ଅଭିନେତା Pintu Nandaଙ୍କ ସ୍ୱାସ୍ଥ୍ୟ ସଂକଟାପନ୍ନ, ଦିଲ୍ଲୀ ନେବା ପାଇଁ ଡାକ୍ତର ଦେଲେ ପରାମର୍ଶ, ହେଲେ…

ଦର୍ଶକ ବନ୍ଧୁ ଏଇ ଏବେ ଏବେ ପୁଣି ଥରେ ଓଡିଆ ଇଣ୍ଡଷ୍ଟ୍ରି କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଜଣଙ୍କ ପରେ ଜଣେ ବରିଷ୍ଠ କଳାକାର ଓଡିଆ ଇଣ୍ଡଷ୍ଟ୍ରି ଆଉ ଏ ଦୁନିଆରୁ ବିବାଦୟ ନେବାରେ ଲାଗିଛନ୍ତି । ଯାହା ପାଇଁ ଓଡିଆ ଇଣ୍ଡଷ୍ଟ୍ରି ର ଅବସ୍ଥା ଦିନକୁ ଦିନ ଶୋ-ଚ-ନୀ -ୟ ହେବାରେ ଲାଗିଛି । ଆଉ ଏବେ ଏବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଏକ ବଡ ଖବର ସାମ୍ନା କୁ ଆସୁଛି ।

ଆପଣ ମାନେ ସମସ୍ତେ ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଅଭିନେତା ପିଣ୍ଟୁ ନନ୍ଦ ଯାହାକୁ ଆପଣ ମାନେ ଅନେକ ସିରିଏଲ, ସିନେମା, ଆଲବମ ଦୁନିଆରେ ସେ ନିଜର ଝଲକ ଦେଖାଇଛନ୍ତି ସେ ଆଜି ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ଆଉ ତାଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ । ଓଡିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ପିଣ୍ଟୁ ନନ୍ଦ ।

ସେ ବର୍ତ୍ତମାନ ଲିଭର ଶିରୋଷି ରୋଗରେ ପୀଡିତ ଅଛନ୍ତି । ଯାହା ପାଇଁ ତାଙ୍କ ଅବସ୍ଥା ଗୁରତର ହୋଇ ପଡିଛି । ଆଉ ତାଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସାର ମଧ୍ୟ ଜରୁରତ ହୋଇ ପଡିଛି । ଆଉ ସବୁଠାରୁ ବଡ କଥା ଭୁବନେଶ୍ଵର ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଶୁଣିବାକୁ ମିଳିଛି । ଏଥିପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେପଟେ ଅର୍ଥ ର ଅଭାବ ଦେଖା ଯାଉଛି ।

ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ରହିଛି । ଯାହା ପିଣ୍ଟୁ ନନ୍ଦ ଙ୍କ ସାମର୍ଥ୍ୟ ବାହାରେ । ଆଉ ସେପଟେ ଅର୍ଥ ସାହାଜ୍ଯ ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପନିଙ୍ଗ ଆରମ୍ଭ ହେଲାଣି । ପିଣ୍ଟୁ ନନ୍ଦ ଦିଲ୍ଲୀ ଯାଇ ଚିକିତ୍ସତ ହେବେ । ତାଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ଏବେ ସୋସିଆଲ ମିଡିଆରେ ଖବର ଘୁରି ବୁଲୁଛି ।

ଆଉ ଠିକ ଏତିକି ବେଳେ ତାଙ୍କୁ ଆର୍ଥିକ ସହାୟତାର ହାତ ବଢାଉଛନ୍ତି କିଛି ସହୃଦୟ ବ୍ୟକ୍ତି ମାନେ । ଏଇ ନିକଟ ଅତୀତରେ ଅଭିନେତ୍ରୀ ଝିଲିକ ଙ୍କ ବ୍ୟାନର ରେ “ରୁଦ୍ରାଣୀ” ଫିଲ୍ମ ରେ ନଜର ଆସିଥିଲେ ପିଣ୍ଟୁ ନନ୍ଦ । ଆଉ ଏହା ପରେ ଜି ସାର୍ଥକ ର ଫିଲ୍ମ “ଦିଦି ନମସ୍କାର” ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ।

ଆଉ ଏହାରି ଭିତରେ ଯେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଛି ଠିକ ସେତିକି ବେଳେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଗଭୀର ଆ-ଘା-ତ ଲାଗିଛି । ତେବେ ଏ ସବୁ ଭିତରେ ଅଭିନେତା ପିଣ୍ଟୁ ନନ୍ଦ ସୁସ୍ଥ ହୋଇ କାଳ ଜଗତକୁ ଫେରି ଆସନ୍ତୁ ଏହା ସମସ୍ତେ ଚାହୁଁ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *