ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ବୀର କି ଅରଦାସ ବୀରା ର ଏହି 2 Child Actor, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ

ଆପଣ ମାନେ ସମସ୍ତେ କିଛି ନା କିଛି ସିରିଏଲ ଦେଖିବା ପସନ୍ଦ କରନ୍ତି । ତେବେ ବାଲ କଳାକାର ବା ଛୁଆଙ୍କ ସିରିଏଲ ଦେଖିବା କିଏ ବା ପସନ୍ଦ କରିବ ନାହିଁ ଆଜି କାଲିକା ଛୁଆ ବହୁତ ଭଲ ଅଭିନୟ ସହ ବହୁତ ବୁଦ୍ଧିମାନ ମଧ୍ୟ ହେଉଛନ୍ତି ତାଙ୍କୁ ଜଣା ହୋଇଥାଏ ଜେ ତାଙ୍କୁ କଣ କରିବା ଦ୍ୱାରା ତାଙ୍କୁ ପ୍ରସିଦ୍ଧି ମିଳିବ । ଆଜି ଆମେ ଆପଣଙ୍କୁ ସିରିଏଲ ବିର କି ଅର୍ଦ୍ଦାସ ଵୀରା ଛୁଆ ଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିନଥିବେ । ତେବେ କଣ ଆପଣ ଜାଣିଛନ୍ତି ବର୍ତମାନ ଦୁହେଁ କଣ କରୁଛନ୍ତି ଆଉ କେତେ ବଡ଼ ହୋଇ ଗଲେଣି ।

ବୀର କୀ ଅର୍ଦାସ ବିରା ସିରିଏଲକୁ ବର୍ତମାନ ବହୁତ ବର୍ଷ ହେଲାଣି ଆଉ ଏହି ସିରିଏଲ ଛୋଟ କଳାକାର ବୁରା ଆଉ ରନବିଜୟ ବର୍ତମାନ ବଡ ହୋଇଗଲେଣି । କଣ ଆପଣ ଜାଣିଛନ୍ତି ବିତା ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀଙ୍କ ନାମ ଥିଲା ଯାହାଙ୍କ ଅସଲ ନାମ ହର୍ସିତା ଓଝା ଅଟେ । ହର୍ଶିତାଙ୍କ ଜନ୍ମ ୧୦ ଫେୃଆରୀ ୨୦୦୭ରେ ଝାରଖଣ୍ଡ ଧନବାଦ ରେ ହୋଇଥିଲା ଯାହା ପରେ ତାଙ୍କ ପାଠ ପଢା ସେଠି ହେଲା ଆଉ ତାଙ୍କ ପ୍ରଥମ  ସିରିଏଲ ବିର କି ଅର୍ଦାସ ବିରା ଥିଲା । ଯାହା ପରେ ତାଙ୍କ ଅଭିନୟ ଆଉ ତାଙ୍କ ଚଗଲା ପଣ ଦେଖି ଅନ୍ୟ ସିରିଏଲରେ ମଧ୍ୟ ତାଙ୍କୁ ସୁଯୋଗ ପ୍ରାପ୍ତ ହୋଇଥିଲା ।

ଏହି ସିରିଏଲ ପରେ ହାର୍ଶିତା ଅନ୍ୟ ବହୁତ ସିରିଏଲରେ କାମ କରିଥିଲେ କିନ୍ତୁ ଏହି ସିରିଏଲ ଭଳି ପ୍ରସିଦ୍ଧି ତାଙ୍କୁ କେଉଁଠାରେ ବି ମିଳିନଥିଲା ବର୍ତମାନ ହର୍ଷିତା ନିଜ ପାଠ ପଢାରେ ଧ୍ୟାନ ଦଉଛନ୍ତି ଆଉ ସେ ନିଜ ମା ବାପାଙ୍କ ସହ ରହୁଛନ୍ତି ବର୍ତମାନ ହର୍ଶିତାଙ୍କୁ ୧୩ ବର୍ଷ ବୟସ ହୋଇଛି ।ତେବେ କଣ ଆପଣ ଜାଣିଛନ୍ତି ରନବିଜୟ ବର୍ତମାନ କଣ କରୁଛନ୍ତି, ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ଅସଲ ନାମ କଣ ଅଟେ । ତାଙ୍କ ଅସଲ ନାମ ଭାବେଶ ବଲଚନ୍ଦାନି ଅଟେ ଆଉ ତାଙ୍କ ଜନ୍ମ ୧୪ ଏପ୍ରିଲ ୨୦୦୧ ରେ ଗୁଜରାତ ର ସୁରତ ନାମକ ସହରରେ ହୋଇଥିଲା ।

ଭାବେସ ବହୁତ ଶାନ୍ତ ପିଲା ଅଟନ୍ତି, ତାଙ୍କ ସ୍ଵଭାବ ସମସ୍ତଙ୍କୁ ବହୁତ ପଶନ୍ଦ ଆସିଥାଏ ତାଙ୍କ ପ୍ରଥମ ସିରିଏଲ ଫୁଲୁଆ ଥିଲା ଯେଉଁଥିରେ ସେ ବାବୁ ଅଭିନୟ କରିଥିଲେ ଆଉ ଦର୍ଶକ ମାନଙ୍କ ମନ କିଣିଥିଲେ କଣ ଆପଣ ମାନେ ଜାଣିଛନ୍ତି ଜେ ଭାବେଶ୍ ତାଙ୍କ ଅଭିନୟ ପାଇଁ ବହୁତ ପରିଶ୍ରମ କରନ୍ତି ବର୍ତମାନ ସେ ବଡ ହୋଇଛନ୍ତି ଆଉ ନିଜ ପାଠ ଆଉ ଅଭିନୟ ଉପରେ ଧ୍ୟାନ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *