ସେପ୍ଟେମ୍ବର ମାସ ପାଇଁ କଣ ରହିବ କୋଭିଡ଼-୧୯ ଗାଇଡଲାଇନ, ଦେଖନ୍ତୁ କଣ କହିଲେ CBK Mohanty

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଏକ୍ସପର୍ଟ ଙ୍କ ମତରେ ସେପ୍ଟେମ୍ବ ମାସ ଆରମ୍ଭ ରୁ କୋରୋନାର ତୃରୀୟ ଲହର ଆସିବାର ସମ୍ଭାବନା ରହିଛି । ତେଣୁ କୋରୋନା ଗାଇଡ ଲାଇନ ସେପ୍ଟେମ୍ବର ମାସ ପହିଲାରୁ କଣ ରହିବ ସେହି ବିଷୟରେ କିଛି ଜରୁରୀ ସୂଚନା ଆଜି ଆମେ ଆପଣ ମାନଙ୍କୁ ଦେବାକୁ ଯାଉଛୁ । ସୂଚନା ଅନୁସାରେ କେରଳ ରାଜ୍ୟ ରେ କୋରୋନା ପଜେଟିଭ ହାର ଦ୍ରୁତ ଗତୀ ରେ ବଢିବାରେ ଲାଗିଛି । ଯେଉଁ ସମୟରେ କୋରୋନା କଟକଣା କୋହଳ ହୋଇଥିଲା ସେହି ସମୟରେ କେରଳ ରାଜ୍ୟ ରେ କୋରୋନା ପଜେଟିଭ ହାର ବଢିଥିଲା ।

ଏହାକୁ ନେଇ କେନ୍ଦ୍ରୀୟ ସରକାର ଙ୍କ ଗାଇଡ ଲାଇନ ଅନୁସାରେ ଯେଉଁ ସମୟରେ ପର୍ବ ପର୍ବାଣି ସମୟ ରହୁଛି ସେହି ସମୟରେ କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହା ନେଇ ଆଲୋଚନା ଜାରି ରହିଛି । ସବୁ କ୍ଷେତ୍ର କୁ ଆଖି ଆଗରେ ରଖି ରାଜ୍ୟ ସରକାର କୋରୋନା କଟକଣା କୁ ନେଇ ସମୟ ପୂର୍ବ ରୁ ଗାଇଡ ଲାଇନ ଜାରି କରିବେ ବୋଲି ସୂଚନା ମିଳିଛି ।

ଇଣ୍ଟର ନ୍ୟାସନାଲ ଏକ୍ସପର୍ଟ ମାନଙ୍କ ମତରେ କୋରୋନାର କେରଳ ରେ ତୃତୀୟ ଲହର ଅଧିକ ହେବାରେ ଲାଗିଛି । କିନ୍ତୁ ଆମ ରାଜ୍ୟ ରେ କୋରୋନର ତୃରୀୟ ଲହର ହେଉ କି ନ ହେଉ ତାହା ପୂର୍ବ ରୁ ରାଜ୍ୟ ସରକାର ଏହାକୁ ନେଇ କୌଣସି ବଡ ନିଷ୍ପତି ନେବେ ।

କୋରୋନାର ପ୍ରଥମ ଲହର ଓ ଦିତୀୟ ଲହର ରେ ଶିଶୁ ମାନେ ଆକ୍ରାନ୍ତ ହେଉଥିଲେ । ବର୍ତ୍ତମାନ କୋରୋନର ତୃତୀୟ ଲହର ରେ ମଧ୍ୟ ଶିଶୁ ମାନେ ଆକ୍ରାନ୍ତ ହେଉଛନ୍ତି । ଏକ୍ସପର୍ଟ ଙ୍କ ମତରେ ଶିଶୁ ମାନେ ଅଧିକ ମାତ୍ରା ରେ ତୃତୀୟ ଲହର ରେ ପ୍ରଭାବିତ ହେବେ । ତେଣୁ ଆମ ରାଜ୍ୟ ରେ ସ୍ପେଶାଲ ପେଡ୍ରେଟିକ ବେଡ ରଖା ଯାଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ କଟକ ର ଶିଶୁ ଭାବନା ମେଡିକାଲରେ ଶିଶୁ ମାନଙ୍କ କୋରୋନାରେ ଆକ୍ରାନ୍ତ ହେବ କଥାକୁ ନେଇ ସେଠାରେ ସବୁ ପ୍ରକାରର ପ୍ରସ୍ତୁତି ଚାଲିଛି ।

ଏହି ପ୍ରସ୍ତୁତି ଟିକେ ଅଲଗା ପ୍ରକାର ର ରହିଛି । ଯେପରି ଭାବେ ଶିଶୁ ମାନେ ସଠିକ ଭାବେ ଚିକିତ୍ସା ହେବେ ତାଙ୍କର କୌଣସି ଅସୁବିଧା ହେବ ନାହି ତାହା ପ୍ରତି ବିଶେଷ ଧ୍ୟାନ ଦିଆ ଯାଉଛି । ତେବେ ସେପ୍ଟେମ୍ବର ମାସ ଆରମ୍ଭ ରେ ରାଜ୍ୟ ସରକାର କୋରୋନା ର ତୃତୀୟ ଲହର କୁ ନେଇ କଣ ଗାଇଡ ଲାଇନ ଜାରି କରିବେ ତାହା ଅପେକ୍ଷାରେ ସମସ୍ତେ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *