SBI ଗ୍ରାହକଙ୍କ ପାଇଁ ବଡ ଖବର, ମାସକୁ ମିଳିବ 10,000…. କେମିତି ଜାଣନ୍ତୁ

କରୋନା ଯୋଗୁ ଦେଶର ସବୁ ରାଜ୍ୟକୁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଛି । ଏହି କ୍ରମରେ ଏସବିଆଇ ବ୍ୟାଙ୍କ ନିଜର ଗ୍ରାହକମାନଙ୍କର ସାହାର୍ଯ୍ୟ କରିବା ଦ୍ରୁଷ୍ଟିରେ ଓ ସେମାନଙ୍କର ସୁବିଧା ପାଇଁ ଅନ୍ଲାଇନ ସୁବିଧା ଆରମ୍ଭ କରିଛି । ଏହା ଦ୍ଵାରା ଏସବିଆଇ ଗ୍ରାହକମାନେ ଘରେ ବସି ନିଜର କିଛି କାମ ଅନ୍ଲାଇନରେ କରି ପାରିବେ ।

ଏମିତିରେ ପୁଣି ଥରେ ଏସବିଆଇ ନିଜର ଗ୍ରାହକମାନଙ୍କ ପାଇଁ ଏକ ନୂଆ ସ୍କିମ ଆଣିଛି । ଏଥିରେ ଏସବିଆଇ ନିଜର ଗ୍ରାହକମାନଙ୍କୁ ବହୁତ ଆକର୍ଷଣୀୟ ଅଫର ଦେଉଛି । ଏହି ସ୍କିମ ଦ୍ଵାରା ଆପଣ ପ୍ରତି ମାସରେ ୧୦,୦୦୦ ଟଙ୍କା ଏକ୍ସଟ୍ରା ଇନକମ କରି ପାରିବେ । ତେବେ ଚଲାନ୍ତୁ ଜାଣିବା ଏସବିଆଇର ନୂଆ ସ୍କିମ କଣ । ସମସ୍ତେ ନିଜର ଏକ୍ସଟ୍ରା ସେଭିଙ୍ଗକୁ ଏକ ସୁରକ୍ଷିତ ସ୍ଥାନରେ ଇନଭେସ୍ଟ କରିବାକୁ ଚାହାନ୍ତି । କିନ୍ତୁ ବେଳେ ବେଳେ ଇନଭେସ୍ଟମେଣ୍ଟ ଉପରେ ସଠିକ ସୂଚନା ନ ଥିବାରୁ କିଛି ଲୋକମାନେ ଠକାମିର ଶିକାର ହୋଇଯାଆନ୍ତି ।

ସେଥିପାଇଁ ସବୁବେଳେ ସଠିକ ସ୍ଥାନରେ ହିଁ ନିଜର ଟଙ୍କାକୁ ଇନଭେସ୍ଟ କରନ୍ତୁ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ସ୍କିମ ବିଷୟରେ କହିବୁ । ଆମେ ଏସବିଆଇର ବାର୍ଷିକ ଯୋଜନା ବିଷୟରେ କଥାବାର୍ତ୍ତା କରୁଛୁ । ଏସବିଆଇ ଭାରତର ସବୁଠୁ ବଡ ଓ ସୁରକ୍ଷିତ ବ୍ୟାଙ୍କ ମଧ୍ୟରୁ ଗୋଟିଏ ଅଟେ । ଏସବିଆଇ ନିଜର ଗ୍ରାହକମାନଙ୍କୁ ଫିକ୍ସଡ ଡିପୋଜିଟ ଠାରୁ ଆରମ୍ଭ କରି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସୁବିଧା ଦେଇଥାଏ । ଏହି ବ୍ୟାଙ୍କରେ ଏମିତି କିଛି ସ୍କିମ ଅଛି ଯେଉଁଥିରେ ନିବେଶ କରି ଆପଣ ପ୍ରତି ମାସରେ ୧୦,୦୦୦ ଟଙ୍କା ଆୟ କରି ପାରିବେ ।

ଏସବିଆଇ ଏନ୍ୟୁଟି ସ୍କିମ

ଏସବିଆଇ ଏନ୍ୟୁଟି ସ୍କିମରେ ୧୨୦ ମାସ ପର୍ଯ୍ୟନ୍ତ ଟଙ୍କା ଜମା କରି ପାରିବେ । ଏଥିରେ ସୁଧ ହାର ଆପଣଙ୍କ ଡିପୋଜିଟ ଉପରେ ନିର୍ଭର କରେ । ଅର୍ଥାତ ଯଦି ଆପଣ ୫ ବର୍ଷ ପାଇଁ ଫିକ୍ସଡ ଡିପୋଜିଟ କରୁଛନ୍ତି ତେବେ ଆପଣଙ୍କୁ ଡିପୋଜିଟ ଟଙ୍କାରେ ଲାଗୁ ହୋଇଥିବା ସୁଧ ହାର ଉପରେ ପୁଣି ସୁଧ ମିଳିବ ।

ବର୍ତ୍ତମାନ ଏସବିଆଇର ଏହି ସ୍କିମରେ ସମସ୍ତେ ଇନଭେସ୍ଟ କରି ପାରିବେ । ଯଦି ଏସବିଆଇର କୌଣସି ଗ୍ରାହକ ମାସକୁ ୧୦,୦୦୦ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ ସେହି ବ୍ୟକ୍ତିଙ୍କ ପାଇଁ ବହୁତ ହିଁ ଲାଭକାରୀ ହେବ ।

କିନ୍ତୁ ସେହି ବ୍ୟକ୍ତିକୁ ଏହି ସ୍କିମରେ ୫ ଲକ୍ଷ ୭ ହଜାର ୯୬୪ ଟଙ୍କା ଜମା କରିବାକୁ ପଡିବ । ଏଥିରେ ପ୍ରତି ମାସକୁ ୭ ପ୍ରତିଶତ ସୁଧ ହାର ମିଳିବ । କେବଳ ୫ ଲକ୍ଷ ଟଙ୍କା ନୁହେଁ ଆପଣ ଏହା ଠାରୁ କମ ଟଙ୍କା ବି ଜମା କରି ପାରିବେ । ଏହି ଯୋଜନା ଆପଣଙ୍କ ଭବିଷ୍ୟତ ପାଇଁ ବହୁତ ହିଁ ଭଲ ଅଟେ । ଯଦି ଆପଣ ଏହି ସ୍କିମର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ବ୍ୟାଙ୍କ ସହ କିମ୍ବା ବ୍ୟାଙ୍କର କର୍ମଚାରୀ ସହ ଯୋଗାଯୋଗ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *