ସାମ୍ନା କୁ ଆସିଲା ସାଂଘାତିକ ତଥ୍ୟ, ପ୍ରତ୍ୟକ୍ଷଦର୍ଶୀ କହିଲେ ସେଦିନର ସଂପୂର୍ଣ୍ଣ ଘଟଣା, ଯାହା କହୁଛନ୍ତି… ଦେଖନ୍ତୁ video

ନମସ୍କାର ବନ୍ଧୁଗଣ କାହିଁକି ଏଏସଆଇ ଗୋପାଳ ଦାସ guli ମା-ରିଲେ ନବ ଦାସ ଙ୍କୁ । ପୂର୍ବରୁ ଶାନ୍ତ ରହୁଥିବା ଗୋପାଳ କାହିଁକି ହେଲେ ଅଶାନ୍ତ ? ଏଭଳି ଅନେକ ପ୍ରଶ୍ନ ଖୋଜ ଚାଲିଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର ଆସି ପହଞ୍ଚିଛି । guli kanda-ର ପ୍ରତ୍ଯକ୍ଷ ଦର୍ଶୀ କହିଛନ୍ତି ଯେ ସେଦିନ ଗୋପାଳଙ୍କ ହାତରେ bandhuka ଥିଲା । ସେ ଫା-ୟା-ରି-ଙ୍ଗ କରିବା ପରେ ଫେରାର ହେବାକୁ ଚେଷ୍ଟା କରି ନ ଥିଲେ ।

ସେ ସରେଣ୍ଡର ହୋଇଥିଲେ । ଆଉ ଯେଉଁ ଦିନ guli kanda କରିଲେ ଗୋପାଳ ସେଦିନ ପ୍ରଥମ ଥର ସେ bandhuka ଆଣିଥିଲେ । ତେବେ ହଠାତ ସବୁ କିଛି ହୋଇଗଲା । କେହି କିଛି ଚିନ୍ତା କରିବା ଆଗରୁ guli ଚାଲିଲା । ମନ୍ତ୍ରୀ ନବ ଦାସଙ୍କୁ guli କରିଥିବା ଗୋପାଳ କୃଷ୍ଣ ଦାସ ଙ୍କ ସମ୍ପର୍କରେ ଏବେ ଆସୁଛି ବଡ ତଥ୍ୟ । ଘଟଣା ସ୍ଥଳରେ ଥିବା ଦୁଇ ଜଣ ପ୍ରତ୍ଯକ୍ଷ ଦର୍ଶୀ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ ।

ଗୋପାଳ ଙ୍କ ସମ୍ପର୍କ ରେ ଦୁଇ ପ୍ରତ୍ଯକ୍ଷ ଦର୍ଶୀ ଦେଇଛନ୍ତି ଏକ୍ସ୍କ୍ଲୁସିଭ ତଥ୍ୟ । ପ୍ରତ୍ଯକ୍ଷ ଦର୍ଶୀ କହିଛନ୍ତି ସେହି ଛାତିଥରା ଦୃଶ୍ୟ । ସେହି ଦିନରେ ଦୁହେଁ ଥିଲେ ଆଉ ଗୋପାଳ ଙ୍କ ହାବଭାବ ସମ୍ପର୍କରେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ଜଣେ ପ୍ରତ୍ଯକ୍ଷ ଦର୍ଶୀ କହିଛନ୍ତି ଘଟଣା ଦିନ ନବ ଦାସଙ୍କୁ ମାଳ ପିନ୍ଧାଇଥିବା ବ୍ୟକ୍ତିଙ୍କ ପଛରେ ଠିଆ ହୋଇଥିଲେ ଗୋପାଳ । ଆଉ ଦ୍ଵିତୀୟ ମାଳ ପିନ୍ଧାଯିବା ପୂର୍ବରୁ ଗୋପାଳ guli ଚଳାଇଥିଲେ ।

guli ଚଳାଇବା ପରେ ସରେଣ୍ଡର କରିଥିଲେ ଗୋପାଳ । ତା ପରେ ଲୋକେ ତାଙ୍କୁ କାବୁ କରି ନେଇଥିଲେ । ହେଲେ bandhuka ଛଡାଇବା ପରେ ଗୋପାଳ କହିଥିଲେ ସରେଣ୍ଡର । ପ୍ରତ୍ଯକ୍ଷ ଦର୍ଶୀ ଏହା ମଧ୍ୟ କହିଛନ୍ତି ଯେ ଘଟଣା ପୂର୍ବରୁ ଏବେ bandhuka ଧରି ନ ଥିଲେ ଗୋପାଳ ଦାସ । ଯେବେ ଘଟଣା ଦିନ ସ-ର୍ଭି-ସ ରି-ଭ-ଲ-ବ-ଲ ଧରିଥିଲେ ଗୋପାଳ କୃଷ୍ଣ ଦାସ । ଆଉ ପଚାରିବାରୁ କହିଥିଲେ ଏବେ bandhuka ଇସୁ ହୋଇଛି ।

ଗୋପାଳ କୃଷ୍ଣ ଦାସ ମାନସିକ ରୋଗୀ ଥିଲେ ବୋଲି ପରିବାର କହୁଛନ୍ତି । ହେଲେ ସ୍ଥାନୀୟ ବାସି କହିଛନ୍ତି ସେ ମାନସିକ ରୋଗୀ ନ ଥିଲେ ବହୁତ ଭଲ ଲୋକେ ଥିଲେ । ହେଲେ ମନି ମାଇନ୍ଡେଡ ଥିଲେ । କେବେ କେବେ ଛୋଟ ଛୋଟ ମାମଲାରେ ଟଙ୍କା ନେଉଥିଲେ । କାହା ସହ ଗୋପାଳଙ୍କ ଝଗଡା ନ ଥିଲା ହେଲେ ଭିତିରିଆ ଥାଇପାରେ ।

ଘଟଣା ପୂର୍ବ ଦିନରୁ ଗୋପାଳ ଙ୍କ ଭାଇ ହୋଟେଲ ବନ୍ଦ କରିଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *