ସନ୍ଧ୍ୟା ସମୟରେ ଶୋଉଥିବା ସ୍ତ୍ରୀ ଏହାକୁ ନିଶ୍ଚୟ ଦେଖନ୍ତୁ- Vaastu Tips

ସମସ୍ତେ ଚାହାଁନ୍ତି ଧନର ଦେବୀ ମା ଲକ୍ଷ୍ମୀ ସ୍ଥାୟୀ ରୂପରେ ତାଙ୍କ ଘରେ ବାସ କରନ୍ତୁ । ମା ଲକ୍ଷ୍ମୀଙ୍କ ମଧ୍ୟ ଭକ୍ତକୁ ବହୁତ କୃପା କରି ତାଙ୍କ ଘରେ ନିବାସ କରିଥାନ୍ତି । ଆଉ କେତକ ଭାବିଥାନ୍ତି ଆଉ ମା ଲକ୍ଷ୍ମୀଙ୍କ ମନ ଜାଣି ପୂଜା କରିବା ଦ୍ଵାରା ମଧ୍ୟ ମା ପ୍ରସନ୍ନ ହୋଇନଥାନ୍ତି । ନା ତାଙ୍କ ଘରେ ବସ କରିଥାନ୍ତି ନା ସୁଖ ସମୃଦ୍ଧି ଆସିଥାଏ । ଭଗବାନଙ୍କୁ ପୂଜା କରିବାର ବହୁତ ପ୍ରକାର ନିୟମ ରହିଥାଏ । ଆଉ ତାକୁ ଧ୍ୟାନରେ ରଖୀ ଇଷ୍ଟ ଦେବଙ୍କ ପୂଜା କରିବା ଦରକାର ।


ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇନାଉ ତାଙ୍କୁ ଘରକୁ ଆଣିବା ପାଇଁ ଆପଣଙ୍କୁ ତାଙ୍କ ସହିତ କିଛି ମହତ୍ଵ ପୂର୍ଣ କଥା ମନେରଖିବା ଉଚିତ । ସୌଭାଗ୍ୟଙ୍କ ଦେବୀ ମା ଲକ୍ଷ୍ମୀ ଆଉ ତାଙ୍କ ଭଉଣୀ ଦୁର୍ଭାଗ୍ୟର ଦେବୀ ତାଙ୍କ ଭଉଣୀ ଦିନର ବିଶିଷ୍ଟ ସମୟରେ ବାହାରିଥାନ୍ତି । ଦୁଇଜଣଙ୍କର ଭ୍ରମଣର ସକାଳ ସମୟ ୬ ଟାରୁ ୬.୩୦ ଆଉ ସନ୍ଧ୍ଯା ସମୟ ମଧ୍ୟ ୬.୩୦ ରୁ ୭.୩୦ ସମୟ ବହୁତ ମହତ୍ଵ ପୂର୍ଣ ହୋଇଥାଏ ।

ଏହି ସମୟରେ ଲକ୍ଷ୍ମୀଙ୍କୁ ଯେଉଁ ଘର ପସନ୍ଦ ଆସିଥାଏ ସେ ସେଇ ଘରକୁ ଯାଇଥାନ୍ତି । ଆଉ ଅଲକ୍ଷ୍ମୀଙ୍କୁ ମଧ୍ୟ ଯେଉଁ ଘର ଭଲ ଲାଗିଥାଏ ସେହି ଘରକୁ ପ୍ରବେଶ କରିଥାନ୍ତି । ଆଉ ଏହି ବିଶିଷ୍ଟ ସମୟରେ ଚେଷ୍ଟା କରିବା ଦରକାର ମା ଲକ୍ଷ୍ମୀ ହିନ ଆମ ଘର ଆଡକୁ ଆକର୍ଷିତ ହୁଅନ୍ତୁ । ଆଉ ଅଲକ୍ଷ୍ମୀ ଆମ ଘରଠୁ ଦୂରରେ ରୁହନ୍ତୁ । ଏହି ସମୟରେ ଆମକୁ କେଉଁ କଥାର ଧ୍ୟାନ ରଖିବାକୁ ପଡିଥାଏ ।

ମା ଲକ୍ଷ୍ମୀଙ୍କୁ ସଫା ସୁତୁରା ସ୍ଥାନ ବହୁତ ପସନ୍ଦ ହୋଇଥାଏ ତେବେ ଘର ଆଗରେ କେବେବି ଅଳିଆ ଆବର୍ଜନା ପକାଇବେ ନହିଁ । ସବୁ ବେଳେ ସଫା ସୁତୁରା ରଖିବେ ଯଦି ଅସନା କରିବେ ତେବେ ଅଲକ୍ଷ୍ମୀ ଘରେ ପ୍ରବେଶ କରିବେ । ଯାହା ଦ୍ଵାରା ଆପଣଙ୍କ ଘରେ ଦୁର୍ଭାଗ୍ୟ ବନିକି ରହିବ । ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି କୌଣସି ଶୁଭ ଚିହ୍ନକୁ ଅଙ୍କିତ କରି ରଖନ୍ତୁ ବା ଦୀପ ଜଳାଇକି ରଖନ୍ତୁ ।

ଯାହା ମା ଲକ୍ଷ୍ମୀଙ୍କ ସ୍ଵାଗତ କରିବା ଭଳି ପ୍ରତୀତ ହୋଇଥାଏ । ଏହି ସମୟରେ ପୂଜା ବହୁତ ଭଲ ଭାବରେ କରନ୍ତୁ, ଦୀପ ବା ଅଗରବତୀ ଲଗାନ୍ତୁ । କୌଣସି ମିଠା ଜିନିଷର ଭୋଗ ଲଗାନ୍ତୁ । ସେହି ପ୍ରସାଦକୁ ଗ୍ରହଣ କରିକି ବାକି ଲୋକଙ୍କୁ ବାଣ୍ଟି ଦିଅନ୍ତୁ ।

ଏହି ସନ୍ଧ୍ଯା ସମୟରେ ଘରର ମୁଖ୍ୟ ଦ୍ଵାରା ବା ଚଉକାଠ ଉପରେ କେବେବି ବସନ୍ତୁ ନହିଁ । ମୁଖ୍ୟ ଦ୍ଵାରରେ ଗଣେଶଙ୍କ ମୂର୍ତି ଲଗାନ୍ତୁ । ଆଉ ସନ୍ଧ୍ଯା ସମୟରେ ତୁଳସୀ ଚଉରା ମୂଳେ ଦୀପ ଅବଶ୍ୟ ଜଳାନ୍ତୁ । ସନ୍ଧ୍ଯା ସମୟରେ କିଛି ଭୋଜନ କରନ୍ତୁ ନହିଁ ପୂଜା କରିବା ସମୟ ପରେ ଯାଇ ଭୋଜନ କରନ୍ତୁ ।

Leave a Reply

Your email address will not be published. Required fields are marked *