ଏହିଭଳି କଳା ସୂତା ପିନ୍ଧିବାର ଭୁଲ କେବେବି କରିବେ ନାହିଁ, ହୋଇଥାଏ ଦାରିଦ୍ର୍ଯତାର କାରଣ

ଯେମିତି ଯେମିତି ଦୁନିଆ ଆଗକୁ ବଢି ବଢି ଯାଉଛି ଆମ ସଂସ୍କୃତି ଦିନକୁ ଦିନ କମିବାକୁ ଲାଗିଛି । ବର୍ତମାନ ସ୍ଥିତି ଅନୁଯାଇ ବହୁତ କମ ଲୋକ ଆମ ସଂସ୍କୃତି ବିଷୟରେ ଜାଣିଛନ୍ତି ଓ ତାକୁ ସଠିକ ଉପାୟରେ କରୁଛନ୍ତି ମଧ୍ୟ ନଚେତ ପ୍ରାୟତଃ ଲୋକ ଅଧା ଖଣ୍ଡିଆ ଜାଣିଛନ୍ତି ଓ ତାକୁ ହିଁ କରୁଛନ୍ତି । ଆଜିକା ସମୟରେ ଆମେ ଯେଉଁ ସମାଜ ଆଡକୁ ବଢି ବଢି ଯାଉଛୁ ସେଥିରେ ଅହଂକାର, ଈର୍ଷ୍ୟା, ଦ୍ଵେଷ ଓ କ୍ରୋଧ ଭଳି ଭାବନା ବହୁତ ଅଧିକ ଅଛି ।

ତେବେ ପୂର୍ବ ପୁରୁଷ ମାନେ ଏମିତି କିଛି କଥା କହିଥିଲେ ଯାହା ଅନୁଯାଇ ଆପଣଙ୍କ ଜୀବନରେ ଆସିଥିବା ସବୁ ନକାରାତ୍ମକତା ବହୁତ ସହଜରେ ଦୂର ହୋଇଥାଏ ।

Image Courtesy: Google

ଆପଣଙ୍କୁ ଆମେ ଏହା ସ୍ପଷ୍ଟ ଭାବରେ କହିବା ପାଇଁ ଚାହୁଁଛୁ ଯେ କଳା ରଙ୍ଗ ନକାରାତ୍ମକ ଊର୍ଜାକୁ ଦୂର କରିଥାଏ, ସେଥିପାଇଁ ନକାରାତ୍ମକତା ଦୂର କରିବା ପାଇଁ କଳା ଟୀକା, କଳା କାଜଲ, କଳା ଜିନିଷ ପିନ୍ଧିବା ଉଚିତ । କଳା ସୂତା ସବୁ ଉପାୟ ମଧ୍ୟରୁ ସବୁଠାରୁ ଭଲ କାମ କରିଥାଏ ।

Image Courtesy: Google

୧. ଯଦି ଆପଣଙ୍କ ଘରେ ଅକାରଣ ଝଗଡା ଓ ଦ୍ଵେଷ ବଢିବାକୁ ଲାଗିଛି ତେବେ ଆପଣଙ୍କୁ ଶନିବାର ଦିନ ଶନି ମନ୍ଦିରରେ ଗୋଟେ ମିତଳ କଳା ସୂତା ନେଇ ଯିବାର ଅଛି ଏହା ପରେ ଆପଣଙ୍କୁ “ଓଂ ସନିଶ୍ଚରାୟ ନମଃ” ୧୦୮ ଥର ଜାପ କରିବାର ଅଛି ଓ ସବୁ ଜାପ ସମାପ୍ତ ହେଲା ପ୍ପାରେ ଗୋଟେ ଗଣ୍ଠି ପକେଇବାର ଅଛି ୧୦୮ ଜାପ ସହ ୧୦୮ ଗଣ୍ଠି ହବା ବହୁତ ଆବଶ୍ୟକ ଅଟେ । ଏହି ସୂତାକୁ ନେଇ ଘର ମୁଖ୍ୟ କବାଟରେ ଲଗାନ୍ତୁ ଦେଖିବେ ଆପଣଙ୍କ ଘର ନକରାତ୍ମକ ଊର୍ଜା ସମାପ୍ତ ହୋଇଯିବ ।

Image Courtesy: Google

୨. ଯଦି ଆପଣଙ୍କ ଘର କୌଣସି ସଦସ୍ୟ ବା ଆପଣାଙ୍କ ନିଜର ସ୍ୱାସ୍ଥ୍ୟ କେବେ ଭଲ ରହୁ ନାହିଁ ତେବେ ଶନି ଦେବଙ୍କ ମନ୍ଦିରରେ କଳା ସୂତା ନେଇ ଯାଅନ୍ତୁ ଓ ପୂଜା ଅକରିବା ପରେ ଗୋଟେ ଦିନ ଏହି ସୂତାକୁ ସେମିତି ରଖନ୍ତୁ ଓ ଆର ଦିନ ଏହାକୁ ରୋଗ ପାଦରେ ପିନ୍ଧାଇ ଦିଅନ୍ତୁ ଦେଖିବେ ତାଙ୍କ ଆଖ ପାଖ ନକାରାତ୍ମକ ଶକ୍ତି ସମାପ୍ତ ହବ ଓ ତାଙ୍କ ସ୍ୱାସ୍ଥ୍ୟ ଭଲ ହବାକୁ ଲାଗିବ ।

Image Courtesy: Google

୩. ଗର୍ଭବତୀ ମହିଳାଙ୍କୁ ବହୁତ ନଜର ଲାଗିଥାଏ, ଏହା ଛଡା ନକାରତ୍ମକ ଶକ୍ତି ମଧ୍ୟ ତାଙ୍କ ଆଖ ପାଖରେ ଅଧିକ ହୋଇଥାନ୍ତି ସେଥିପାଇଁ ଗର୍ଭବତୀ ମହିଳାଙ୍କୁ ମାପି ତାଙ୍କ ଅନୁଯାଇ ୩ ଗୁଣ ବଡ କଳା ସୂତା ଆଣନ୍ତୁ ଓ ମହିଳାଙ୍କ ଉପରୁ ୩ ଥର ବୁଲାଇ ଆଣନ୍ତୁ ଓ ନଦୀ ପକାଇ ଦିଅନ୍ତୁ ନଚେତ ଓସ୍ତ ଗଛରେ ବାନ୍ଧି ଦିଅନ୍ତୁ ଏହି ଭଳି ସନ୍ତାନ ଜନ୍ମ ହବା ପର୍ଯ୍ୟନ୍ତ କରାନ୍ତୁ କୌଣସି ନକାରାତ୍ମକ ଊର୍ଜା ତାଙ୍କ ଆଖ ପାଖକୁ ଯିବ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *