ଗୋରା ହେବାକୁ ମୁହଁରେ ଲଗାଇଥିବା ଫେସକ୍ରିମ, ତା ପରେ ଯାହା ହେଲା ନିଜେ ଦେଖି ନିଅନ୍ତୁ- ଆପଣ ବି ଏହି କ୍ରିମ ଲଗଉ ନାହାଁନ୍ତି ତ

ବର୍ତ୍ତମାନ ସମୟରେ ସବୁ ପୁଅ ଓ ଝିଅମାନେ ସୁନ୍ଦର ଓ ଆକର୍ଷକ ହେବା ପାଇଁ ଚାହୁଁଛନ୍ତି । ଏହା ବର୍ତ୍ତମାନ ଯୁଗରେ ସମସ୍ତଙ୍କ ପାଇଁ ବହୁତ ହିଁ ଗୁରୁତ୍ଵ ପୂର୍ଣ ବିଷୟ ଅଟେ । ବିଶେଷ କରି ଝିଅ, ମହିଳାମାନଙ୍କ ପାଇଁ । ମହିଳାମାନଙ୍କ ପାଇଁ ଆପଣଙ୍କୁ ବିଭିନ୍ନ ପ୍ରକାରର ଫେସକ୍ରିମ, ଫେସ ପାଉଡର, ଲିପଷ୍ଟିକ ଇତ୍ୟାଦି ମାର୍କେଟରେ ମିଳିଯିବ ।

ଏହିଭଳି ବହୁତ ମେକଅପ ଜିନିଷ ଅଛି । ଯାହାକୁ ବର୍ତ୍ତମାନ ସମୟରେ ଝିଅମାନେ ବ୍ୟବାହାର କରି ନିଜକୁ ସୁନ୍ଦର ଓ ଆକର୍ଷକ କରୁଛନ୍ତି । ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଫେସକ୍ରିମ କିଣି ଆଣି ଘରେ ଲଗାଉଛନ୍ତି । କେତେକ ପୁଅ ଓ ଝିଅମାନେ ପାଳର ଯାଇ ମଧ୍ୟ ବିଭିନ୍ନ ପ୍ରକାରର ଫେସକ୍ରିମ ନିଜ ମୁହଁରେ ମାରିଥାନ୍ତି । ଯଦି ଆପଣ କୌଣସି ଭଲ କମ୍ପାନୀର ଓ ଅଧିକ ଦାମ ଥିବା ଫେସକ୍ରିମ ଲଗାଉଛନ୍ତି ତେବେ ତାହା ଆପଣଙ୍କୁ ଭଲ ରେଜେଲ୍ଟ ଦେବ ।

କିନ୍ତୁ ଯଦି ଆପଣ କୌଣସି ଶସ୍ତା ଫେସକ୍ରିମ ବ୍ୟବାହାର କରୁଛନ୍ତି ତେବେ ବେଳେ ବେଳେ ଏହା ଆପଣ ଚେହେରାରେ କାଟୁ କରି ଯାଏ । ନଚେତ ଏହା ଆପଣଙ୍କ ପାଇଁ ବହୁତ ହିଁ ଭୟଙ୍କର ହୋଇପାରେ । ବେଳେ ବେଳେ ଦାମୀ ଫେସକ୍ରିମ ବି ବିଭିନ୍ନ ପ୍ରକାରର ରିଆକସନ ଦେଖାଇଥାଏ । ଏହା ଆପଣଙ୍କର ଶରୀରର ଓ ଚର୍ମ ଉପରେ ନିର୍ଭର କରିଥାଏ କି ଯେଉଁ ଫେସକ୍ରିମ ଆପଣ ବ୍ୟବହାର କରୁଛନ୍ତି ତାହା ଆପଣଙ୍କ ଶରୀରରେ କାଟୁ କରିବ ନା ନାହିଁ ।

କିନ୍ତୁ ମେକଅପର ବହୁତ ଜିନିଷ ଅଛି ଯାହା ବହୁତ ଭଲ ହୋଇଥାଏ । କିନ୍ତୁ ଏମିତି ବି କିଛି ଜିନିଷ ମାର୍କେଟରେ ଉପଲବ୍ଧ ଅଛି ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଖରାପ ଅଟେ । କହିବାକୁ ଗଲେ ଏହିଭଳି କିଛି ମାମଲା ସୋନପୁର ଜିଲ୍ଲାର ବିନିକା ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ମହିଳାଙ୍କୁ ଶସ୍ତା ଫେସକ୍ରିମ ମହଙ୍ଗା ପଡିଗଲା । କହିବାକୁ ଗଲେ ଏହି ଅଞ୍ଚଳର ଜଣେ ମହିଳା ନିଜକୁ ଅଧିକ ସୁନ୍ଦର ଓ ଆକର୍ଷକ କରିବା ପାଇଁ ଗୋଟିଏ ଦୋକାନରୁ ଏକ ଶସ୍ତା ଫେସକ୍ରିମ କିଣି ଆଣିଲେ ।

ଏହାକୁ ଘରେ ସବୁଦିନ ଲଗାଇବା ଆରମ୍ଭ କରିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ଚେହେରା ସୁନ୍ଦର ହେବା ପରିବର୍ତ୍ତେ ଓଲଟା ଖରାପ ହୋଇଗଲା । ବର୍ତ୍ତମାନ ଏମିତି ଅବସ୍ଥା ହୋଇ ଯାଇଛି କି ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିବ । ତାଙ୍କ ସ୍ଵାମୀଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଗୋଟିଏ ଲୋକାଲ ଦୋକାନରୁ ଗୋଟିଏ ଶସ୍ତା ଫେସକ୍ରିମ କିଣି ଆଣିଲା । ଏହାକୁ ୪ – ୫ ଦିନ ଚେହେରାରେ ଲଗାଇବା ପରେ ତାହାର ଚେହେରା ନାଲି ପଡିଗଲା ।

ଧୀରେ ଧୀରେ ମୁହଁ ଫୁଲିବା ସହ ଆଖି ମଧ୍ୟ ବନ୍ଦ ହୋଇ ଯାଇଛି । ବର୍ତ୍ତମାନ ମୋ ସ୍ତ୍ରୀକୁ କିଛି ବି ଦେଖା ଯାଉ ନାହିଁ । ଏବେ ମୁଁ ତାକୁ ହସ୍ପିଟାଲ ନେଇ ଯାଉଛି । ସେଥିପାଇଁ କହିଦେଉଛୁ କି କେବେ ବି ଶସ୍ତା ଫେସକ୍ରିମ ଲଗାନ୍ତୁ ନାହିଁ । ଭଗବାନ ଯାହା ବି ଦେଇଛନ୍ତି ସେଥିରେ ଖୁସି ରହିବାକୁ ଚେଷ୍ଟା କରନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *