ସମସ୍ତଙ୍କଠୁ ଲୁଚି ଏହି Bollywood ଅଭିନେତ୍ରୀ କରିନେଲେ ବିବାହ! ଦେଖନ୍ତୁ କିଏ

ଆପଣ ମାନେ ସମସ୍ତେ ସପ୍ନା ଚଉଧୁରୀଙ୍କୁ ବହୁତ ଭଲ ଭାବରେ ଜାଣିଥିବେ କାହିଁକିନା ସପ୍ନା ନିଜ ନାଚ ପାଇଁ ବହୁତ ପ୍ପ୍ରସିଦ୍ଧ ଅଟନ୍ତି । ସପ୍ନା ବିଗ ବସ କଣ୍ଟେସଟେଣ୍ଟ ରହି ସାରିଛନ୍ତି ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ତାଙ୍କର ସୋଶିଅଲ ମିଡିଆ ବା ନର୍ମଲ ସମାଜରେ ବହୁତ ଫ୍ୟାନ ଅଛନ୍ତି ।

ତେବେ ସପ୍ନା ହରଆଣା ବାସିନ୍ଦା ଅଟନ୍ତି ଓ ନିଜ ଘର ପରିବାର ସମଭାଳନ୍ତି ତାଙ୍କ ଘରେ ତାଙ୍କ ବାପା ନାହାନ୍ତି ଓ ତାଙ୍କ ମା ତାଙ୍କ ପାଳନ କରିଛନ୍ତି । ବର୍ତମାନ ସମୟରେ ସପ୍ନା ଚଉଧୁରୀଙ୍କ ଘରେ ଗୋଟେ ଶିଶୁ ଜନ୍ମ ହୋଇଛନ୍ତି ଯାହା ସୋଶିଅଲ ମିଡିଆରେ ଚର୍ଚାର ବିଷୟ ହୋଇଛନ୍ତି ।

Image Courtesy: Google

ସପ୍ନା ଚୌଧୁରୀ ବହୁତ ଗୁପ୍ଚୁପ ଭାବରେ ବୀର ସାହୁଙ୍କ ସହ ବିବାହ କରିଛନ୍ତି । ବୀର ସାହୁ ବହୁତ ବଡ ଓ ସଫଳ ସଂଗୀତକାର ଅଟନ୍ତି, ତେବେ ଦୁହିଙ୍କ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ଓ ଦୁହିଙ୍କ ଶିଶୁ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ତେବେ ଦୁହିଙ୍କ ବିବାହ ବିଷୟରେ ଦର୍ଶକ ମାନେ ଜାଣି ନଥିଲା ଯାହା ପାଇଁ ବହୁତ ପ୍ରଶ୍ନ କରା ଯାଉଛି ଓ ଏହି ବାବଦରେ ଘର ଲୋକ ମଧ୍ୟ ଏହା ମାନିଛନ୍ତି ଯେ ଏହି ବର୍ଷ ଜାନୁଆରୀରେ ଦୁହେଁ ବିବାହ କରିଥିଲେ ।

Image Courtesy: Google

ଯାହା ପରେ ଦୁହେଁ କୋର୍ଟ ମେରେଜ ମଧ୍ୟ କରିଥିଲେ । ୟୁପି ର ବଲିଆ ଜିଲାରେ ତାଙ୍କ ବିବାହ ଧାର୍ମିକ ଭାବରେ ଲେଖା ଲେଖି କରା ଯାଇଥିଲା ଓ ଦୁହେଁ ସମସ୍ତଙ୍କୁ ଲୁଚେଇ ବିବାହ ମଧ୍ୟ କରିଥିଲେ । ତେବେ ବଲିଆ ଜିଲାରେ ଆୟୋଜିତ ଗୋଟେ ଆଶ୍ରମରେ ବୀର ସପ୍ନାଙ୍କ ହାତ ଧରିଥିଲେ ଓ ଦୁହେଁ ପ୍ପାରିବାରିକ ଭାବରେ ବରମାଳା ଦେଇ ବିବାହ କରିଥିଲେ ଯାହା ବହୁତ କମ ଲୋକ ଓ ଆଶ୍ରମ ଲୋକ ଜାଣି ପାରିଥିଲେ ।

Image Courtesy: Google

ସପ୍ନା ନିଜ ସବୁ ସମ୍ପର୍କୀୟ ଓ ଦର୍ଶକ ମାନଙ୍କ ଠାରୁ ନିଜ ବିବାହ ଓ ଛୁଆ କଥା ଲୁଚାଇ ରଖିଲେ । ତେବେ ଖବର ଅନୁଯାଇ ଏହା ସନ୍ଦେହ କରା ଯାଉଥିଲା ଯେ ସପ୍ନା ଓ ବୀରଙ୍କ ମଧ୍ୟରେ କିଛି ନା କିଛି ଚାଲିଛି କିନ୍ତୁ ତାହା କଣ ସେହି କଥା କେହି ଜାଣି ନଥିଲେ । ବର୍ଷକ ମାନେ ଦୁହିଙ୍କ ଯୋଡି ଓ ତାଙ୍କ ଛୁଆ ପାଇଁ ବହୁତ ସୁବେଛା ଜଣାଇଛନ୍ତି, ଓ ସପ୍ନା ଏହି ସବୁ ପୋସ୍ତରେ ଦର୍ଶକ ମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *