ସାମ୍ବାଦିକ Arindam Das ମହାନଦୀରେ ଥିବା ବେଳର ନିଜକୁ ରକ୍ଷା କରିବା ପାଇଁ ତାଙ୍କର ବିକଳ ଡାକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି ଯେ ଓଟିଭି ଚ୍ୟାନେଲର ସାମ୍ବାଦିକ ଅରିନ୍ଦମ ଦାସଙ୍କର ପ-ର-ଲୋ-କ ଘଟିଛି । ସେ ତାଙ୍କର ଡିୟୁଟି ସମୟରେ ଥିବା ଅବସ୍ଥାରେ ହାତୀ କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସହ ଏପରି ଅଘଟଣ ଘଟିଛି । ଅନେକ ଚେଷ୍ଟା ଓ ପ୍ରାୟାସ ସତ୍ବେ ତାଙ୍କର ଅ-କା-ଳ ମୃ-ତ୍ୟୁ ଘଟିଛି । ଏହି ଭି-ଡି-ଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ କିଭଳି ଭାବେ ସାହସୀ ସାମ୍ବାଦିକ ଅରିନ୍ଦମ ନିଜ ଜୀବନ ମରଣ ସହ ଲଢେଇ କରୁଛନ୍ତି । ମହାନଦୀର ପାଣି ର ସ୍ରୋତ ଏତେ ତୀବ୍ର ଗତିରେ ରହିଛି ଯେ ଅରିନ୍ଦମ ଅନେକ ଚେଷ୍ଟା କରିବା ପରେ ମଧ୍ୟ ନିଜକୁ ବଞ୍ଚେଇ ପାରି ନାହାନ୍ତି ।

ଏହି ଭି-ଡି-ଓ ରେ ତାଙ୍କୁ ବଞ୍ଚାଇବା ପାଇଁ ଲୋକ ମାନେ ଉପରୁ ରସୀ ପକାଇ ଥିଲେ ମଧ୍ୟ ପାଣିର ସ୍ରୋତ ଏତେ ଜୋର ରେ ରହିଛି ଯେ ଅରିନ୍ଦମ ରସୀକୁ ଠିକ ଭାବେ ଧରିପାରୁ ନାହାନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ଲୋକ ମାନେ ତାଙ୍କୁ ବ-ଞ୍ଚେ-ଇ-ବା ପାଇଁ ଅନେକ ଚେଷ୍ଟା କରୁଥିବାର ଦ୍ରୁଶ୍ଯ ଏହି ଭି-ଡି-ଓ ରେ ହେଉଛି । କିନ୍ତୁ କଥାରେ ଅଛି ଯେତେ ମୃ-ତ୍ୟୁ ଆସେ ତାକୁ ଅଟକାଇବା କାହା ପକ୍ଷେ ସମ୍ଭବ ନୁହେଁ । ସାମ୍ବାଦିକ ଅରିନ୍ଦମ ତାଙ୍କର ଶେଷ ନିଶ୍ଵାସ ଯାଏଁ ନିଜକୁ ରକ୍ଷା କରିବା ପାଇଁ ବୋଟ ଉପରକୁ ବାରମ୍ବାର ଉଠିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଉଠି ପାରୁ ନାହାନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ ।

ସେହି ସମୟରେ ଅରିନ୍ଦମ ନିଜର ଜୀବନ ରକ୍ଷା ପାଇଁ ଚି-ତ୍କା-ର କରୁଥିଲେ ମଧ୍ୟ ପାଣି ରେ ସ୍ରୋତରେ ତାଙ୍କର ଜୀବନ ଯାଇଛି । ତେବେ ସାମବାଦିକ ଅରିନ୍ଦମ ଏଭିଳି କିଛି କାମ କରିଗଲେ ଯାହା ପାଇଁ ଓଡିଶା ବାସୀ ତାଙ୍କୁ ସାଲୁଟ କରିବା ସହ ସାହସିକତା ବୋଲି କହୁଛନ୍ତି । ସେ ନିଜ ଜୀବନକୁ ବାଜି ଲଗାଇ ହାତୀକୁ ଉଦ୍ଧାର କରିଛନ୍ତି ଯାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ତାଙ୍କର ଅ-କା-ଳ ବି-ୟୋ-ଗ ପାଇଁ ଓଟିଭି ଚ୍ୟାନେଲର ଏମଡି ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଆର୍ଥିକ ସାହାଜ୍ଯ କରିବେ ବୋଲି ଘୋଷଣା କରିଛନ୍ତି । ଆମେ ମାନେ ସମସ୍ତେ ଅରିନ୍ଦମଙ୍କ ଆ-ତ୍ମା-ର ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *