ACF ଡେଥ କେସ: ଆଉ ଗୋଟେ ହାତ ଲେଖା ଚିଠି ହେଉଛି ଭାଇରାଲ, କଣ ଲେଖା ଅଛି ଦେଖନ୍ତୁ Video

ୱ୍ହାଟ ଏ ହୋପ ଲେସ ଲାଇଫ, ମୋ ଭଳି ଗୀତିଏ ହୋପ ଲେସ ଲାଇଫ ବଞ୍ଚିଛି ଏଇ ଆଶାରେ ଏଇ ଆସା ରହିଛି ଯେ କେବେ ନା କେବେ ସୁଖ ଆସିବା ମୋ ଜୀବନରେ । ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ ସବୁ ତତେ ହିନ ଭୋଗିବାକୁ ପଡିବ ।

ସେଥିପାଇଁ କମ୍ପ୍ଲେନ କରିବା ବନ୍ଦ କରିଦେ । ରିଆକ୍ସନ ଦେବା ବନ୍ଦ କରିଦେ । କାରଣ ଯେତେ ଯାହା କଲେବି ସବୁ ତ ଭାଗ୍ୟ ଓ ତୋର ସ୍ଟୁପିଡ ଡିସିସନ ଗୁଡିକ ଆଉ ଯାହା ତୁ ନେଇଥିଲୁ । ଜୀବନକୁ ନେଇ ଖାଲି ଅନୁତାପ ଆସୁଛି ଏତେ କଣ ପା-ପ କରିଥିଲି ପୁରା ଫ୍ୟୁଚର । ମାଇଁ ଫ୍ୟୁଚର ଇଜ ଇନ ଡାର୍କ ।

ଏତେ ଖରାପ ଲାଗିଲାଣି ନିଜ ଉପରେ ଛି ଛି ୟାର କେମିତି ଜୀବନ ଗୋଟେ ମୋର । କେତେ ଡାଉନ ଫିଲ କରାଇ ସାରିଲିଣି ଏଇ ଏତିକି ଦିନ ଭିତରେ । ଦର୍ଶକ ବନ୍ଧୁ ପାରଳା ଖେମୁଣ୍ଡି ଏସ ସି ଏଫ ସୌମ୍ଯ ରଞ୍ଜନଙ୍କ ରହସ୍ୟ ଜନକ ମୃ-ତ୍ୟୁ ଘଟଣାରେ ଆଜି ଆଉ ଏକ ଚିତି ଭାଇରାଲ ହେଉଛି । ଆଇ ଚିଠି କିଏ ଲେଖିଛି ଅସ୍ପଷ୍ଟ । ହେଲେ ଏହା ବିଦ୍ୟା ଭାରତୀଙ୍କ ହାତ ଲେଖା ବୋଲି ସ-ନ୍ଦେ-ହ କରାଯାଉଛି ।

ପୂର୍ବରୁ ଆହୁରି ଏମିତି ୩ ଟି ହାତ ଲେଖା ଚିଠି ଭାଇରାଲ ହୋଇଥିଲା । ଏହି ଚିଠି କହୁଛି କେତେ ମଧୁର ଥିଲା ଏହି ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ । ଏତେ ଦିନ ବିତିଯିବା ପରେ ମଧ୍ୟ ସୌମ୍ଯ ରଞ୍ଜନ କେମିତି ମରିଛନ୍ତି ତାହା ଜଣା ପଡି ନାହିଁ । ଏହି ଘଟଣା ସହିତ ଗଜପତି ଡିଏଫ ଓ କି ରୋଷେୟାଙ୍କ କୌଣସି ସମ୍ପୃକ୍ତି ନହିଁ ବୋଲି ତାଙ୍କୁ ତାଙ୍କୁ କ୍ଳିନ ଚିଟ ମିଳି ସାରିଛି ।

ପୋ-ଲି-ସ ତଦନ୍ତରେ ଅସନ୍ତୁଷ୍ଟ ଅଛନ୍ତି ପରିବାର ଲୋକ । ଏବେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଏବଂ ହାଇ କୋର୍ଟରେ ଜଣ ସ୍ଵାର୍ଥ ମାମଲା ମଧ୍ୟ ରୁଜୁ କରା ଯାଇଛି । ଭାରତୀୟ ବିକାଶ ପରିଷଦ ଏହି ଆବେଦନକୁ ଋଜୁକରିଛି ।

ଏଥିରେ ରାଜ୍ୟ, କେନ୍ଦ୍ର ସରକାର, ଡିଜି ଗଜପତି ଏସ ପି ଏବଂ ପରଳା ଖେମୁଣ୍ଡି ଆଇ ଆଇ ସିଙ୍କୁ ପକ୍ଷଭୂତ କରାଯାଇଛି । ଏବେ ପୋ-ଷ୍ଟ-ମ-ଟ-ର୍ମ ରିପୋର୍ଟ ଆସିଲାପରେ ସୌମ୍ୟଙ୍କ ବିଶେରା କାହିଁକି ଟେଷ୍ଟ କରାଗଲାଣି ବୋଲି ମଧ୍ୟ ତାଙ୍କ ଭାଇ ପ୍ରଶ୍ନ ଉଠାଇଛନ୍ତି । ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସୌମ୍ୟଙ୍କ ମୃ-ତ୍ୟୁ ମାମଲାକୁ ନେଇ । ମୂଳ ପ୍ରଶ୍ନ ଟି ହେଉଛି ସୌମ୍ୟଙ୍କ ମୃ-ତ୍ୟୁ କେମିତି ହେଲା ? ଏହା ଦୁର୍ଘଟଣା ନା ହ-ତ୍ୟା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *