କେବଳ ସଲମାନ ହିଁ ନୁହଁନ୍ତି, ବଲୀଉଡ ର ଏହି ୮ଟି କଳକାର ମଧ୍ୟ କରି ନାହାନ୍ତି ବିବାହ – ବଢି ଚାଲିଛି ବୟସ

ଫିଲ୍ମରେ ଆମ ପସନ୍ଦ ଅଭିନେତା ବା ଅଭିନେତ୍ରୀଙ୍କୁ ଏକସନ ଠାରୁ ରୋମାନ୍ସ କରୁଥିବାର ଦେଖି ଥାଉ, ପରଦା ଉପରେ ଏହି ଅଭିନେତା ବା ଅଭିନେତ୍ରୀ ଏତେ ଭଲ ଅଭିନୟ କରିଥାନ୍ତି ଯାହା ଦେଖି ଲୋକ ଭାବିଥାନ୍ତି ଏହି ହିରୋଇନ ବା ହିରୋ ନିଜି ଜୀବନ ରେ ବି ଏମିତି ଥିବେ । ସବୁ ପ୍ରକାର ଅଭିନୟ କରୁଥିବା ଅଭିନେତା ବା ଅଭିନେତ୍ରୀ ନିଜି ଜୀବନ ରେ କେହି ବି ଏମିତି ନ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ବଲୀଉଡ ର କିଛି ଅଭିନେତା ଅଭିନେତ୍ରଙ୍କ ବିଷୟରେ କହିବୁ ଯିଏ ଭଲ ରୋମାନ୍ସର ଏକ୍ଟିଂ ତ କରନ୍ତି କିନ୍ତୁ ନିଜି ଜୀବନରେ ଆଜିଯାକେ ବିବାହ କରି ନାହାନ୍ତି । ଆଜି ଆମେ ଆଠଟି ଏମିତି ଅଭିନେତା ବା ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ବିବାହ କରି ନାହାନ୍ତି ।

Image Courtesy: Google

ସଲମାନ ଖାନ :

ପ୍ରସିଦ୍ଧ ଅଭିନେତା ସଲମାନ ଖାନ ଏଯାଏଁ ଅବିବାହିତ ଅଛନ୍ତି, ସଲମାନ ଖାନଙ୍କୁ ଏବେ ୫୦ବର୍ଷ ଉପରେ ବୟସ ହୋଇ ଗଲାଣି କିନ୍ତୁ ତାଙ୍କ ବିବାହ କଥା କେବେ ବି ଚର୍ଚା ରେ ଆସିନୀ ।

ତବ୍ବୁ :

ଫିଲ୍ମ ମାନଙ୍କରେ ବହୁତ ଭଲ ପ୍ରଦର୍ଶନ କରୁଥିବା ତବ୍ବୁ ଆଜି ପର୍ଜନ୍ତ ବିବାହ କରି ନାହାନ୍ତି, ତବୁଙ୍କର ବୟସ ୪୮ବର୍ଷ ହେଇଯାଇଛି ।

ଅକ୍ଷୟ ଖନ୍ନା :

ଏକ୍ଟର ଅକ୍ଷୟ ଖନ୍ନା ବି ଅବାହିତ ସୂଚୀ ରେ ଅଛନ୍ତି, ଅକ୍ଷୟ ଖନ୍ନା ବୟସ ୪୪ବର୍ଷ ହେଇ ଯାଇଛି କିନ୍ତୁ ତାଙ୍କ ବିବାହ କଥା ଏଯାଏଁ ହୋଇ ନାହିଁ ।

Image Courtesy: Google

ଅମିଷା ପଟେଲ :

ଫିଲ୍ମ ରେ ସଫଳତା ନ ପାଇବା ପାଇଁ ଅମିଷା ବିବାହ କଲେନି ବୋଲି କୁହା ଯାଏ, ଅମିଷାଙ୍କ ବଯଶ ୪୩ବର୍ଷ ଅଟେ ।

ଉଦୟ ଚୋପଡା :

ଫିଲ୍ମ ‘ଧୂମ’ ସିରିଜ ରେ ନଜର ଆସୁଥିବା ଏକ୍ଟର ଉଦୟ ଚୋପଡାଙ୍କ ବୟସ ୪୬ବର୍ଷ ଅଟେ, କିନ୍ତୁ ସେ ମଧ୍ୟ ବିବାହ କରି ନାହାନ୍ତି । ଉଆଦାୟ ସେହି ଅଭିନେତାଙ୍କ ମଧ୍ୟରେ ଆସନ୍ତି ଯିଏ ବଲୀଉଡ ରେ ଅଧିକ ସଫଳତା ପାଇଲେ ନାହିଁ ।

ଏକ୍ତା କପୁର :

ଟିବି ଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ହୋଇ ରହି ଥିବା ନିର୍ଦେଶକ ଏକ୍ତା କପୁର ମଧ୍ୟ ବିବାହ ଏପର୍ଜନ୍ତ ବିବାହ କରି ନାହାନ୍ତି । ତାଙ୍କ ବୟସ ୪୪ବର୍ଷ ଅଟେ, ଫିଲ୍ମ ଜଗତରେ ଏକ୍ତାଙ୍କାକର ବହୁତ ଭଲ ନା ଅଛି ।

Image Courtesy: Google

ସଞ୍ଜୟ ଲିଲା ଭଂସାଲି :

ବହୁତ ଉତ୍ତମ ଫିଲ୍ମ ନିର୍ଦେଶକ ସଞ୍ଜୟ ଲିଲା ଭଂସାଲି ମଧ୍ୟ ଅବିବାହିତ ଅଛନ୍ତି, ତାଙ୍କ ବୟସ ୫୬ବର୍ଷ ଅଟେ ।

Image Courtesy: Google

ଦିବ୍ୟା ଦତ୍ତା :

ବହୁତ ସୁପର୍ହିଟ ଫିଲ୍ମ ରେ କାମ କରିଥିବା କଳାକାର ଦିବ୍ୟା ଦତ୍ତା ସମସ୍ତଙ୍କ ମନରେ ଘର କରିଥିଲେ କିନ୍ତୁ କେବେ ଗୋଟେ ବିଶେଷ ଲୋକ ନିଜ ପାଇଁ ଖୋଜି ପାଇଲେ ନାହିଁ, ଦିବ୍ୟା ଦତ୍ତା ୪୨ବର୍ଷ ର ହୋଇ ଗଲେଣି କିନ୍ତୁ ଏପର୍ଜନ୍ତ ଅବିବାହିତ ଅଛନ୍ତି । ଆଗକୁ ବି ଏହିଭଳି ମନୋରଞ୍ଜନ ଧର୍ମୀ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *