ମୃତ୍ୟୁ ଶଜ୍ୟାରେ ସସ୍ମିତାଙ୍କ ବୟାନ… କହିଲେ କିଛି ଏମିତି କି ଶୁଣି ଆପଣଙ୍କ ଛାତି ଥଋ ଉଠିବ… ଦେଖନ୍ତୁ Video

ଏକ ଯୁବତୀ ଙ୍କୁ ବିବାହ କରିବା ପାଇଁ କହିବା କହି କିନ୍ତୁ ପରେ ସେଥିରୁ ବାହାରି ଜାଇଥିଲା ପ୍ରେମିକ । ଯଦି ଆପଣ ଦେଖିବେ ତ ଜାଣି ପାରିବେ ୮୦ ଭାଗ ଜଳୀ ଗଲା ପରେ ମୃ-ତ୍ୟୁ ର ଶେଷ ବୟାନ ଦେଉଛନ୍ତି ଯୁବତୀ ।

ଏହା ଘଟିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମ ପୁର ଥାନା ଅନ୍ତରଗତ ପ୍ରତାପ ପୁର ଗ୍ରାମରେ ହେଇଛି ଏହୀ ଜଘନ୍ୟ କା-ଣ୍ଡ । ଏହି କା-ଣ୍ଡ ଅ-ଭୋ-ଯୋ-ଗ ଅନୁସାରେ ସୁସ୍ମିତା ଦେବୀ ପିତା ହେଉଛନ୍ତି ପ୍ରଶାନ୍ତ କୁମାର ଖାଢଙ୍ଗା । ସେ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ ।

କାଲୀ ଗାଁ ର ପରିତ୍ୟକ୍ତ କାରଖାନା ପାଖରେ କଥା ହେଉଥିଲେ ଏହି ସମୟରେ ଯୁବତୀ ଜିଦି ଧରି ଥିଲେ ବିବାହ କରିବା ପାଇଁ । ଏହାକୁ ନେଇ ଅନେକ ଯୁକ୍ତି ତରକ ହୋଇ ଥିଲା । କିନ୍ତୁ ଏହାକୁ ନେଇ ଅନେକ ବିବାଦ ଆରମ୍ବ ହେବ ଅପରେ ନିଜ ରାଗକୁ ସମ୍ଭାଳି ନ ପାରି ପ୍ରେମିକ ପ୍ରେମିକା ଙ୍କ ଉପରେ ଆସିଦ ପକାଇ ତାଙ୍କ ଦେହରେ ନିଆଁ ଲଗେଇ ଦେଇ ଥିଲେ ଏହା ଅପରେ ସେ ସେହି ଜାଗା ଛାଡି ଚାଲି ଯାଇଛି ।

ଏହା ପରେ ପୋ-ଲି-ଶ ଉଧାର କରି ପୀଡ଼ିତା ଙ୍କ ଘର ଲୋକଙ୍କୁ ଫୋନ କରିଥିଲେ । ଗତ ରାତିରେ ତାଙ୍କର ଦେହାନ୍ତ ହୋଇ ଥିଲା । ପ୍ରଥମେ ସେ ବରହମପୁର ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା ଏହା ଅପରେ ତାଙ୍କୁ ଅନ୍ୟ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ।

ଏହା ପରେ ତାଙ୍କ ଘର ଲୋକ ଆସିକି ଦେଖିବା ଅପରେ ତାଙ୍କର ମୃ-ତ୍ୟୁ ହୋଇଥିଲେ । ଏହା ପରେ ସେମାନେ ଏବେ ତାଙ୍କ ଝିଅର ଅପରାଧୀ କୁ ଧରିବା ପାଇଁ ଦାବି କରିଛନ୍ତି । ଝିଅଟି ଚାକିରି କରୁଥିଲା ଏବେ ପୋ-ଲି-ଶ ଖୋଜୁଛି । ପୁଅ ଭୁବନେଶ୍ବର ରେ ଚାକିରି କରିଥିଲେ ।

ପୋ-ଲି-ଶ ଙ୍କୁ ସରପଞ୍ଚ ଏହି ସୂଚନା ଦେଇ ଥିଲେ ତାଙ୍କ ପାଖରୁ ଖବର ପାଇ ଉଧାର କରିଛନ୍ତି ଯୁବତୀ ଙ୍କୁ । ଏହା ପରେ ସେ ନିଅଜର ସବୁ ବୟାନ ଦେଇଥିଲେ ଓ ନିଜକୁ ବଞ୍ଚାଇବା ପାଇଁ ଅନୁରୋଧ କରୁଥିଲେ । ଏହି ଘଟଣା ସ୍ଥଳରେ ପୋ-ଲି-ଶ ଙ୍କୁ ଏକ ବ୍ୟାଗ ଓ ପର୍ସ ପାଇଥିଲେ । ଏବେ ଏହି ମାମଲା ଚାଲିଛି ।

Leave a Reply

Your email address will not be published. Required fields are marked *