ଶାଶୁଘରେ ରାଜ କରିବା ପାଇଁ ଜନ୍ମ ନେଇଥାନ୍ତି ଏହି 4ଟି ନାମର ଝିଅମାନେ- Jyotisha Shastra

ବିବାହ ପରେ ପ୍ରତେକ ଝିଅକୁ ଶାଶୁଘରର ନୀତି ନିୟମ ଅନୁସାରେ ଚଳିବାକୁ ପଡିଥାଏ । ଶାଶୁଘର ଥିବା ସବୁ ରୀତିନିତି ଅନୁସାରେ ପ୍ରତେକ ଝିଅକୁ ନିଜକୁ ଚଳାଇବାକୁ ପଡିଥାଏ । ଶାଶୁଘରେ ଥିବା ଲୋକଙ୍କର ଚିନ୍ତାଧାରା, ରହିବାର ଶୈଳୀ ସହ ପ୍ରତେ ଝିଅକୁ ଢାଙ୍କିବାକୁ ପଡିଥାଏ । କିନ୍ତୁ କିଛି ଝିଅ ମାନଙ୍କ ଠାରେ ଏମିତି କିଛି ଟ୍ଯାଲେନ୍ଟ ରହିଛି ଯାହା ପାଇଁ ସେମାନେ ଶାଶୁଘରେ ରାଜ କରିଥାନ୍ତି ।

ଏମିତି କିଛି ଝିଅ ମାନେ ଶାଶୁଘରକୁ ଯିବା ପରେ ସେଠିକାର ରହିବାର ଶୈଳୀ ବଦାଳାଇ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଶାଶୁଘରେ ରାଜ କରିବାକୁ ସକ୍ଷମ ହୋଇଥାନ୍ତି । ୧- A ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ଚାଲାକ ହୋଇଥାନ୍ତି । ଏମାନେ ନିଜର କଥା ମାଧ୍ୟମରେ ଅନ୍ୟର ହୃଦୟ ଜିଣିଥାନ୍ତି ।

ଯାହା ପାଇଁ ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଅନ୍ୟ ଠାରୁ କେମିତି କଥା ଆଦାୟ କରିବାକୁ ହେବ ଏହି ନାମର ଝିଅ ମାନେ ଠିକ ଭାବେ ଜାଣିଥାନ୍ତି । ଏମାନେ ଶାଶୁଘରେ ସମସ୍ତଙ୍କ ହୃଦୟ ଜିଣିଥାନ୍ତି । ଶାଶୁଘରେ ସମସ୍ତେ ଏମାନଙ୍କର ପ୍ରଶଂସା କରିଥାନ୍ତି । ଯାହା ପାଇଁ ଏମାନଙ୍କର ଶାଶୁଘରେ ରାଜ ଚାଲିଥାଏ ।

୨- H ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର କଳାକୁ ଶାଶୁଘର ଲୋକେ କେବେ ନଜର ଅନ୍ଦାଜ କରି ପାରନ୍ତି ନାହି । ସମସ୍ତଙ୍କ ମନରେ ଏହି ନାମର ଝିଅ ପାଇଁ ଭଲ ପାଇବା ଭରି ଯାଇଥାଏ । ଏହି ନାମର ଝିଅ ମାନେ ବିବାହ ପରେ ଶାଶୁଘର ନାଁ ରଖିଥାନ୍ତି ଯାହା ପାଇଁ ପରିବାର ଲୋକେ ଏମାନଙ୍କ ଉପରେ ଗର୍ବ ଅନୁଭବ କରିଥାନ୍ତି । ଏହି କାରଣରୁ ଏହି ନାମର ଝିଅ ମାନେ ଶାଶୁଘରେ ସମ୍ମାନର ସହ ରାଜ କରିଥାନ୍ତି ।

୩- M ନାମର ଝିଅ ମାନେ : ଏହି ନାମର ଝିଅ ମାନେ ଅନ୍ୟର ବିଚାରକୁ ବଦାଳାଇବାର କଳା ବେଶ ଭଲ ଭାବେ ଜାଣିଥାନ୍ତି । ଅନ୍ୟର ଚିନ୍ତାଧାରାକୁ କେମିତି ପରିବର୍ତ୍ତନ କରାଯାଇ ଆରିବ ତାହା ଏମାନେ ବେଶ ଜାଣିଛନ୍ତି । ଏମାନେ ଶାଶୁଘରେ ନିଜକୁ ତାଙ୍କ ଶୈଳୀରେ ନ ଢାଙ୍କି ନିଜ ଶୈଳୀ ଅନୁଯାୟୀ ଶାଶୁଘର ଲୋକଙ୍କୁ ଢାଙ୍କିଥାନ୍ତି । ଏମାନେ ନିଜ ଜୀବନରେ ପରିବର୍ତ୍ତନ ପସନ୍ଦ କରୁ ଠିଆବାରୁ ଶାଶୁଘରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଥାନ୍ତି । ଏହି କାରଣରୁ ଏମାନେ ଶାଶୁଘରେ ରାଜ କରିଥାନ୍ତି ।

୪- S ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ରାଗିଥାନ୍ତି । ଏମାନେ ନିଜର କଥା କହିବାର ଶୈଳୀରେ ସମସ୍ତଙ୍କୁ ବସ କରି ରଖିଥାନ୍ତି । ଏମାନଙ୍କ ଉପରେ ତାଙ୍କ ପରିବାର ଲୋକେ କେବେ ବି ରାଗନ୍ତି ନାହି । ଏମାନେ ନିଜ ଶାଶୁଘରେ ସମସ୍ତଙ୍କ ଉପରେ ରାଜ କରିବା ସହ ରାଣୀ ପରି ଜୀବନ ବିତାଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *