ସକାଳୁ ଉଠି ବାସୀ ମୁହଁରେ ଓ ଖାଲି ପେଟରେ ପାଣି ପିଇବାର ଫାଇଦା ଜାଣି Doctor ବି ଆଶ୍ଚର୍ଯ୍ୟ (Health Tips)

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଶରୀର ୭୨ ପ୍ରତିଶତ ପାଇ ରେ ରହିଥାଏ । ଏଥିପାଇଁ ଆମ ଶରୀରରେ ପାଣି ର ଆବଶ୍ୟକତା ବହୁତ ଜରୁରୀ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସକାଳୁ ବାସୀ ମୁହଁ ରେ ପାଣି ପିଇବା ଦ୍ଵାରା ମୁହଁ ରେ ଥିବା ଲାଳ ତାହା ପେଟକୁ ଯାଇ କେତେ ରୋଗରୁ ବଞ୍ଚାଇ ଥାଏ । ପାଟି ରେ ଥିବା ଲାଳ ଏମିତି ଏକ ତରଳ ପଦାର୍ଥ ଯାହା ଆଣ୍ଟି ସପଟିକ ପରି କାମ କରିଥାଏ । ଆଉ ଆମକୁ ଅନେକ ରୋଗରୁ ବଞ୍ଚାଇ ଥାଏ ।

ବାସି ମୁହଁ ରେ ପାଣି ପିଇବା ଦ୍ଵାରା କେଉଁ ରୋଗ ଦୂର ହୋଇଥାଏ ସେହି ବିଷରେ ଆଜି ଆମେ ଆପଣଙ୍କୁ କହିବୁ । ୧- ସକାଳୁ ବାସି ମୁହଁ ରେ ପାଣି ପିଇବା ଦ୍ଵାରା ତ୍ଵଚା ର ସମସ୍ୟା କୁ ଦୂର କରିଥାଏ । ଏହା  ସହ ବାସୀ ମୁହଁ ରେ ଦୁଇ ଗ୍ଳାସ ପାଣି ପିଇବା ଦ୍ଵାରା ଶରୀରର ପ୍ରତେକ ଟି ଅଙ୍ଗ ଅଧିକ ଆକ୍ଟିଭ ହୋଇଥାନ୍ତି । ଆଉ ଚେହେରା ରେ ଗ୍ଲୋ ଆସିଥାଏ ।

୨- ବାସୀ ମୁହଁ ରେ ପାଣି ପିଇବା ଦ୍ଵାରା ଶରୀରରେ ଥିବା ସବୁ ମଇଳା ସଫା ହୋଇଥାଏ । ଆଉ ଆମ ଶରୀର ସୁସ୍ଥ ରହିଥାଏ ।

୩- ଖାଲି ପେଟରେ ସକାଳୁ ପଣି ସେବନ କରିବା ଦ୍ଵାରା ଆମ ଶରୀରର ପାଚନ ଶକ୍ତି ବହଡିଥାଏ । ଯେଉଁ କାରଣରୁ ବ୍ଲଡ଼ ଅଧିକ ମାତ୍ରା ରେ ତିଆରି ହୋଇଥାଏ ।

୪- ସକାଳୁ ଖାଲି ପେଟରେ ପାଣି ସେବନ କରିବା ଦ୍ଵାରା ପେଟ ଜନିତ ସମସ୍ଯା ଦର ହୋଇଥାଏ । ଯଦି କାହାକୁ ପେଟ ଯନ୍ତ୍ରଣା ହେଉଥାଏ ତେବେ ସକାଳୁ ଗୋଟେ ଗ୍ଳାସ ପାଣି ସେବନ କରନ୍ତୁ ।

୫- ଶୋଇବା ପୂର୍ବରୁ ପାଣି ସେବନ କରିବା ଦ୍ଵାରା ହାର୍ଟ ସମସ୍ଯା ଦୂର ହୋଇଯାଏ । ଶୋଇବା ପୂର୍ବରୁ ପାଣି ସେବନ କରିଲେ ହାର୍ଟ ନରମାଲ ରହିବା ସହ ହାର୍ଟ ଆଟାକ ର ସମ୍ଭାବନା ରୁହେ ନାହି ।

୬- ଗାଧୋଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ସେବନ କରିଲେ ଏଥି ଦ୍ଵାରା ହାଇ ବ୍ଲଡ଼ ପ୍ରେସର କମ ରହିଥାଏ ।

୮- ଖାଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ସେବନ କରିଲେ ପେଟ ଠିକ ରହିବା ସହ ଅଧିକ ଖାଇ ହେବ ନାହି । ଯାହା ଦ୍ଵାରା ମୋଟାପା ସମସ୍ଯା ଦେଖାଯିବା ନାହି ।

୯- ଯଦି ଆପଣ କିଛି ବି କାର୍ଯ୍ୟ କୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ଗୋଟେ ଗ୍ଳାସ ପାଣି ସେବନ କରନ୍ତୁ । ଏହା ଦ୍ଵାରା ଆପଣ ଚିନ୍ତା ମୁକ୍ତ ରହିବେ । ଯଦି ଆପଣ ପାଣି ପୀବର ନିୟମକୁ ସୁଧାରିବ ତେବେ ନିଶ୍ଚୟ ଶରୀର ସୁସ୍ଥ ରହିବ । ଶରୀର ରେ ଥିବା ଅନେକ ପ୍ରକାରର ରୋଗ ର ନାସ ହେବ ଖାଲି ପେଟରେ ପାଣି ସେବନ ଦ୍ଵାରା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *