ଏହି ଅଭିନେତ୍ରୀ ଙ୍କ ଗୋରା ରଙ୍ଗ ଯୋଗୁଁ ତାଙ୍କୁ Bollywood ରେ ମିଳିଲା ନାହିଁ କାମ ବାଧ୍ୟ ହୋଇ କଲେ କିଛି ଏମିତି….

ବନ୍ଧୁଗଣ, ଇଣ୍ଡଷ୍ଟ୍ରୀ ହେଉ କିଅବା ସମାଜ ପ୍ରତ୍ୟକ କ୍ଷେତ୍ରରେବ୍ୟକ୍ତି ର ରୂପରଙ୍ଗ କୁ ନେଇ ଭେଦଭାବ କରାଯାଇଥାଏ । ଆମ୍ଭେ ମାନେ ମଧ୍ୟ କୌଣସି ନା କୌଣସି କାରଣ ରୁ ସ୍କୀନ କଲର କୁ ନେଇ କାହାଠାରୁ ମଧ୍ୟ ଅନେକ କଥା ଶୁଣିଥାଉ । ବନ୍ଧୁଗଣ ପ୍ରାଏ ଏହା ସମସ୍ତ ଜାଗାରେ ହୋଇଥାଏ । ବନ୍ଧୁଗଣ ଯାହାର ସ୍କୀନ କଲର ଗୋରା ହୋଇଥାଏ ତାହାକୁ ସମସ୍ତ ଜାଗାରେ ମହତ୍ଵ ଦିଆଯାଇଥାଏ ।

ବନ୍ଧୁଗଣ ଆମ୍ଭ ସମାଜରେ ଗୋରା ହେବା ହିଁ ସୁନ୍ଦରତାର ପ୍ରତୀକ ଅଟେ । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ ନିଜ ଶ୍ୟାମଳ ରଙ୍ଗ ଯୋଗୁଁ କାମ ଦିଆ ଯାଇନଥାଏ । ବନ୍ଧୁଗଣ କେବଳ ଭାରତ ନୁହେଁ ଦୁନିଆର ଅଧିକାଂଶ ଦେଶରେ ରଙ୍ଗ କୁ ନେଇ ଭେଦ ଭାବ କରାଯାଇଥାଏ । ମାତ୍ର କେବେ ଆପଣ ଏଭଳି ଶୁଣିଛନ୍ତି ଯେ, କାହାକୁ ତାହାର ଗୋରା ରଙ୍ଗ କାରଣରୁ କାମ ମିଳୁନାହିଁ ।

ବନ୍ଧୁଗଣ ଏହି କଥା ସତ୍ୟ ଅଟେ ଯେ, ଜଣେ ଭାରତୀୟ ଅଭିନେତ୍ରୀ ଏଭଳି ଅଛନ୍ତି ଯାହାଙ୍କୁ ନିଜର ଗୋରା ରଙ୍ଗ କାରଣରୁ ଇଣ୍ଡଷ୍ଟ୍ରି ରେ କାମ ମିଳିଲା ନାହିଁ । ବନ୍ଧୁଗଣ ହିନ୍ଦୀ ଧାରାବାହୀକ “ଭାବି ଜି ଘର ପର ହେ” ର ଅଭିନେତ୍ରୀ “ସୌମ୍ୟା ଟଣ୍ଡନ” ଙ୍କ ସମ୍ବନ୍ଧରେ ଆମ୍ଭେ କହିବାକୁ ଯାଉଅଛୁ । ବନ୍ଧୁଗଣ ଏହି ସିରିୟଲ ରେ ସୌମ୍ୟା “ଅନିତା ଭାବି” ତଥା “ଗୋରି ମ୍ୟାମ” ର କିରଦାର ପ୍ଲେ କରିଥିଲେ ।

ବନ୍ଧୁଗଣ ସୌମ୍ୟା ଏକ ଇଣ୍ଟରଭିଉ ରେ କହିଥିଲେ ମୋ ଗୋରାପଣ ହିଁ ମୋର କାରଣ ପାଲଟି ଥିଲା । ସୌମ୍ୟ ଟଣ୍ଡନ କହିଥିଲେ ଯେ, ମୋତେ ଅଧିକ ଗୋରାପଣ ଯୋଗୁଁ କେଉଁଠାରେ କାମ ମିଳି ନଥିଲା । ବନ୍ଧୁଗଣ କୌଣସି ଏକ ଇଣ୍ଟରନ୍ୟାସନାଲ ପ୍ରଜେକ୍ଟ ରେ ଏକ ଭାରତୀୟ ନାଗରିକ ର କିରଦାର ନିଭାଇବା ନିମନ୍ତେ ଅଡିସନ ଦେବାକୁ ଯାଇଥିଲେ ।

ବନ୍ଧୁଗଣ ଅଡିସନ ହେଲା ସମୟରେ ଦେଖା ଗଲା ଯେ, ସୌମ୍ୟା ବହୁତ ଗୋରା ଅଟନ୍ତି । ମାତ୍ର ସେ ଇଣ୍ଡିଆନ ହେଲେ ମଧ୍ୟ ତାଙ୍କୁ ସଂପୂର୍ଣ୍ଣ ଭାବେ ମନା କରାଦିଆଗଲା । ସେମାନେ କହିଥିଲେ ଯେ, ଆମ୍ଭେ ଇଣ୍ଡିଆନ ଝିଅ ଙ୍କୁ ଏତେ ଗୋରା ଦେଖାଇ ପାରିବା ନାହିଁ । ଏହା ସହିତ ସୌମ୍ୟା ଏହା ମଧ୍ୟ କହିଲେ ଯେ, ସେମାନଙ୍କୁ ଆଦୌ ବିଶ୍ଵାସ ହେଲା ନାହିଁ ଯେ ମୁଁ ଜଣେ ଇଣ୍ଡିଆନ ଝିଅ ଅଟେ ।

ସେମାନଙ୍କ ନଜରରେ ଲଣ୍ଡନ, ଆମେରିକା ଭଳି ଦେଶ ମାନଙ୍କର ଲୋକ କେବଳ ଗୋରା ଅଟନ୍ତି । ତାଙ୍କର ମାନିବା ଅନୁସାରେ ଇଣ୍ଡିଆନ ଝିଅ କେବଳ ବ୍ରାଉନ ରଙ୍ଗ ର ହୋଇଥାନ୍ତି । ବନ୍ଧୁଗଣ ସୌମ୍ୟା କହିଛନ୍ତି ଯେ, ସମସ୍ତ ରଙ୍ଗ ସୁନ୍ଦର ହୋଇଥାଏ ମାତ୍ର ଏହାକୁ କେତେ ଜଣ ଆପଣେଇଥିଲେ ଅନ୍ୟ କେତେକ ଏହାକୁ ନିମ୍ନ ନଜରରେ ଦେଖିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *