Breaking News: କର୍ମଚାରୀଙ୍କ ପାଇଁ ଖୁସ ଖବର, ଏବେ ସପ୍ତାହର ଶେଷ ଦିନରେ ବି ମିଳିବ “ସାଲେରୀ”

ବନ୍ଧୁଗଣ, କର୍ମଚାରୀଙ୍କ ପାଇଁ ଆସିଲ ଖୁସି ଖବର । ସପ୍ତାହର ଶେଷ ଦିନରେ ମଧ୍ୟ ଆସିବା ସାଲେରୀ । ବନ୍ଧୁଗଣ ଆପଣଙ୍କୁ ନିଜ ଦରମା ନିମନ୍ତେ ସପ୍ତାହର ଶେଷ ଦିନ ଅର୍ଥାତ ଶନିବାର ଅଥବା ରବିବାର କୁ ଅପେକ୍ଷା କରିବାକୁ ପଡିବ ନାହିଁ । ନ୍ୟାସନାଲ ଅଟୋମେଟେଡ କ୍ଲିୟରିଙ୍ଗ ହାଉସ ବା NSCH ନିୟମରେ ପରିବର୍ତ୍ତନ କରିଅଛି RBI ।

ବନ୍ଧୁଗଣ ଏହି ସୁବିଧା ଅଗଷ୍ଟ ମାସ ୧ ତାରିଖରୁ ସପ୍ତାହର ୭ ଦିନ ଉପଲବ୍ଧ ହେବ । ବନ୍ଧୁଗଣ ବର୍ତ୍ତମାନ ଏହି ସୁବିଧା ସେତେବେଳେ ମିଳୁଥିଲା ଯେତେବେଳେ କି ବ୍ୟାଙ୍କ ଗୁଡିକ ଖୋଲା ରହୁଥିଲା । ସାଧା ରଣତଃ ସୋମବାର ରୁ ଶୁକ୍ରବାର ମଧ୍ୟରେ ହିଁ NSCH ର ସମସ୍ତ ସୁବିଧା ମିଳୁଥିଲା । ମାତ୍ର ଅନେକ ଥର ଏମିତି ହୋଇଥାଏ ମାସର ପ୍ରଥମ ତାରିଖ ୱିକେଣ୍ଡ ସପ୍ତାହର ଶେଷ ତାରିଖରେ ପଡିଥାଏ ।ଏଥିପାଇଁ ଆପଣଙ୍କ ଆକାଉଣ୍ଟ କୁ ସାଲେରୀ ଆସିବାକୁ ଆପଣଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ ।

ବନ୍ଧୁଗଣ RBI ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି କ୍ରେଡିଡ ପୋଲିଶି ସମୀକ୍ଷା ସମୟରେ ଘୋଷଣା କରିଛନ୍ତି ଯେ, ଗ୍ରାହକଙ୍କ ସୁବିଧା କୁ ଆହୁରି ବଢାଇବା ପାଇଁ NSCH ର ସୁବିଧା କୁ ଆହୁରି ବଢାଇବା ପାଇଁ NSCH କୁ ସପ୍ତାହର ସବୁଦିନ ଲାଗୁ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଅଛି ।

ବନ୍ଧୁଗଣ ଆସନ୍ତୁ ଜାଣିବା ଏବେ କଣ ଏହି NSCH ? ବନ୍ଧୁଗଣ NSCH ହେଉଛି ଏକ ବଳ୍କ ପେମେଣ୍ଟ ସିଷ୍ଟମ ଯାହାକୁ ନ୍ୟାସନାଲ ପେମେଣ୍ଟ କର୍ପୂରେସନ ଅଫ ଇଣ୍ଡିଆ ପରିଚାଳିତ କରିଥାଏ । ବନ୍ଧୁଗଣ ଯେ କୌଣସି ପ୍ରକାରର କ୍ରେଡିଡ ଟ୍ରାନ୍ସଫର ଯେପରିକି ଡିଭିଡେଣ୍ଟ, ଶୁଦ୍ଧ, ଦରମା ଏବଂ ପେନସନ ସୁବିଧା ଦେଇଥାଏ ।

ଏହା ବ୍ୟତୀତ ବିଦ୍ୟୁତ ବିଲ ର, ଗ୍ୟାସ, ଟେଲିଫୋନ, ପାଣି, ତଥା ଲୋନ ର EMI, ମ୍ୟିଚୁଆଲ ଫଣ୍ଡ ନିବେଶ ଏବଂ ବୀମା ପ୍ରିମିୟମ ଦେବ ପ୍ରଦାନ ର ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଅର୍ଥାତ ଆପଣଙ୍କୁ ଏବେ ସମସ୍ତ ସୁବିଧା ପାଇବା ପାଇଁ ସୋମବାର ରୁ ଶୁକ୍ରବାର କେବଳ ଏହି ଦିନ ଗୁଡିକୁ ଅପେକ୍ଷା କରିବା ପାଇଁ ପଡିବ ନାହିଁ । ବନ୍ଧୁଗଣ ଏହିସବୁ କାମ ସପ୍ତାହର ଶେଷ ଦିନ ତଥା ଶନିବାର ଏବଂ ରବିବାର ମଧ୍ୟ ହୋଇ ପାରିବ । ବନ୍ଧୁଗଣ RBI ପକ୍ଷରୁ ଏହା ମଧ୍ୟ କୁହା ଯାଇଛି ଯେ, ହିତାଧିକାରୀଙ୍କ ନିମନ୍ତେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଡିବିଟି ର ଏକ ଲୋକପ୍ରିୟ ତଥା ପ୍ରମୁଖ ଡିଜିଟାଲ ମୋଡ ଭାବରେ NSCH ଉଭା ହୋଇଅଛି ।

ଯାହାକି କୋଭିଡ-19 ମହାମାରୀ ସମୟରେ ଉଚିତ ସମୟରେ ଜନତାଙ୍କ ସମୁଖରେ ସବସିଡି ପହଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ବନ୍ଧୁଗଣ ଦେଶରେ ବର୍ତ୍ତମାନ ସଂକ୍ରମଣ ର ପରିସ୍ଥିତି ଅତ୍ୟନ୍ତ ଦୁଖର ବିଷୟ ପାଲଟିଛି । ସରକାରୀ କର୍ମଚାରୀ ଙ୍କୁ ଏହି କ୍ଷେତ୍ରରେ ସରକାରଙ୍କ ଏପରି ଚିନ୍ତାଧାରାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *