ଏମାନେ ହେଲେ ସାର୍ଥକର ସବୁଠୁ ଧନୀ ଓଡିଆ ସିରିଏଲ ହିରୋଇନ, ନମ୍ବର 4 ତ ସମସ୍ତଙ୍କ ପସନ୍ଦ

ଆପଣ ମାନେ ସମସ୍ତେ ନିଜ ଘରେ ସନ୍ଧ୍ୟାରେ ବସି ସିରିଏଲ ଦେଖୁଥିବେ, ତେବେ ଏହି ସମୟ ଆପଣଙ୍କର ବହୁତ ଭଲ ଯାଉଥିବ । ଏହି ସମୟକୁ ସୁନ୍ଦର କରିବା ପାଇଁ ଆମ ସିନେମା ଦୁନିଆ କେତେ କଳାକାର ବହୁତ ପରିଶ୍ରମ କରିଥାନ୍ତି । ଅଭିନେତା ଆଉ ଅଭିନେତ୍ରୀ ମାନେ ଅଭିନୟ କରନ୍ତି ଯାହା ଆପଣ ମାନେ ଦେଖିବାକୁ ପସନ୍ଦ କରନ୍ତି । ତେବେ ସାର୍ଥକରେ ବହୁତ ସିରିଏଲ ଆସିଥାଏ ଏହି ସିରିଏଲ ମାନଙ୍କ ମଧ୍ୟରୁ ସବୁଠାରୁ ଉତ୍ତମ ସିରିଏଲ ହିରୋଇନ ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ ଆଉ ତାଙ୍କ ସମ୍ପତ୍ତି ବିଷୟରେ ମଧ୍ୟ କହିବୁ ।

୧. ତୃପ୍ତି :

ତୃପତିଙ୍କୁ ଆପଣ ମାନେ ସାର୍ଥକ ଚେନେଲରେ ଆସୁଥିବା ” ମହାଦେବୀ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଥିବେ, ତେବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଛି ତେବେ କଣ ଆପଣ ଜାଣିଛନ୍ତି ତୃପ୍ତିଙ୍କ ସମ୍ପତ୍ତି ୩୦ ଲକ୍ଷ୍ୟ ଠାରୁ ଉର୍ଦ୍ଧ ଅଟେ ।

୨. ଅନନ୍ୟା :

ଆପଣ ମାନେ ଅନନ୍ୟାଙ୍କୁ ଦିବ୍ୟ ଦ୍ରୁଷ୍ଟି ସିରିଏଲରେ ଦ୍ରୁଷ୍ଟି ଭାବରେ କାମ କରୁଥିବାର ଦେଖିଥିବେ । ତାଙ୍କ ଅଭିନୟ ଆଉ ସୁନ୍ଦରତା ଦର୍ଶକ ମାନଙ୍କ ମନ କିଣି ନେଇଛି, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଅନନ୍ୟାଙ୍କ ଉର୍ଦ୍ଧ ସମ୍ପତ୍ତି ୫୦ ଲକ୍ଷ୍ୟ ଠାରୁ ଅଧିକ ଅଟେ ।

୩. ସବିତା :

ଆପଣ ମାନେ ସବିତାଙ୍କୁ “ରହିଛି ରହିବି ତୋରି ପାଇଁ ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରୁଥିବାର ଦେଖିଥିବେ, ତାଙ୍କ ସମ୍ପତ୍ତି ୮୦ ଲକ୍ଷ୍ୟ ଠାରୁ ଉର୍ଦ୍ଧ ଅଟେ ।

୪. ଜେସୀ :

ଆପଣ ମାନେ ଜେସୀଙ୍କୁ ବହୁତ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଅଟେ ଆଉ ବର୍ତମାନ ସେ “ଜୀବନସାଥୀ” ସିରିଏଲରେ ମୁଖ୍ୟ ଅଭିନେତ୍ରି ଭାବରେ କାମ କରୁଥିବାର ଦେଖୁଥିବେ ତାଙ୍କ ଉର୍ଦ୍ଧ ସମ୍ପତ୍ତି ଡେଢ କୋଟି ଠାରୁ ଅଧିକ ଅଟେ ।

୫. ଦେବସ୍ମିତା :

ଦେବସ୍ମିତା କୌଣସି ଫିଲ୍ମ ଦୁନିଆରୁ ନୁହନ୍ତି ସେ ସାଧାରଣରୁ ଫିଲ୍ମ ଦୁନିଆକୁ ଯାଇଛନ୍ତି ତାଙ୍କର ଫିଲ୍ମ ଦୁନିଆରେ କେହି ମା ବା ବାପା ନଥିଲେ । ସେ କିଏ ହବ ମୁଁ ହିରୋଇନ ରିଆଲିଟି ଶୋ ଜିତିକି ଅଭିନୟ ଦୁନିଆରେ ନିଜ ପାଦ ରଖିଛନ୍ତି ସେ ଗୋଟେ ଫିଲ୍ମ ମଧ୍ୟ କରିଛନ୍ତି ଆଉ ଏହା ପରେ ସେ ବର୍ତମାନ ” ତୋ ପାଇଁ ମୁଁ ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ଆଉ ତାଙ୍କ ସବୁ ସମ୍ପତ୍ତି ୩ କୋଟି ଠାରୁ ଉର୍ଦ୍ଧ ହବ ।

Leave a Reply

Your email address will not be published. Required fields are marked *