ଯିବା ପୂର୍ବରୁ ପରିବାର ପାଇଁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି Naba Das ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ବେସ ଭଲ ଭାବେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଜାଣିଥିବେ । କିନ୍ତୁ ବର୍ତ୍ତମାନ ର ସବୁଠାରୁ ବଡ ଦୁଖଦାୟକ ଖବର ହେଉଛି ନବ ଦାସ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । କାରଣ ଶେଷ ରବିବାର ତାଙ୍କୁ guli କରି ହ-ତ୍ୟା କରା ଯାଇଛି ।

ହେଲେ ଆପଣ ମାନେ କଣ ଜାଣିଛନ୍ତି ନବ ଦାସଙ୍କ ସମ୍ପତି କେତେ, ତାଙ୍କ ବିଷୟରେ କିଛି ଅଜଣା ସତ୍ୟ କଥା ସେହି ବିଷୟରେ ଆମେ କହିବାକୁ ଯାଉଛୁ । ନବ ଦାସଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଗୁପ୍ତ କଥା ରହିଛି ତାହା ମଧ୍ୟ ଆଲୋଚନା କରିବୁ । ତେବେ ସବୁ ଠାରୁ ଦୁଖଦ ଖବର ହେଉଛି ଆଜି ଆଉ ଆମ ଗହଣରେ ନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଜଣେ ପୋଲିସ ଅଫିସର ଙ୍କ guli mada-ରେ ତାଙ୍କର ଅ-କା-ଳ ବି-ୟୋ-ଗ ଘଟିଛି । ସୂଚନା ଅନୁଯାୟୀ ମନ୍ତ୍ରୀ ନବ ଦାସ ଜଣେ ବିଜେଡି କର୍ମୀ ଥିଲେ । ବିଜେଡି ଆସନ ରୁ ବିଜେତା ହେବା ପାଇଁ ସେ ମନ୍ତ୍ରୀ ଆସନ ପାଇଥିଲେ । ତାଙ୍କ ର ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ସମସ୍ତେ ଅଛନ୍ତି । ଏହା ସହ ତାଙ୍କ ପରିବାରରେ ଅନ୍ୟ ସଦସ୍ୟ ମାନେ ଅଛନ୍ତି । ନବ ଦାସ ଙ୍କ ବଡ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।

ଝାରସୁଗୁଡା ରେ ବିଜେଡି ପ୍ରାର୍ଥୀ ଭାବେ ଛିଡା ହୋଇ ଜିତିବା ପରେ ସେ ମନ୍ତ୍ରୀ ପଦ ପାଇଥିଲେ । ଆଉ ଶେଷରେ ଝାରସୁଗୁଡା ରେ ଶେ-ଷ ନି-ଶ୍ଵା-ସ ତ୍ୟା-ଗ ହୋଇଛି । ତାଙ୍କ ସମ୍ପତି ବିଷୟ ରେ କହିବାକୁ ଗଲେ ତାଙ୍କର ଏକ ଆଲିଶାନ ଘର ରହିଛି । ଏହା ସହ ଝାରସୁଗୁଡା ରେ ମଧ୍ୟ ଆଲିଶାନ ଘର ରହିଛି । ଏହା ସହ 2 କି 4 ଟି କର ମଧ୍ୟ ରହିଛି । ଏହା ବ୍ୟତୀତ ତାଙ୍କର କୋଟି କୋଟି ଟଙ୍କାର ସମ୍ପତି ମଧ୍ୟ ରହିଛି ।

ନିକଟରେ ମଧ୍ୟ ସେ ଏକ କୋଟି ଟଙ୍କା ରୁ ଅଧିକ ମୂଲ୍ୟ ସୁନା କଳସ ଏକ ମନ୍ଦିର କୁ ଦାନ କରିଥିଲେ । ଯାହାକୁ ନେଇ ସେ ଚର୍ଚ୍ଚା ରେ ରହିଥିଲେ । ତେବେ ନବ ଦାସ ଙ୍କ ହ-ତ୍ୟା ମାମଲାକୁ ନେଇ ନେଇ ତଦନ୍ତ ଜାରି ରହିଛି । ଆଉ ସଠିକ ତଥ୍ୟ ଆସିବା ଯାଏଁ ସମସ୍ତଙ୍କର ନଜର ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ, ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *