ଶେଷରେ ମୁହଁ ଖୋଲିଲେ Koyal Banarajee, କହିଲେ କାହିଁକି ସେ Bobby ଙ୍କୁ ଦେଇଥିଲେ ଡିଭୋର୍ସ

ଅଭିନୟ ଜୀବନରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜୀବନରେ କିଭଳି ଥାନ୍ତି ଆପଣ ମାନେ ଜାଣିଥିବେ ତେବେ ଆଗରୁ ଅନେକ କିଛି ଘଟଣା ସାମନାକୁ ଆସୁ ନଥିବା ମାତ୍ର ଏବେ ଅନେକ ଘଟଣା ସମାନାକୁ ଆସିଛି । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଅଭିନେତା ବବି ମିଶ୍ରଙ୍କ ନାମରେ ଯେଉଁ ସବୁ ଅ-ଭି-ଯୋ-ଗ ଆସିଛି ଏହାକୁ ସତ୍ୟ ବୋଲି ସ୍ଵୀକାର କରି ତାଙ୍କ ସ୍ତ୍ରୀ ତାଙ୍କୁ ବି-ରୋ-ଧ କରୁଛନ୍ତି । ତେବେ ଆସନ୍ତୁ ଏହି ବିଷୟରେ ଜାଣିବା ।

ଅଭିନେତା ବବି ଓ କୋୟଲ ବିବାହ ବ-ନ୍ଧ-ନ-ରେ ବା-ନ୍ଧି ହୋଇ ଖୁଶିରେ ରହୁ ଥିବା ବେଳେ ଅଚାନକ ତାଙ୍କ ଛାଡପତ୍ର ର ଖବର ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ତେବେ ଏହା ପରେ ଦୁହେଁ ଅଲଗା ଅଲଗା ମଧ୍ୟ ରହୁ ଥିଲେ ।

ବବି ମିଶ୍ର ଙ୍କ ନାମରେ ଆଣିଥିବା ଅ-ଭି-ଯୋ-ଗ ଯାହା ତାଙ୍କ ପଡୋଶୀ ଆଣିଛନ୍ତି ତାହା ସତ୍ୟ ବୋଲି ଏବେ ତାଙ୍କ ସ୍ତ୍ରୀ କୋୟଲ ମଧ୍ୟ କହିଛନ୍ତି । ସେ କହି ଛନ୍ତି ବବି ମିଶ୍ର ଓ ସେ ନିଜେ ଦୁହେଁ ଅଭିନୟ ଦୁନିଆରେ ରହୁଥିଲେ ତେଣୁ ସେ ଏହା ପାଇଁ ଗଣ ମାଧ୍ୟମରେ କିଛି ଖୋଲା ଖୋଲି ଭାବେ କହିବା ପାଇଁ ଚାହୁଁ ନଥିଲେ । କାରଣ ସେ ଚାହୁଁ ଥିଲେ କି ବବି ସୁ-ଧୁ-ରି-ଯି-ବେ ଓ ସେ ତାଙ୍କ ସହ ଖୁଶିରେ ରହିବେ ତେଣୁ କରି ସେ କହିଛନ୍ତି କି ସେ ଯେତେ କଷ୍ଟ ପଡିଲେ ଭି ସବୁ କିଛି ସମ୍ଭାଳିକି ସହି ଯାଉ ଥିଲେ ।

କିନ୍ତୁ ଅଧିକ ଅ-ତ୍ୟା-ଚା-ର ହେବା ପରେ ସେ ଆଉ ସହି ପାରି ନଥିଲେ ଓ ସବୁ ଦିନ ପାଇଁ ବବି ଙ୍କୁ ଛାଡିକି ସେ କଲିକତା ଚାଲି ଯାଇଥିଲେ । ଏହା ମଧ୍ୟ ସତ୍ୟ କି ବବି ବହୁତ ମ-ଦ ପିଅନ୍ତି । ଓ ସେ ମ-ଦ ପିଇବା ପରେ ନିଜର ହିତା ହିତ୍ୟ ଜ୍ଞାନ କୁ ଭୁଲି ଯାନ୍ତି । ଏହା ମଧ୍ୟ କହିଛନ୍ତି କି ବବି ତାଙ୍କୁ ଅନେକ ମାନଶୀକ ଶା-ରୀ-ରି-କ ନି-ର୍ଯ୍ୟା-ତ-ନା ଦେଇ ଛନ୍ତି ।

ସେ ତାଙ୍କୁ ମ-ଦ ପିବା ପରେ ବା-ଡା ବା-ଡି ମଧ୍ୟ କରି ଥାନ୍ତି । ଏହା ପାଇଁ ସେ ଆହୁରି ଏକ କଥା କହିଛନ୍ତି କି ବବି ମିଶ୍ର ଏକ ସାମାଜିକ ରୀତି ନୀତି କୁ ମାନନ୍ତି ନାହି । କୋଏଲ କହିଛନ୍ତି କି ସେ ନିଜର ଓ ବବି ଙ୍କ ଭବିଷ୍ୟତ ସୁରକ୍ଷିତ ରହୁ ବୋଲି ଆଜି ଯାଏ ମୁହଁ ବନ୍ଦ କରିକି ରହିଥିଲେ । କିନ୍ତୁ ଏହାର ଉତ୍ତର ରେ ବବି ମିଶ୍ର କିଛି ଭି କହି ନଥିଲେ ।

Leave a Reply

Your email address will not be published. Required fields are marked *