ଶନିବାର 19 ଜୁନ 2021- ଶନିଦେବଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ କିଛି ଖୁସିଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ । ମେଷ :- ଆଜି ଆପଣ ନିଜ ସମ୍ପର୍କ ଉପରେ ବିଶ୍ବସା ବଢିବ ଓ ନିଜ ପ୍ରିୟ ଲୋକଙ୍କ ଖୁସି ଅନୁଭବ କରିବେ । କୌଣସି ପ୍ରକାରର ନିବେଶର ଯୋଜନା ମଧ୍ୟ ବନାଇବେ । ଘରେ ପ୍ରସନ୍ନତା ବାତାବରଣ ବନାଇକି ରଖନ୍ତୁ, ନହେଲେ ବିନା କାରଣରେ ଅସୁବିଧା ହୋଇପାରେ । ଧନ ଲାଭ ହୋଇପାରେ । ଉଧାର ଦେଇଥିବା ପଇସା ମିଳିବ ।

ବୃଷ :- ଛୋଟ ସଦସ୍ୟ ବା ସନ୍ତାନଙ୍କ ତରଫରୁ ଭଲ ସମାଚାର ମିଳିବ । ବସ୍ତ୍ର ଆଦିର ଲାଭ ହୋଇବ । ଜୀବନ ସାଥି ଆପଣଙ୍କ ଭାବନାକୁ କଦର କରିବେ । କୌଣସି ଖରାପ ପଡିଥିବା ବସ୍ତୁର ପୁଣି ଥରେ ଚାଲୁ କରିବେ । କୌଣସି ବିବାଦରେ ପଡନ୍ତୁ ନହିଁ । ବୁଝି ସୁଝି କଥା ବାର୍ତା କରନ୍ତୁ ଅନାବଶ୍ୟକ ବିବାଦରେ ପଡନ୍ତୁ ନହିଁ । ଜମି ସହିତ ଜଡିତ କୌଣସି ଫାଇଦା ବାଲା ସଉଦା ହୋଇପାରେ ।

ମିଥୁନ :- ବିବାହିତା ଲୋକଙ୍କ ଜୀବନ ଅଳ୍ପ ଚିନ୍ତା ଭିତରେ ଆଗକୁ ବଢିବ । ପରିଶ୍ରମ ଓ ଠିକ ବୁଝାମଣା ସହିତ ଆପଣ କିଛି ଏମିତି କାମ ଶେଷ କରିବେ ଯାହା ରିସ୍କ ପୂର୍ଣ ଅଟେ । କୌଣସି ବଡ ଟେନସନ ଶେଷ ହୋଇପାରେ । ପ୍ରେମ ଜୀବନ ବିତଉଥିବା ଲୋକ ଆଜିର ଦିନରେ ଖୁସି ଖୁସି ବିତାଇବେ ଓ ଆଉ ତାଙ୍କ ପ୍ରିୟ ପ୍ରତି ନିକଟତା ବଢିବ ।

କର୍କଟ :- ପରିଜନଙ୍କ ମାଙ୍ଗ ପୁରା କରିବାର ଆବଶ୍ୟକ ରହିଛି । କୌଣସି ଖାସ ବ୍ୟକ୍ତି ସହିତ ହଠାତ ଦେଖା ହେବା ଦ୍ଵାରା ଆପଣଙ୍କ ଭବିଷ୍ୟତର ଦିଗ ବଦଳି ଯାଇପାରେ । ଆପଣଙ୍କୁ ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ । ଶ୍ଵଶୁର ଘର ପକ୍ଷରୁ ଆପଣଙ୍କୁ ଆର୍ଥିକ ସହାୟତା ପ୍ରାପ୍ତ ହେବାର ସମ୍ଭାବନା ରହିଛି । ଜୀବନ ସାଥି ସହିତ ସମ୍ପର୍କରେ ସୁଧାର ହୋଇପାରେ ।

ସିଂହ :- ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ଯ ରୂପରେ ଫଳଦାୟୀ ରହିବ । କୌଣସି ସମସ୍ୟାକୁ ଜଲ୍ଦି ସମାଧାନ କରିବାର ଚେଷ୍ଟା କରନ୍ତୁ । ବ୍ୟାପାରୀ ବର୍ଗ ଆଜି ଗୋଟେ କଥାର ଧ୍ୟାନ ରଖନ୍ତୁ କିଛି ଲୋକ ଭୁଲ ଭାବରେ ବ୍ୟାପାର କରିବାର ସଜେସନ ଦେଇ ପାରନ୍ତି । ଆପଣଙ୍କୁ କିନ୍ତୁ ଭୁଲ କଥା ଶୁଣିବା ଠିକ ନୁହେଁ । ସ୍ଵାସ୍ଥ୍ୟର ଯତ୍ନ ରଖନ୍ତୁ ।

କନ୍ୟା :- ଘରର ବଡ ଲୋକ ସହିତ ଝଗଡା କରିବା ଠିକ ନୁହେଁ । କୌଣସି କାମରେ ଆସୁଥିବା ବାଧା କୌଣସି ସହକର୍ମୀର ସାହାର୍ଯ୍ୟ ପୁରା ହେବ । କିନ୍ତୁ ସ୍ଵାସ୍ଥ୍ୟରେ ଭଲ ମନ୍ଦ ଭଳି ସ୍ଥିତି ବନିବ । ଦାଂପତ୍ଯ ଜୀବନରେ ଖୁସି ଆସିବ । ଯୋଜନା ବଦ୍ଧ ଦ୍ଵାରା କରାଯାଇଥିବା କାର୍ଯ୍ୟ ଉତ୍ତମ ସଫଳତା ପ୍ରାପ୍ତ ହେବ । ଚତୁରତାର ସହିତ ବିଗିଡି ଯାଇଥିବା କାମ ବନାଇବେ ।

ତୁଳା :- ଚାକିରି କରିଥିବା ଲୋକ ମଜଭୁତିର ସହିତ କାମରେ ଲାଗି ରହିବେ । ଏହା ଦ୍ଵାରା ଆପଣଙ୍କୁ ଫାଇଦା ମିଳିବ । ଆଜି ଆପଣ ନିଜକୁ ପ୍ରମାଣିତ କରିକି ଦେଖାଇବେ । ସାଙ୍ଗ ଓ ପରିବାରଙ୍କ ଠାରୁ ସାହାର୍ଯ୍ୟ ଓ ସହଯୋଗ ମିଳିବ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରିବ । ଆପଣ ଖୁସି ହୋଇଯିବେ । ବ୍ୟାପାରରେ ସଫଳତା ମିଳିବ । ଗୃହସ୍ଥ ଜୀବନ ଆଜି ଠିକ ଠାକ ରହିବ ।

ବିଛା :- ଆଜି କିଛି ଅଧା କାମ ଆପଣଙ୍କୁ ପୁରା କରିବାକୁ ହେବ । ମଧ୍ୟାନ୍ନ ସମୟରେ ଆପଣଙ୍କୁ ଦଉଡା ଦଉଡି କରିବାକୁ ପଡିପାରେ । ଆପଣଙ୍କ ସାମାଜିକ ଦୟାରା ବହୁତ ଅଧିକ ବଢି ପାରେ । ଆଖ ପାଖ ଲୋକଙ୍କ ଦ୍ଵାରା ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ପୁରା ଆଶା ମିଳିବ । ଆମଦାନୀର ନୂଆ ସୋର୍ସ ବନିବ ।

ଧନୁ :- ମାନସିକ ରୂପରେ ମଜଭୁତ ରହିବେ । ହୃଦୟରୁ ଖୁସି ରହିବେ ଶେଥି ପାଇଁ ସବୁ ତରଫରୁ ଖୁସି ଅନୁଭବ କରିବେ । ହୃଦୟରୁ ଖୁସି ରହିବେ ଶେଥି ପାଇଁ ସବୁ ଆଡୁ ଖୁସି ରହିବେ । ସମାଜ ଓ ପରିବାର ଦୁଇ ତରଫରୁ କାମ କାର୍ଯ୍ୟ ପୁରା ହୋଇବ । ଗଣ୍ଠି ଦରଜ ଲାଗି କଷ୍ଟ ଅଣୁଭା କରିବେ ।

ମକର :- ଆଜି ନୂଆ ପ୍ରଜେକ୍ଟ ଉପରେ ଆପଣଙ୍କ ଧ୍ୟାନ ଆକର୍ଷିତ ହେବ । ହୋଇପାରେ ଏହି କ୍ଷେତ୍ରରେ କିଛି ପୁରୁଣା ମିତ୍ରଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ । ଯଦି ଆପଣ କୌଣସି ଜରୁରୀ କାମ ପୁରା କରିବାକୁ ଚାହୁଁ ଛନ୍ତି ତେବେ ସେଇ କାମ ପୁରା ହେବ । ଆପଣଙ୍କୁ ଭାଗ୍ଯର ପୁରା ସହଯୋଗ ମିଳିବ । ଅଧିକାରୀଙ୍କ ଠାରୁ ଆପଣଙ୍କୁ ସହଯୋଗ ମିଳିବ ।

କୁମ୍ଭ :- ଆଜିର ଦିନ ନିଜ ଲକ୍ଷକୁ ପାଇବାକୁ ହେଲେ ବହୁତ ଭଲ ପ୍ରଦର୍ଶନ କରିବାକୁ ହେବ । ଆଜିର ଦିନରେ କୌଣସି ଭଲ ଅବସର ମିଳିବ । ଗୃହସ୍ତ ଜୀବନ ଠିକ ଠାକ ରହିବ । ବିଜନେସର କିଛି ମାମଲା ଆପଣ ବହୁତ ଭଲରେ ଶେଷ କରି ପାରିବେ । ଅଫିସରେ ବହୁତ ଶାନ୍ତି ଅନୁଭବ କରିବେ । ଆପଣକ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

ମୀନ :- କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଭାବିଥିବା କାମ ପୁରା ହୋଇବ । ଯଦି ଆପଣ ନିଜ ଭବିଷ୍ୟତରେ କିଛି ଚେଞ୍ଜେସ ଆଣିବାକୁ ଚାହୁଁ ଛନ୍ତି ତେବେ ଏବେ ପରିସ୍ଥିତି ଠିକ ନହିଁ । ପ୍ରିୟଙ୍କ ପ୍ରତି ପ୍ରେମ ଆହୁରି ବଢିବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *