କୁମାର ପୂର୍ଣ୍ଣିମା ରେ ଘର ଦୁଆର ବନ୍ଧରେ ପକେଇ ଦିଅନ୍ତୁ ଏହି ଗୋଟେ ଜିନିଷ ଦରିଦ୍ରତା ଭୁଲିଯିବ ଘରର ରାସ୍ତା

ଶରଦ ପୂର୍ଣ୍ଣିମା ବହୁତ ଶୁଭ ପୂର୍ଣ୍ଣିମା ଅଟେ ଏହି ଦିନ ଭଗବାନ କୃଷ୍ଣ ସବୁଠାରୁ ବଡ ରାସଳିଲା କରିଥିଲେ ଯେଉଁଥିରେ ଭଗବାନ ଶିବ ମଧ୍ୟ ଗୋପୀ ହୋଇ ଏହି ରାସ ର ଆନନ୍ଦ ନେଇଥିଲେ । ଏହି ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁ ନିଜ ଅର୍ଦ୍ଧାଙ୍ଗିନିଙ୍କ ସହ ପୃଥିବୀ ଭ୍ରମଣ ପାଇଁ ଆସିଥାନ୍ତି ।

ମାତା ଲକ୍ଷ୍ମୀ ନିଜ ଭକ୍ତ ମାନଙ୍କ ଉପରେ ବିଶେଷ କୃପା କରନ୍ତି ଓ ନିଜ ଭକ୍ତ ମାନଙ୍କ ମନ ଇଛା ପୂର୍ଣ୍ଣ କରନ୍ତି । ଯଦି ଆପଣଙ୍କୁ ମାତାଙ୍କୁ କିଛି ମାଗିବାର ଅଛି ତେବେ ଏହି ପୂର୍ଣ୍ଣିମା ଦିନ ଚନ୍ଦ୍ର କିରଣରେ କିଛି ସମୟ ବସନ୍ତୁ ଓ ମାଙ୍କୁ ଧ୍ୟାନ କରନ୍ତୁ ଦେଖିବେ ଆପଣଙ୍କ ସ୍ଵପ୍ନ ବହୁତ ଶୀଘ୍ର ପୂର୍ଣ୍ଣ ହବ ।

Image Courtesy: Google

ଶରଦ ପୂର୍ଣ୍ଣିମା ଦିନ ଆପଣଙ୍କୁ ନିଜ ଘର ସଫା ରଖିବା ଉଚିତ ଆପଣଙ୍କୁ ପୁରା ଘର ସାମୁଦ୍ରି ଲୁଣ ବା ସାମାନ୍ଯ ଲୁଣ ପାଣିରେ ପକାଇ ପୋଛିବା ବା ଧୋଇବା ଉଚିତ ଏହା ଛଡା ଘର ମୁଖ୍ୟ ଦ୍ଵାର ଉପରେ ପାଣିରେ ଫିଟିକରି ପକାଇ ଦୁଆର ବନ୍ଧ ଧୁଅନ୍ତୁ । ଶାସ୍ତ୍ରରେ କୁହା ଯାଇଛି ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ଦରିଦ୍ରତା ଆପଣଙ୍କ ଘର ଛାଡି ସବୁ ଦିନ ପାଇଁ ଚାଲି ଯାଇଥାଏ ।

Image Courtesy: Google

ଶରଦ ପୂର୍ଣ୍ଣିମା ଦିନ ପଣ୍ଡିତ ଓ ଜ୍ଞାନୀ କହିଛନ୍ତି ଯେ ଅରୁଆ ଚାଉଳ ପାଣିରେ ଭେଦେଇ କିଛି ଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏହା ପରେ ସେହି ଚାଉଳକୁ ଭଲ ଭାବରେ ଧୋଇ ବାଟିନିଅନ୍ତୁ ଏହା ପରେ ହଳଦୀ ବାଟି ଦୁହିଙ୍କୁ ମିଶେ ଗୋଟେ ପେଷ୍ଟ ତିଆରି କରନ୍ତୁ ଓ ଏହି ପେଷ୍ଟ ଦ୍ଵାରା ନିଜ ମୁଖ୍ୟ ଦ୍ଵାରା ଉପରେ ସ୍ଵସ୍ତିକ ଚିହ୍ନ କରନ୍ତୁ ଦେଖିବେ ଆପଣଙ୍କୁ ସକାରାତ୍ମକ ଊର୍ଜାର ଅନୁଭବ ହବ ଓ ଆପଣଙ୍କ ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।

ଶରଦ ପୂର୍ଣ୍ଣିମା ଦିନ ଆହୁରି ଗୋଟେ ଜିନିଷ ବହୁତ ମୂଲ୍ୟବାନ ହୋଇଥାଏ ଯଦି ଆପଣଙ୍କୁ ପ୍ରାପ୍ତ ହୁଏ ତେବେ ମାତାଙ୍କୁ ଅବଶ୍ୟ ଅର୍ପଣ କରନ୍ତୁ । ଶାସ୍ତ୍ର ଅନୁଯାଇ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ବହୁତ ପ୍ରିୟ ଅଟେ ଯଦି ଆପଣଙ୍କୁ କୌଣସି ଜାଗାରୁ ପଦ୍ମ ଫୁଲ ପ୍ରାପ୍ତ ହୁଏ ତେବେ ମାତାଙ୍କୁ ଅବଶ୍ୟ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ମନକୁ କେତେ ଶାନ୍ତି ପ୍ରାପ୍ତ ହବ । ଶରଦ ପୂର୍ଣ୍ଣିମା ଦିନ ମନେ ରଖନ୍ତୁ ଧଳା ମିଠା ଭୋଗ କରନ୍ତୁ ଏହି ପୂର୍ଣ୍ଣିମା ଦିନ ମାତାଙ୍କୁ ଧଳା ଭୋଗ ଅର୍ପଣ କରିବାର ମାନ୍ୟତା ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *