ସୈଫଙ୍କୁ ପଚରା ଯାଇଥିଲା ଶୋଇବା ପୂର୍ବରୁ କରିନା କଣ କରନ୍ତି ଶେଷ କାମ, ସୈଫଙ୍କ ଜବାବ ଶୁଣି ଲାଜରେ ଲାଲ ହୋଇଗଲେ ବେବୋ

ବଲ୍ଲୀଉଡ ର ଇତିହାସରେ ବହୁତ ଭଲ ଭଲ ଯୋଡି ଦେଖିବାକୁ ମିଳିଛି, ସେମାନେ ଖାଲି ସ୍କ୍ରୀନ ରେ ଭଲ କରି ନାହାନ୍ତି ଅସଲ ଜୀବନରେ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ଜଣେ ଆଉ ଜଣଙ୍କର ସାଥ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କରିନା କପୁର ଖାନ ଓ ସୈଫଲି ଖାନ ଙ୍କ ଯୋଡି । ଯେବେଠୁ ଦୁଇଜଣ ସାଥିରେ ଅଛନ୍ତି ,ସେବେଠୁ ଫ୍ୟାନ ମାନଙ୍କ ପାଇଁ ବହୁତ ସ୍ପେଶଲ ହୋଇଛନ୍ତି । ସେଥିପାଇଁ ସମସ୍ତେ ସବୁକିଛି ତାଙ୍କ ବିଷୟରେ ଜାଣିବାକୁ ଚହୁଁଛନ୍ତି । ଏମିତିକି ତାଙ୍କ ପୁଅ ତାଇମୁର ପ୍ରତ୍ୟକ ଦିନ ମିଡିଆରେ ଛାଇ ରହୁଛନ୍ତି ।

Image Courtesy: Google

ସୈଫ ଓ କରିନାାଙ୍କ ଗୋଟେ ପୁରୁଣା ଭିଡିଓ ଭାଇରାଲ ହେଉଛି, ସେଥିରେ ଦୁଇଜଣ କୌଣସି ଫିଲ୍ମ ପ୍ରମୋଶନ ର ଇନ୍ଟରଭିଉ ଦେଉଛନ୍ତି, ସେଥିରେ ସୈଫ ଓ କରିନା ଦୁଇଜଣ ଦୁଇଜନଙ୍କ କଥା କହୁଛନ୍ତି । ଏହି ସମୟରେ ସୈଫ ଙ୍କୁ ପଚରାଯାଇଥିଲା କି ଶୋଇବା ପୂର୍ବରୁ ଶେଷ କାମ କଣ କରନ୍ତି ବେବୋ ?

Image Courtesy: Google

ଏହା ର ଜବାବରେ ସୈଫ ଟିକେ ଭାବିଥିଲେ ଓ ପୁଣି କରିନାକୁ ଇସାରା କରି କହିଥିଲେ, ଶୋଇବା ପୂର୍ବରୁ ସେ ଟିଭି ଦେଖନ୍ତି, ଜଲ୍ଦି ଚାଲାକିରେ ହସିକି କହିଲେ, ଶୋଇବା ପୂର୍ବରୁ ଶେଷ କାମ କଣ କରନ୍ତି, ଏହା ମୁ ଆପଣଙ୍କୁ କହିପାରିବିନି । ସୈଫ ର ଜବାବ ଶୁଣି ଦର୍ଶକ ହସି ଉଠିଲେ । ସେଇଠି ଏହି କଥା ଶୁଣି ସବୁଠୁ ଭଲ ପ୍ରତିକ୍ରିୟା ଦେଇଥିଲେ କରିନା, ସେ ଲାଜେଇ ଯାଇ ହସିଥିଲେ । ଭିଡିଓରେ ଆପଣ ଦେଖିପାରିବେ, ଏହି ସମୟରେ କରିନା ଲାଜରେ ଲାଲ ଦେଖା ଯାଉଥିଲେ।

Image Courtesy: Google

ସୈଫ ଓ କରିନା ଦୀର୍ଘ ୧୨-୧୩ ବର୍ଷା ହେବ ସାଥିରେ ଅଛନ୍ତି । ଆରମ୍ଭରୁ କିଛି ସମୟ ଡେଟିଙ୍ଗ ପରେ ଦୁଇଜଣ ୨୦୧୨ ରେ ବିବାହ କରିଥିଲେ । ଏବେ ସୈଫ ,କରିନା ଓ ତଇମୁର ସହିତ ବହୁତ ସମୟ ବିତାଉଛନ୍ତି । ଲକ ଡାଉନର ଢିଲା ହେବ ଦ୍ଵାରା ଦୁଇଜଣ ତଇମୁର ସହିତ ମୁମ୍ବାଇ ର ମରିନ ଡ୍ରାଇବ ରେ ବୁଲିବାକୁ ଯାଇଛନ୍ତି । ସେମାନେ ଏକ ବହୁତ ଖୁସି ପାରିବାରିକ ଜୀବନ ବିତାଉଛନ୍ତି ।

 

View this post on Instagram

 

Saif : i can’t tell you the last thing she does before going to bed ????❤????

A post shared by Kareena Kapoor Khan FC (@kareenakapoorteam) on

Leave a Reply

Your email address will not be published. Required fields are marked *