ସରିଲା ନିର୍ବନ୍ଧ ଆଗାମୀ ସମୟରେ ବାହା ହେବାକୁ ଯାଉଛନ୍ତି ଏହି ଓଡିଆ ସେଲିବ୍ରେଟି, ଦେଖନ୍ତୁ କେଉଁ ସବୁ ଯୋଡି ଅଛନ୍ତି ସାମିଲ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ସେଲିବ୍ରେଟି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଅକଳକାର ମାନେ ନିଜର ଦକ୍ଷତା ଓ ଟ୍ଯାଲେନ୍ଟ ପ୍ରଦର୍ଶନ କରି ଖୁବ ନାଁ କମାଇବାରେ ସଫଳ ହୋଇ ପାରିଛନ୍ତି । ସେମାନେ ନିଜର ପର୍ଶନାଲ ଲାଇଫ ଏବଂ ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଦର୍ଶକ ବନ୍ଧୁ ବର୍ତ୍ତମାନ ବିବାହର ସିଜନ ଚାଲିଛି । ଆଉ ଜଣଙ୍କ ପରେ ଜଣେ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଯାହା ପାଇଁ ସେମାନେ ନିଜର ସୋସିଆଲ ଆକାଉଣ୍ଟ ରେ ଅନେକ ସାରା ଫୋଟୋ ଓ ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଓଡିଆ ହିରୋଇନ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଓଡିଆ ସେଲିବ୍ରେଟି ମାନଙ୍କ ବିଷୟରେ ।

୧- ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ରାଜ ରାଜେଶ୍ଵରୀ ଏବଂ ଲୁମ୍ରାଇନା । ତା ହେଲେ ଓଲିଉଡର ଏହି ଜବରଦସ୍ତ ଯୋଡିକୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଦୁହେଁ ପରସ୍ପରକୁ ସୁଟିଙ୍ଗ ସେଟରେ ଭଲ ପାଇଥିଲେ ଏବଂ ଉଭୟଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇଛି । ଆଉ ଆଗାମୀ  କିଛି ଦିନରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

୨ – ଦର୍ଶକ ବନ୍ଧୁ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଲିପ୍ସା ମିଶ୍ର । ଆପଣ ମାନେ ସମସ୍ତେ ୨୦୧୩ ମସିହାରୁ ଲିପ୍ସାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବାର ଦେଖୁଥିବେ । ପ୍ରଥମେ ସେ “ଚଉକା ଚକା” ଫିଲ୍ମ ରୁ ନିଜର ଅଭିନୟ ଆରମ୍ଭ କରିଥିଲେ । ତେବେ ଲିପ୍ସା ବହୁତ ଜଲ୍ଦି ନିଜ ବୟଫ୍ରେଣ୍ଡଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି ।

୩ – ଦର୍ଶକ ବନ୍ଧୁ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରିୟା । ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ରିୟାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ “ପ୍ରେମ ଅଢେଇ ଅକ୍ଷର ପ୍ରେମ” ଫିଲ୍ମ ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ରିୟାଙ୍କର ନିର୍ବନ୍ଧ ଶେଷ ହୋଇଛି ଏବଂ ଆଗାମୀ ଦିନରେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ତା ହେଲେ ଦର୍ଶକ ବନ୍ଧୁ ଏହି ଓଡିଆ ଯୋଡି ଗୁଡିକ ମଧ୍ୟରୁ ଆପଣ ମାନଙ୍କୁ କେଉଁ ଯୋଡି ପସନ୍ଦ ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *