ଆଉ ଜୀବନରୁ ଦୁଃଖ ଦରିଦ୍ରତା ନିରାଶା ଦୂର କରିପାରିବେ ।

କାରଣ ଏହି ମନ୍ତ୍ରରେ ସେତିକି ଶକ୍ତି ଥାଏ ତାର ସକାରାତ୍ମକ ଊର୍ଜା ଦ୍ଵାରା ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ୟାର, ନକରାତ୍ମକତା ଆଉ ଖରାପ ନଜର ସବୁ କିଛି ସମାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ଆମକୁ କେଉଁ ମନ୍ତ୍ରର ଉଚାରଣ କରିବାର ଆବଶ୍ୟକତା ରହିଛି । ସର୍ବ ପ୍ରଥମେ ସକାଳୁ ଉଠିଲାପରେ ନିଜ ହାତକୁ ଯୋଡି ଏହି ମନ୍ତ୍ରର ଉଚରଣ କରିବା ଦରକାର ହୋଇଥାଏ । ମନ୍ତ୍ରଟି ହେଉଛି :- କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ । କରମୂଳେ ତୁ ଗୋବିନ୍ଦ,ପ୍ରଭାତେ କର ଦର୍ଶନମ ।

ଏମିତି କରିବାର ଦ୍ଵାରା ଦିନର ଆରମ୍ଭ ବହୁତ ଭଲ ହୋଇଥାଏ । ତେବେ ସକାଳୁ ଉଠିଲା ପରେ ଏହି ମନ୍ତ୍ରର ଜପ ଅବଶ୍ୟ କରନ୍ତୁ । ଅନ୍ୟ ମନ୍ତ୍ରଟି ହେଉଛି :- ତ୍ଵମେବ ମାତା ଚ ପିତା ତ୍ଵମେବ, ତ୍ଵମେବ ବନ୍ଧୁଶ୍ଚ ସଖା ତ୍ଵମେବ , ତ୍ଵମେବ ବିଦ୍ୟା ଦ୍ରବୀଣମ ତ୍ଵମେବ, ତ୍ଵମେବ ସର୍ବମ ମମ ଦେବ ଦେବ । ଏହି ମନ୍ତ୍ର ଜପ କରିବା ଅତ୍ଯନ୍ତ ଭଲ ହୋଇଥାଏ ଏହାର ମାନେ ଅଟେ – ହେ ଇଶ୍ଵର ଆପଣ ମୋ ମାତା ଆପଣ ମଧ୍ୟ ମୋର ପିତା, ଆପଣ ମୋର ଭାଇ ଭାଉଣୀ ଓ ମୋର ମିତ୍ରା ମଧ୍ୟ ଆପଣ, ଆପଣ ବିଦ୍ୟା ଆପଣ ମଧ୍ୟ ଧନ, ହେ ଇଶ୍ଵର ହେ ଦେବୋକି ଦେବ ଆପଣ ହିଁ ଆମର ସବୁକିଛି ଅଟନ୍ତି ।

ଆଉ ଗୋଟେ ମନ୍ତ୍ର ହେଉଛି :- ସର୍ବେ ଭବନ୍ତୁ ସୁଖିନ, ସର୍ବେ ଶନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିଦ ଦୁଃଖ ଭାଗ ଭବେତ । ଏହି ଶ୍ଳୋକ ଦ୍ଵାରା ସୃଷ୍ଟିର କର୍ତା ଧର୍ତା ସର୍ବ ଶକ୍ତିମାନ ଇଶ୍ଵରଙ୍କୁ ପ୍ରାର୍ଥନା କରୁଛି ହେ ଇଶ୍ଵର ଆପଣଙ୍କ ସୃଷ୍ଟିର ପ୍ରତେକ ପ୍ରାଣୀ ସୁଖୀ ରୁହନ୍ତୁ । ସମସ୍ତେ ରୋଗ ମୁକ୍ତ ରୁହନ୍ତୁ । ସମସ୍ତଙ୍କ କଲ୍ଯାଣ ହେଉ ଓ କେହିବି ପ୍ରାଣୀ ଦୁଖୀ ରୁହନ୍ତୁ ନହିଁ । ଏହି ଶ୍ଳୋକରେ ସମସ୍ତଙ୍କୁ ପ୍ରସନ୍ନ ରଖିବା ପାଇଁ କେତେ ସକାରାତ୍ମକ ପୂର୍ଣ କଥା କୁହାଯାଇଛି ।

ଏହି ମନ୍ତ୍ର ହେଉଛି ସୂର୍ଯ୍ୟ ଦେବଙ୍କ ପାଇଁ :- ଓଂ ଐହି ସୂର୍ଯ୍ୟ ସହତ୍ରାନ୍ସୋ , ତେଜୋରାଶେ ଜଗତପତେ, ଅନୁକମ୍ପୟେ ମାମ ଭକ୍ତ୍ଯା ଗୃହାଣାର୍ଘ୍ୟ ଦିବାକରମ । ସୂର୍ଯ୍ୟ ଦେବଙ୍କ ଆଭାର ପ୍ରକଟ କରି କହିବେ । ଏହି ମନ୍ତ୍ରର ମାନେ ହେଉଛି, ହେ ହଜାର ରଶ୍ମୀରେ ଆଲୋକିତ କରୁଥିବା ଜଗତର ସ୍ଵାମୀ ସୂର୍ଯ୍ୟ, ମୋ ଉପରେ କୃପା ଦ୍ରୁଷ୍ଟି ରଖିଥାଏ, ମୋ ଦ୍ଵାରା ଶ୍ରଦ୍ଧା ପୂର୍ବକ ଅର୍ପଣ କରାଯାଇଥିବା ଏହି ଜଳକୁ ଗ୍ରହଣ କରନ୍ତୁ । ଏହି ମନ୍ତ୍ର ଜପ କରି ପୂଜା ଆରାଧନା କରିବା ଦ୍ଵାରା ଜୀବନରୁ ଦୁଃଖ କ୍ଲେଶ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *