ସବ୍ୟ ଓ ଅର୍ଚ୍ଚିତାଙ୍କ ରିସେପ୍ସନ ପାର୍ଟି, ଦେଖନ୍ତୁ ଅନୁଭବ ଏବଂ ବର୍ଷାଙ୍କ ସମେତ ଯୋଗ ଦେଲେ ଏହି ସବୁ ବଡ Ollywood କଳାକାର

ଦର୍ଶକବନ୍ଧୁ ପ୍ରାଏ ସମସ୍ତେ ଓଡିଆ ସିନେମାକୁ ବେସ ଭଲପାନ୍ତି । ଏହାଛଡା ସମସ୍ତଙ୍କର ପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ । ବନ୍ଧୁଗଣ କେତେକ ଅଭିନେତ୍ରୀ ଏବଂ ଅଭିନେତା ଙ୍କ ଯୋଡି ଅଛି ଯାହାକି ଅନ୍ୟକୁ ବେସ ପ୍ରଭାବିତ କରିଥାନ୍ତି । ସେହି ଦୁହି ଜଣଙ୍କୁ ଏକାଠି ଦେଖିବାକୁ ଦର୍ଶକେ ବହୁତ ଭଲପାନ୍ତି । ବନ୍ଧୁଗଣ ସେମିତି ଏକ ଯୋଡି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆଜ୍ଞା ବନ୍ଧୁଗଣ ଯୋଡିଟି ହେଉଛି,- ସବ୍ୟସାଚୀ ଏବଂ ଅର୍ଚ୍ଚିତା, ବନ୍ଧୁଗଣ ଏହି ଦୁହିଜଣ ଙ୍କୁ ଦର୍ଶକେ ବେଶ ବହୁତ ପସନ୍ଦ କରିଛନ୍ତି ।

ଉଭୟ ସିନେମା ଜଗତରେ ବେସ ପ୍ରସିଦ୍ଧ କଳାକାର ଅଟନ୍ତି । ଦୁହିଜଣ ନୂତନ କରି ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ଦୁହିଜଣଙ୍କ ମଧ୍ୟରେ “ମୁଁ ସପନର ସଉଦାଗର” ଚଳଚ୍ଚିତ୍ର ଜରିଆରେ ବନ୍ଧୁତା ସ୍ଥାପିତ ହେଲା କ୍ରମଶ ବନ୍ଧୁତା ପ୍ରେମରେ ପରିଣତ ହେଲା ଦୁହିଜଣ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ନିକଟରେ ରାଜସ୍ଥାନ ର ଏକ ବିଶାଳ ପ୍ୟାଲେସ ରେ ଦୁହିଜଣଙ୍କର ବିବାହ ସମ୍ପନ୍ନ ହୋଇ ସାରିଛି । ବନ୍ଧୁଗଣ ଗତ ବର୍ଷ କୋରନା ଭଳି ମହାମାରି ଆସି ଦ୍ଵାରସ୍ଥ ହେବାରୁ ଦୁହିଜଣ ଗତ ବର୍ଷ ବିବାହ କରି ପାରିଲେ ନାହିଁ ବୋଲି କହିଲେ ।

ମାତ୍ର ଚ୍ଚଳିତ ବର୍ଷ ସ୍ଥିତି ଟିକିଏ ମାତ୍ରା ରେ କମିବାରୁ ଦୁହି ଜଣ ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ କୋରନା ଅଧିକ ମାତ୍ରାରେ ମାନବ ସମାଜର କ୍ଷୟ କ୍ଷତି କରିଥିବାରୁ ବର୍ତ୍ତମାନ ସରକାର ନିୟମକୁ କଡାକଡି କରିଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦୁହିଜଣ ଓଡିଶା ବାହାରେ ବିବାହ କରିଲେ ଏବଂ ବର୍ତ୍ତମାନ ସେ ଓଡିଶାରେ ରିସେପ୍ସନ ପାର୍ଟି ଦେଇଛନ୍ତି । ତାଙ୍କ ପାର୍ଟି ରେ ବହୁତ ନାମୀ ଦାମୀ କଳାକାର ଉପସ୍ଥିତ ଥିଲେ । ବନ୍ଧୁଗଣ ଓଲିଉଡର କେଉଁ କେଉଁ କଳାକାର ଉପସ୍ଥିତ ଥିଲେ ଆସନ୍ତୁ ଜାଣିବା । ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ କେତେକ ଫ୍ୟାନ ମଧ୍ୟ ପାର୍ଟି ରେ ଉପସ୍ଥିତ ଥିଲେ । ପାର୍ଟି ରେ ଜିନା ତାଙ୍କ ସ୍ଵାମୀ ସାଙ୍ଗେ ଆସିଥିଲେ ।

ଏବଂ ବନ୍ଧୁଗଣ ପ୍ରସିଦ୍ଧ କଳାକାର ଅନୁଭବ ଏବଂ ବର୍ଷାଙ୍କୁ କିଏବା ନ ଜାଣେ । ବନ୍ଧୁଗଣ ଉଭୟ ମଧ୍ୟ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ରିସେପ୍ସନ ପାର୍ଟି ରେ ଯୋଗ ଦେଇଥିଲେ । ଦର୍ଶକବନ୍ଧୁ ପ୍ରାଏ ତ ସମସ୍ତେ ଜାଣିଛନ୍ତି ଯେ ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟରେ ବହୁତ ବିବାଦ ଉପୁଜିଛି ଏହା ସତ୍ବେ ଉଭୟ ସବୁ କୁ ଭୁଲିଯାଇ ପାର୍ଟି ରେ ଯୋଗଦାନ କରିଛନ୍ତି । ଏମାନଙ୍କ ସହିତ ଅନ୍ୟ କଳାକାର, ତଥା ସଙ୍ଗୀତଜ୍ଞ ମଧ୍ୟ ଯୋଗଦେଇଥିଲେ । ପାର୍ଟି ରେ ଘର ଲୋକଙ୍କ ସମେତ ଇଣ୍ଡଷ୍ଟ୍ରୀ ର କଳାକାର ଏବଂ ଉଭୟଙ୍କ ଫ୍ୟାନ୍ସ ମାନେ ବହୁତ ଆନନ୍ଦ ଥିଲେ । ଦର୍ଶକ ମାନେ ଉଭୟଙ୍କୁ ପୁନ୍ନର୍ବାର ଏକାଠି ଚଳଚ୍ଚିତ୍ରରେ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି । ଏହା ସହିତ ସମସ୍ତ ଓଡିଶା ବାସୀ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

ବନ୍ଧୁଗଣ କୋରନା ସମୟରେ ସବ୍ୟ ଦେବଦୂତ୍ତ ସାଜି ଓଡିଶା ବାହାରେ ରହିଥିବା ଲୋକଙ୍କୁ ଫେରାଇ ଆଣିବାରେ ବହୁତ ସାହାଯ୍ୟ କରିଛନ୍ତି । ଏହା ବ୍ଯତୀତ ସବ୍ୟ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ସେ ଦୁଖୀ ଦରିଦ୍ର ମାନଙ୍କୁ ସାହାଜ୍ଯ କରି ମାନବିକତାର ପରିଚୟ ଦେଇଛନ୍ତି । ବର୍ତ୍ତମାନ ଅର୍ଚ୍ଚିତା ମଧ୍ୟ ଏହି ମହତ କାର୍ଯ୍ୟ ରେ ଜଡିତ ହେବେ ବୋଲି ମିଡିଆ ଆଗରେ ପ୍ରକାଶ କରିଛନ୍ତି । ଶେଷରେ ଆମେ ପ୍ରାର୍ଥନା କରୁଛୁ ଯେ ଦୁହିଜଣଙ୍କ ବୈବାହିକ ଜୀବନ ଆନନ୍ଦମୟ ହେଉ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *