ଶ୍ୱଶୁର ଘର ଯାଇଥିଲି, ରାତିରେ ଖାଇ ଖଟରେ ଶୋଇଥିଲି, “ମୋ ସ୍ତ୍ରୀ, ତା ପ୍ରେମିକ ମିଶି ମତେ….” ଦେଖନ୍ତୁ ସ୍ତ୍ରୀ ନାଁରେ ସ୍ଵାମୀ ଆଣିଲେ ସାଂଘାତିକ ଅଭିଯୋଗ

ସ୍ତ୍ରୀ ସାଙ୍ଗରେ ଯାଇଥିଲି ଶ୍ଵଶୁର ଘର ଭାବିଥିଲି ଜ୍ଵାଇଁ କୂଣିଆର ସମ୍ମାନ ପାଇବି । ଆଉ ମିଳିଥିଲା ମଧ୍ୟ । ଦିନରେ ଖାଇଲି ରାତିରେ ବି ଖାଇଲି । ରାତିରେ ଖାଇକି ଖାତାରେ ସୋଇଲି । ଆଉ ମୁଁ କଣ ଜାଣିଥିଲି ତା ଗାଁ ଲଭର କୁ ଡାକି ମୋତେ ହା-ଣି ଦେବ ବୋଲି । ଭାଗ୍ୟ ଭଲ ମୁଁ ଚେଷ୍ଟା କରିଲି ମୋ ବେକ କି ମୁଣ୍ଡକୁ ଯେମିତି ଚୋ-ଟ ନ ବାଜୁ । ମୋ ହାତକୁ ଯେତେ ହା-ଣୁ-ଛୁ ହା-ଣ ମୋ ମୁଣ୍ଡକୁ ହା-ଣେ-ନା ।

ମୁଁ ୪୦ଟି ଛୋଟ ଖାଇବା ପରେ ମୁଁ ବଞ୍ଚିଲି । ଚିତ୍କାର କରିଲି ଗାଁ ଲୋକେ ଧାଇଁ  ଆସିଲେ ମୋତେ ମେଡିକାଲ ନେଇଗଲେ । ଶ୍ଵଶୁର ଘର ଯିବା ପାଇଁ ମୋ ପାଇଁ କାଳ ହୋଇଗଲା । ଜ୍ଵାଇଁ ପୁଅର ସମ୍ମାନ ପାଇବା ବଦଳରେ ମୁଁ ଛୋଟ ଖାଇଲି । ହଁ ଦର୍ଶକ ବନ୍ଧୁ ଗାଁ ଲଭର ସହ ମିଶି ସ୍ତ୍ରୀ ଯେବେ ସ୍ଵାମିକୁ ହା-ଣି-ପା-ରେ ତାହା ପୁଣି ଦୁଇ ଦୁଇଟି ଛୁଆ ଥାଇ ଆପଣ ଭାବୁଥିବେ ଆମ ସମାଜ କେଉଁ ଭଳି ସ୍ତରରେ ଅଛି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ କମାର ଗାଁର ଶମ୍ବୁନାଥ ଦଳେଇ ସବାରଙ୍ଗା ଥାନା କେରଡା ର ଲିଜାକୁ ବିବାହ କରିଥିଲେ । କିନ୍ତୁ ଲିଜା କୁଆଡେ ପୂର୍ବରୁ କାହାକୁ ଭଲ ପାଉଥିଲେ । ଏହା ଭିତରେ ବିବାହର ଅନେକ ଦିନ ବିତିଲାଣି । ଲିଜାର ଦୁଇଟି ପିଲା ବି ହୋଇସାରିଲାଣି । କିନ୍ତୁ ଲିଜା ଗାଁ ଲଭରଙ୍କ ସହ ଫୋନରେ କଥା ହେଉଥିଲେ ।

ସମୟ ସୁବିଧା ଦେଖି ନିଜ ପିଲା ଓ ସ୍ବାମୀଙ୍କୁ ନେଇ ଗାଁକୁ ଆସିଥିଲା । ଖିଆପିଆ ସରିବା ପରେ ପିଲାଙ୍କୁ ବାଆ-ମା ଙ୍କ ପାଖରେ ଛାଡି ଦେଲା । ଫୋନ କଋ ଗାଁ ଲଭରଙ୍କୁ ଡାକିଲା ଲିଜା । ଆଉ ତା ପରେ କମ୍ବଳ ଘୋଡାଇ ହୋଇ ସୋଇଥିବା ସ୍ଵାମୀଙ୍କୁ ଚୋ-ଟ ପରେ ଚୋ-ଟ ମା-ରି ଚାଲିଲା । ଲିଜା ଓ ତାଙ୍କ ଗାଁ ଲଭରଙ୍କୁ ଏବେ ପୋଲିସ ଗିରଫ କରିସାରିଛି ।

ଲିଜା ଭଲ ପାଉଥିଲେ ବି ଶମ୍ଭୁନାଥ କୁ ବିବାହ କରିଥିଲେ ଆଉ ତାଙ୍କର ଦୁଇ ଟି ସନ୍ତାନ ବି ଅଛି । ତେବେ ସୁଯୋଗ ଅନୁଯାୟୀ ଲିଜା ଓ ତାଙ୍କ ପ୍ରେମିକ ରବି ମିଶି ତାଙ୍କ ସ୍ଵାମୀ ଙ୍କୁ ମା-ରି-ବା-କୁ ଯୋଜନା କରିଥିଲେ । ସ୍ଵାୟ ଶମ୍ଭୁନାଥ ଙ୍କୁ ନେଇ ନିଜ ବାପଘର କେରଡା କୁ ଆସିଥିଲେ । ବିଳମ୍ବିତ ରାତିରେ ସ୍ଵାମୀ ଯେବେ ଖାଇ ଶୋଇଥିଲେ ସେତେବେଳେ ରବି ଓ ଲିଜା ମିଶି ଶମ୍ଭୁନାଥ ଙ୍କୁ ପାଖ ପାଖି ୪୦ ଥର ଆ-କ୍ର-ମ-ଣ କରିଛନ୍ତି ।

ସେହି ସମୟରେ ଶମ୍ଭୁନାଥ ଉଧାର କର ଉଧାର କର କହି ଚିତ୍କାର କରିଥିଲେ । ଆଉ ତା ପରେ ସ୍ଥାନୀୟ ଲୋକ ମେଡିକାଲରେ ଶମ୍ଭୁନାଥଙ୍କୁ ଭର୍ତ୍ତି କରିଥିଲେ । ଆଉ ତାଙ୍କର ଜୀବନ ବଞ୍ଚି ଯାଇଛି । ଏବେ ଫେରାର ହୋଇଥିବା ସ୍ତ୍ରୀ ଓ ପ୍ରେମିକକୁ ଆ-ରେ-ଷ୍ଟ କରି କୋର୍ଟ ଚାଲାଣ କରିଛି ପୋଲିସ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *