ସେ ଆମକୁ ମନ ପକାଉଛନ୍ତି କି ନାହିଁ କେମିତି ଜାଣିବେ- Love Psychological 

ଆପଣ ଜାଣିବାକୁ ଚାହୁଁଞ୍ଚନ୍ତିକି ସେ ଆମକୁ ମନ ପକାଉଛନ୍ତି କି ନହିଁ । ଏଠାରେ ଆମେ ତିନୋଟି ଜିନିଷ କହିପାରିବୁ ଯାହାର ଦ୍ଵାରା ଆପଣ ଜାଣିପାରିବେ । ଆପଣଙ୍କ ସାଥି ଆପଣଙ୍କୁ ମନେପକାଉଛନ୍ତି ନା ନହିଁ । ଦୁନିଆରେ ଏବେ ପର୍ଯ୍ୟନ୍ତ କିଛି ବାହାରି ନହିଁ କି ଯିଏ ଆମକୁ ମନ ପକେଇବା ଆମେ ଜାଣିପାରିବ । କିନ୍ତୁ ମନୋବିଜ୍ଞାନୀଙ୍କ ମତରେ ବିଜ୍ଞାନ ଏହାକୁ ମାନିଥଏକି ଏମିତି କିଛି ଇସାରା ଥାଏ ଯାହା ସାହାର୍ଯ୍ୟରେ ଆମେ ଏହା ଜାଣିପାରୁ କି ଯାହାକୁ ଆମେ ବହୁତ ଅଧିକ ଚାହିଁଥାଉ କି ପ୍ରେମ କରିଥାଉ ସେ ଆମକୁ ମିସ କରିଥାନ୍ତି ନା ନାହିଁ ।

ଏହା ଆମେ ପତା ଲଗାଇପାରୁ ସାଇକୋଲୋଜି ମାଧ୍ୟମରେ । ପ୍ରଥମ ପଏଣ୍ଟକି ହଠାତ ତାର ମନେପଡିଯିବା ମାନେ ଆପଣ କିଛି କାମ କରୁଛନ୍ତି ହଠାତ ତାର ମନେପଡିଯିବ । ଏହାର ମାନେ କିଛି ନ କିଛି କାରଣ ହୋଇଥାଏ । ଦୁନିଆରେ କିଛିବି କାମ ଏମିତିରେ ହୋଇନଥାଏ  ତାର କାରଣ ନିଶ୍ଚିତ ରୂପରେ ଥାଏ ।

ବେଦ ଓ ବିଜ୍ଞାନ ମଧ୍ୟ ମାନିଥାଏ ଓ ଆମସମସ୍ତଙ୍କୁ ଜଣା ଏହାର କାରଣ ନିଶ୍ଚିତ ରୂପରେ ଥାଏ । କୁହାଯାଏକି ଯଦି କିଛି କାମ ଆମେ କରୁଛୁ ତାର ପ୍ରତିକ୍ରିୟା ନିଶ୍ଚିତ ରୂପରେ ମିଳିଥାଏ । ଯଦି ଆମେ କିଛି କାମ କରୁଛୁ ହଠାତ ମନେ ପଡିଗଲା ତା ମାନେ ସେ କିଛି କରିଛନ୍ତି ସେଥି ଲାଗି ଆପଣଙ୍କୁ ତାର ମନେ ପଡିଗଲା । ତା ମାନେ ସେ ଆପଣଙ୍କୁ ମାନେ ପକାଉଚି ସେଥିଲାଗି ଆପଣଙ୍କୁ ହଠାତ ମନେପଡିଗଲା ।

ଦିତୀୟ ପଏଣ୍ଟ ଏହାକି ତା ସହିତ ଜଡିତ କିଛି ସୁନ୍ଦର କଥା ମନେପଡିଯିବା । ଆପଣ କିଛିବି କରୁଛନ୍ତି କି କୁଆଡେ ଯାଉଛନ୍ତି ତା ସହିତ ଜଡିତ କିଛି ସୁନ୍ଦର କଥା ରହିଛି ଯାହା ଆପଣଙ୍କ ସାମନାକୁ ଆସିଯାଉଛି ମାନେ ଆପଣଙ୍କର ଟଙ୍କା କଥା ମନେପଡିଯାଉଛି । ଆପଣଙ୍କ ସାଥି ଯେମିତିକି ନଖ ଚୋବାଉଛନ୍ତି କି ଆଙ୍ଗୁଠିକୁ ଫୁଟାଇବାକୁ ଲାଗୁଛନ୍ତି ଯଦି ଏମିତି ଦେଖିବାକୀ ମିଳିଥାଏ ତା ମାନେ ଆପଣଙ୍କୁ ଆପଣଙ୍କ ସାଥି ମାନେ ପକାଉଛନ୍ତି ।

ଯଦି ଆପଣଙ୍କ ସାଥି ଆପଣଙ୍କ ସ୍ଵପ୍ନରେ ଆସିଥାଏ କି ଶୋଇଲା ପୂର୍ବରୁ ଆପଣଙ୍କ ସାଥି କଥା ଆପଣଙ୍କୁ ମନେ ପଡିଯାଉଛି କି ଆପଣ ବହୁତ ତାକୁ ମନେପକାଉଛନ୍ତି ସେଥିଲାଗି ସେ ଆପଣଙ୍କ ସ୍ଵପ୍ନରେ ଆସିଯାଇଥାନ୍ତି । ଦେଖନ୍ତୁ ଆମର ଗୋଟେ ସୂକ୍ଷ୍ମ ଶରୀର ଥାଏ ଯିଏ ରାତିରେ ସବୁ ଜାଗାରେ ଭ୍ରମଣ କରିଥାଏ । କୁହାଯାଏକି ଯଦି ଆପଣ ଯାହାକୁ ମିସ କରିବେ ଦେଖିବେ ଯଦି ସେ ଆପଣଙ୍କ ସ୍ଵପ୍ନରେ ଆସୁଛି ବୁଝିଯିବେକି ସେବି ଆପଣଙ୍କୁ ବହୁତ ମନେପକାଉଛନ୍ତି । ଏମିତି ହୋଇଥାଏ ସାଇକୋଲୋଜି ସହିତ ବିଜ୍ଞାନ ମଧ୍ୟ ମାନିଥାଏ ।

Leave a Reply

Your email address will not be published. Required fields are marked *