ସବ୍ୟସାଚୀ ଏବଂ ଅର୍ଚିତା ଙ୍କ ଲେଡି ଫୋର୍ସ, ଏହି Videoରେ ସେମାନଙ୍କ କାମ ଦେଖି ଆପଣବି କରିବେ ସାଲ୍ୟୁଟ

ବନ୍ଧୁଗଣ, ଆପଣ ସମସ୍ତେ ଭଲ ଭାବରେ ଅବଗତ ଯେ ଗତବର୍ଷ ଠାରୁ କୋରୋନ ଚଳିତ ବର୍ଷ ତୁମୁଳ ତାଣ୍ଡବ ଭିଆଇଛି । ଏହି ସଂକ୍ରମଣ ଦିଆକୁ ଦିନ ବଢିବାରେ ଲାଗିଛି । ବନ୍ଧୁଗଣ ବର୍ତ୍ତମାନ ର ସ୍ଥିତି କୁ ନଜରରେ ରଖି ସରକାର ଲକଡାଉନ ତଥା ସଟ ଡାଉନ ନିୟମ ଲାଗୁ କରିଛନ୍ତି । ବନ୍ଧୁଗଣ ଏହି ପରିସ୍ଥିତି ରେ କୋଭିଡ ପେସେଣ୍ଟ ମାନେ ନାନା ପ୍ରକାରର ସମସ୍ୟା ର ସମୁଖୀନ ହେଉଛନ୍ତି ।

ବିଶେଷ କରି କୋଭିଡ ପେସେଣ୍ଟ ମାନେ ଖାଇବାକୁ ହଇରାଣ ହେଉଛନ୍ତି । ବନ୍ଧୁଗଣ ଏ ସବୁ ପରିସ୍ଥିତି ରେ ସମାଜ ସେବି ତଥା ଓଡିଆ କଳାକାର ସବ୍ୟସାଚୀ ନିଜ ଧର୍ମ ପତ୍ନୀ ଅର୍ଚିତା ଙ୍କ ସହିତ ମିଶି କିଛି ଝିଅ ମାନଙ୍କ ସହିତ ମିଶି କୋଭିଡ ପେସେଣ୍ଟ ମାନଙ୍କ ନିମନ୍ତେ ଖାଇବାକୁ ପ୍ରସ୍ତୁତ କରି ଘରେ ଘରେ ଖାଇବାକୁ ବଣ୍ଟନ କରିଛନ୍ତି । ବନ୍ଧୁଗଣ ଏହି ମହାନ କାର୍ଯ୍ୟ ର ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆସନ୍ତୁ ଜାଣିବା ।

ବନ୍ଧୁଗଣ, ସ୍ମାଇଲ ପ୍ଳିଜ ର ସ୍ମାଇଲ ଫୋର୍ସ ଭଲେନ୍ଟର ହିସାବରେ କିଛି ଝିଅ ମାନେ ଏହି କୋଭିଡ ପେସେଣ୍ଟ ମାନଙ୍କ ଘରେ ଘରେ ଯାଇ ଖାଦ୍ୟ ବଣ୍ଟନ କରିଥିଲେ । ମୁଖ୍ୟତ ରଜରେ ସମସ୍ତେ ଘରେ ରହି ପବିତ୍ର ରଜପର୍ବ ର ଆନନ୍ଦ ଉଠାଉଥିବା ସମୟରେ ଏହି ସାହସୀ ଝିଅମାନେ ମହାମାରୀ ସମୟରେ ଘରେ ଘରେ ବୁଲି କୋଭିଡ ପେସେଣ୍ଟ ମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ।

ବନ୍ଧୁଗଣ ଧନୀ ହେଉ କିଅବା ଗରିବ କୋଭିଡ ସଂକ୍ରମଣ ହେଲେ ଖାଦ୍ୟ ବନାଇବା ତଥା ଖାଇବା ସମସ୍ୟା ହୋଇଥାଏ । କିଏ ଖାଦ୍ୟ ବନାଇବ ? ଆମ୍ଭ ପାଇଁ କିଏ ଖାଦ୍ୟ ନେଇକି ଆସିବ ? ଏଭଳି ନାନା ପ୍ରକାର ପ୍ରଶ୍ନ କୋଭିଡ ପେସେଣ୍ଟ ଙ୍କ ମନରେ ଉଙ୍କି ମାରିଥାଏ । ବନ୍ଧୁଗଣ ଏଭଳି ପରିସ୍ଥିତିରେ ସ୍ମାଇଲ ପ୍ଳିଜ ଭଲେଣ୍ଟିୟର୍ସ ମାନେ ଖାଦ୍ୟ ପ୍ରସ୍ତୁତ କରି କୋଭିଡ ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ବାସ ଗୃହରେ ଯାଇ ଖାଦ୍ୟ ଦେଇ ଆସିଛନ୍ତି ।

ବନ୍ଧୁଗଣ ଏହି ସାହାସୀ ଝିଅ ମାନେ କହିଛନ୍ତି ଯେ ଆମ୍ଭର ପ୍ରୟାସ କେହି ଅନାହାରରେ ଜୀବନ ତ୍ୟାଗ କରନ୍ତୁ ନାହିଁ । ବନ୍ଧୁଗଣ ଅର୍ଚିତା ଏବଂ ସବ୍ୟସାଚୀ ଙ୍କ ଜରିଆରେ ରଜ ପର୍ବରେ ହୋମଆଈସୁଲେସନ ରେ ରହିଥିବା ରୋଗୀ ମାନଙ୍କ ନିମନ୍ତେ ସରପ୍ରାଇଜର ମଧ୍ୟ ଯୋଜନା କରାଯାଇଥିଲା ।

ବନ୍ଧୁଗଣ ସ୍ମାଇଲ ପ୍ଳିଜ ର ରେଗୁଲାର ଖାଦ୍ୟ ସହିତ ନିମାପଡା ସୁଇଟ୍ସ ର ପୋଡପିଠା ତଥା ଆରିସା ପିଠା ସହିତ ମେଫାୟାର ରଜପାନ କୋଭିଡ ପେସେଣ୍ଟ ମାନଙ୍କୁ ଦିଆଯାଇଥିଲା । ବନ୍ଧୁଗଣ ଭଲେଣ୍ଟିୟର ଝିଅମାନେ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଆମ୍ଭ ଦ୍ଵାରା ଯେତେ ହୋଇପାରିବ ସାହାର୍ଯ୍ୟ ଆମ୍ଭେ କରିବାକୁ ପ୍ରସ୍ତୁତ ଅଛୁ ।

ଆମ୍ଭକୁ ଯିଏ କଣ୍ଟାକ୍ଟ କରୁଛନ୍ତି ଆମ୍ଭେ ତାଙ୍କ ନିକଟରେ ତୁରନ୍ତ ପହଞ୍ଚି ତାଙ୍କୁ ସାହାର୍ଯ୍ୟ କରୁଅଛୁ । ଶେଷରେ ସବ୍ୟସାଚୀ ଏବଂ ଅର୍ଚିତା ଏହି ମହାନ କାର୍ଯ୍ୟ କୁ ନିଜ ପାରୁ ପର୍ଯ୍ୟନ୍ତ ଆଗକୁ ନେଇଯିବେ ବୋଲି କହିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ସବ୍ୟ ଓ ଅର୍ଚ୍ଚିତାଙ୍କ ଏହି ମହାନ କାମ ପାଇଁ ଆପଣଙ୍କ କଣ ଭାବୁଛନ୍ତି କମେଣ୍ଟ କରି କୁହନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *